ଅପରେସନ ସିନ୍ଦୂର ଓ ହନୁମାନଙ୍କ ସହ କ’ଣ କନେକ୍ସନ ? ଜଣାପଡ଼ିଲା ରାଜନାଥ ସିଂହଙ୍କ ଏହି କଥାରୁ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ଓ ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି ଭାରତୀୟ ସେନା। ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନ ଉପରେ ଆହୁରି ଜୋରଦାର ଆକ୍ରମଣ କରାଯିବ ବୋଲି କୁହାଯାଇଛି। ଏହି…