Latest Odisha News

BREAKING NEWS

Yearly Archives

2025

ଅପରେସନ ସିନ୍ଦୂର: ମେ’ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ଦେଶର ୨୧ ବିମାନବନ୍ଦର

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ, ଭାରତ ସରକାର ଦେଶର ୨୧ଟି ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ, ଏହି ସହରଗୁଡ଼ିକୁ ଯାଉଥିବା ଅନେକ ବିମାନ ବାତିଲ…

ପାକିସ୍ତାନର ପରମାଣୁ ଠିକଣା ଯାଏ ପହଞ୍ଚିଲା ଡ୍ରୋନ : ଗୋଟିଏ ପରେ ଗୋଟିଏ ବିସ୍ଫୋରଣ, ଲାହୋର କରାଚୀରେ ଆତଙ୍କ

କରାଚୀ : ପାକିସ୍ତାନର ଲାହୋର ପରେ ଏବେ ଦେଶର ଆର୍ଥିକ ରାଜଧାନୀ କରାଚୀରେ ଡ୍ରୋନ ବିସ୍ଫୋରଣର ଖବର ପୂରା ଦେଶରେ ଆତଙ୍କ ସୃଷ୍ଟି କରିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, କରାଚୀର ଶରାଫୀ ଗୋଥ ମାଲିର ଅଞ୍ଚଳରେ ଡ୍ରୋନ ମାଧ୍ୟମରେ ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍‌…

ଓଡ଼ିଶା ଆସିବେନି ଶାହ: ଗସ୍ତ ସ୍ଥଗିତ 

ଭୁବନେଶ୍ୱର: ଏବେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ସ୍ଥଗିତ ହେଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଆସନ୍ତା ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥାନ୍ତେ ଶାହ। ଯାହା ବର୍ତ୍ତମାନ ସ୍ଥଗିତ…

ପାକିସ୍ତାନ୍ ଟାର୍ଗେଟରେ ଓଡ଼ିଶା ! ହ୍ୟାକ କଲା ଏହି ଓ୍ବେବସାଇଟ..

ଭୁବନେଶ୍ବର: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଇବର ଅପରାଧୀଙ୍କ ଦ୍ୱାରା ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବସାଇଟ ହ୍ୟାକ ହୋଇଥିବା ସୂଚନା ମିଳିଛି । ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଓ୍ବେବସାଇଟଗୁଡ଼ିକୁ ଟାର୍ଗେଟ କରାଯାଇଛି ।…

ଲିଭ୍-ଇନ୍-ରିଲେସନସିପ୍‌ରେ ଥିଲେ କରିପାରିବେନି ଦୁଷ୍କର୍ମ ଅଭିଯୋଗ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି ଦୁଇଜଣ ପ୍ରାପ୍ତବୟସ୍କ ମହିଳା ଓ ପୁରୁଷ ଦୀର୍ଘ ସମୟ ପାଇଁ ଲିଭ-ଇନ୍ ଦମ୍ପତି ଭାବରେ ଏକାଠି ରୁହନ୍ତି, ତେବେ ମହିଳା କରିପାରିବେନି ଦୁଷ୍କର୍ମ ଅଭିଯୋଗ। ଏଭଳି ଅଭିଯୋଗ ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ବିବାହର ପ୍ରତିଶ୍ରୁତିରେ ସମ୍ପର୍କ ଆରମ୍ଭ…

ଉତ୍ତରକାଶୀରେ ଭୟଙ୍କର ହେଲିପକ୍ଟର ଦୁର୍ଘଟଣା, ୬ ଯାତ୍ରୀ ମୃତ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଆଜି ସକାଳେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି, ଏବଂ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଏମ୍ସ ଋଷିକେଶକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ସୂଚନା…

ଚେତିନି ପାକିସ୍ତାନ, ସାବାଡ୍ କରିବ ଭାରତ: ପୁଣି ମୋଦିଙ୍କୁ ଭେଟିଲେ ଡୋଭାଲ…

ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକ୍ ପରେ ବି ଚେତିନି ପାକିସ୍ତାନ। ବାରମ୍ବାର ଲାଇନ ଅଫ କଣ୍ଟ୍ରୋଲ ଉଲ୍ଲଂଘନ କରି ବାନର୍ତ ଜାରି ରଖିଛି। ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ। ଅପରେସନ ସିନ୍ଦୂର ପରେ କଶ୍ମୀର ପୁଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳ ଲଗାତାର ଗୁଳିବର୍ଷା ଜାରି ରଖିଛି। ସେନା ବି ଲଗାତାର ଏହାର…

ହିନ୍ଦୁ ଧର୍ମରୁ କିଏ କାହାକୁ ବାହାର କରିଦେଇ ପାରିବ କି ? ଏହାକୁ ନେଇ ଭାରତରେ କଣ ରହିଛି ନିୟମ

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ଶଙ୍କରାଚାର୍ଯ୍ୟଙ୍କୁ ସର୍ବୋଚ୍ଚ ଧର୍ମଗୁରୁ ଭାବେ ଗ୍ରହଣ କରାଯାଏ, ଯାହାଙ୍କ କଥା ସନ୍ତ ସମାଜ ଓ ଧର୍ମାନୁଷ୍ଠାୟୀମାନେ ଅନୁସରଣ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ…

ରାଜ୍ୟକୁ ପୁଣି ଫେରୁଛି ତାତି, ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: କାଳବୈଶାଖୀ ଯୋଗୁ କିଛି ଦିନର ଆଶ୍ବସ୍ତି ପରେ ଏବେ ରାଜ୍ୟକୁ ଧିରେ ଧିରେ ତାତି ଫେରୁଛି । ଆଜିଠୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହା ଫଲେ ଭୀଷଣ ତାତି ଓ ଗୁଳୁଗୁଳି ଅନୁଭୁତ ହେବ । ଏହା ସହ ଝାଞ୍ଜି ପବନ ମଧ୍ୟ ବହିବା…

ସେନାର ଶତ ପ୍ରତିଶତ ସଠିକ୍ ନିଶାନା: ବାଛି ବାଛି କରିଥିଲା ମିସାଇଲ ମାଡ଼

ନୂଆଦିଲ୍ଲୀ: ନା ଟିକେ ଏପଟେ, ନା ଟିକେ ସେପଟେ, ବାଛି ବାଛି ଟାର୍ଗେଟ ସ୍ଥାନକୁ ହିଁ ଧ୍ବଂସ କରିଛି ଭାରତୀୟ ସେନା। ଲକ୍ଷ୍ୟ ପୁରା ଶତ ପ୍ରତିଶତ ସଠିକ୍। ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନ ଛାତିରେ ହାଲ୍ଲାବୋଲ୍ କରିବା ପରେ, ଏବେ…