Latest Odisha News

BREAKING NEWS

Yearly Archives

2025

ଜମ୍ମୁ ଅଞ୍ଚଳରେ ୭୨ ଘଣ୍ଟା ସତର୍କତା ଜାରି: ଖାଲି କରାଯାଉଛି ଗାଁ, ସ୍କୁଲ-କଲେଜ ମଧ୍ୟ ବନ୍ଦ

ଶ୍ରୀନଗର: ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା 'ଅପରେସନ ସିନ୍ଦୂର' ପରେ, ସୀମାରେ ସତର୍କତା ବୃଦ୍ଧି କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଗତକାଲିର ଅପରେସନ ପରେ, ପାକିସ୍ତାନ ପାର୍ଶ୍ୱରୁ ସୀମାରେ ପ୍ରବଳ ଗୁଳିମାଡ଼ ହୋଇଥିଲା ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ…

ପାକିସ୍ତାନୀ ସେନାର ଦାବି: ଭାରତ ପ୍ରତିଶୋଧ ନେଇ ୧୨ଟି ସ୍ଥାନରେ ଡ୍ରୋନ୍ ମାଡ଼ କରିଛି

ଇସଲାମବାଦ: ପଞ୍ଜାବର ଅମୃତସରରେ କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ ହୋଇଛି । ଏହି ସମୟରେ ଆଉ ଏକ ବଡ଼ ଖବର ଆସିଛି । ପାକିସ୍ତାନୀ ସେନା ସ୍ୱୀକାର କରିଛି ଯେ ପ୍ରତିଶୋଧ ନିଆଯାଇଛି । ପାକିସ୍ତାନୀ ସେନା ଦାବି କରିଛି ଯେ ଭାରତ ପ୍ରତିଶୋଧ ସ୍ୱରୂପ ଡ୍ରୋନ ମାଡ଼ କରିଛି । ପାକିସ୍ତାନୀ ସେନା ଦାବି…

ଭୁବନେଶ୍ୱରରୁ ଆବୁଧାବି ସିଧାସଳଖ ବିମାନ ଉଡ଼ାଣ, ଏହି ମାସରୁ ଆରମ୍ଭ 

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିକୁ ସିଧାସଳଖ ବିମାନ ସେବା ଜୁନ୍ ୨୦୨୫ରୁ ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ସୂଚନା ଦେଇଛନ୍ତି। ଏହି ସେବା ବିଲଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଆଭିଏସନ୍ ଆସେଟ୍ସ…

ଆରମ୍ଭ ହେଲା କି ଯୁଦ୍ଧ!: ପାକିସ୍ତାନ ବାୟୁ ପ୍ରତିରକ୍ଷା ୟୁନିଟକୁ ଉଡେଇଲା ଭାରତ 

ନୂଆଦିଲ୍ଲୀ: ବାଜିଲା କି ଯୁଦ୍ଧ ବିଗୁଲ୍? କାରଣ ସେପଟେ ପାକିସ୍ତାନ ଭାରତ ଉପରେ ଗୁଳିବର୍ଷା ଜାରି ରଖିଥିବା ବେଳେ ଏବେ ଭାରତ ମଧ୍ୟ ଏହାର କଡ଼ା ଜବାବ ରଖିଛି। ପାକିସ୍ତାନର ବାୟୁ ପ୍ରତିରକ୍ଷା ୟୁନିଟ୍ କ୍ଷତିଗ୍ରସ୍ତ କରିଛି ଭାରତ। ଭାରତ ପାକିସ୍ତାନ ଏବଂ ପିଓକେ ଆତଙ୍କବାଦୀ ଶିବିର ଉପରେ…

ଅଜିତ ଡୋଭାଲଙ୍କୁ କ’ଣ କହିଲେ ପାକିସ୍ତାନ ଏନଏସଏ?

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବଳ ଅଶାନ୍ତି ଦେଖା ଦେଇଛି । ହମଲାର ଜବାବ ଦେବାକୁ ଧମକ ଦେଇଛି ପାକିସ୍ତାନ । ତେବେ ଏହା ମଧ୍ୟରେ ଦୁଇ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଫୋନରେ ଆଲୋଚନା କରିଛନ୍ତି । ଏନେଇ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା…

ଅପରେସନ ସିନ୍ଦୂର ପରେ କାହିଁକି ଚିନ୍ତାରେ ଚୀନ୍?

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ । ଚିନ୍ତାରେ ପାକିସ୍ତାନର ବନ୍ଧୁ ଚୀନ୍ । ଭାରତର ଅପରେସନ୍ ସିନ୍ଦୂର ସଫଳ ହେବା ପାକିସ୍ତାନ ସହ ଚୀନର ବି ଚିନ୍ତା ବଢାଇଛି । ଏପରିକି ବନ୍ଧୁ ପାକିସ୍ତାନ ସପକ୍ଷରେ ବାହାରି ଭାରତ ବିରୋଧରେ କଡା ଶବ୍ଦ ବି କହିନି ଚୀନ୍ । ଓଲଟା…

ସରିନି ‘ଅପରେସନ ସିନ୍ଦୂର’: ପାକିସ୍ତାନ ଆଖିରୁ ଝରିବ ରକ୍ତ ଲୁହ…

ନୂଆଦିଲ୍ଲୀ: ସରିନି ଅପରେସନ ସିନ୍ଦୂର ଭୟାବହତା। ଆହୁରି କାନ୍ଦିବ ପାକିସ୍ତାନ। ଆଜି ସର୍ବଦଳୀୟ ବୈଠକ ପରେ କିଛି ଏହାରି ବାର୍ତ୍ତା ଦେଇ, ଆଉ ଏକ ବଡ଼ ସଂକେତ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଅପରେସନ ସିନ୍ଦୂର ପରେ ଉତ୍ତେଜନା ଆହୁରି ବଢ଼ିଥିବା ବେଳେ କେନ୍ଦ୍ର ମନ୍ତ୍ରୀ…

ହେବ କି ବଡ଼ ଯୁଦ୍ଧ, କାଶ୍ମୀରର ଏହି ସବୁ କୋଠାରେ କାହିଁକି ତିଆରି ହେଉଛି ରେଡ କ୍ରସ୍?

ଶ୍ରୀନଗର: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ମେ ୬ ତାରିଖ ମଧ୍ୟବର୍ତ୍ତୀ ରାତିରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହାକୁ ଅପରେସନ୍ ସିନ୍ଦୂର ନାମ ଦିଆଯାଇଥିଲା। ଏହି ଆକ୍ରମଣରେ ପାକିସ୍ତାନରେ ଥିବା ଅତି କମରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଛି। ସେବେଠାରୁ…

ଅପରେସନ୍ ସିନ୍ଦୂର ଜାରି ରହିଛି…୧୦୦ ଆତଙ୍କବାଦୀ ନିହତ, ସର୍ବଦଳୀୟ ବୈଠକରେ ଦେଲେ ସୂଚନା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆଜି ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏବଂ ବୈଠକରେ ସେ ସମସ୍ତଙ୍କୁ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ। ବିରୋଧୀ ଦଳ ସର୍ବସମ୍ମତ ଭାବରେ ଆତଙ୍କବାଦ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ…

ଭାରତର ୫ ରାଫେଲ ଖସାଇବା ମିଛ: ଗଣମାଧ୍ୟମରେ ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଲାଜ ନାହିଁ ପାକିସ୍ତାନ ମୁହଁକୁ, ଖାଲି ବାହସ୍ପଟ ମାରୁଛି। ଭାରତର ୫ଟି ରାଫେଲ ବିମାନ ଖସାଇ ଦେଇଥିବା ମିଛ ପ୍ରଚାର କରୁଥିବା ପାକିସ୍ତାନର ଏବେ ଜାତୀୟ ଗଣମାଧ୍ୟମରେ ପର୍ଦ୍ଦାଫାସ ହୋଇଯାଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବୟାନ ମାଧ୍ୟମରେ ଶାହବାଜ ସରିଫ…