Latest Odisha News

BREAKING NEWS

Yearly Archives

2025

ବିଦ୍ୟୁତ ତାର ନିକଟରେ ଅନଧିକୃତ ନିର୍ମାଣ ଯୋଗୁଁ ୧୨୨୯ ଉପଭୋକ୍ତାଙ୍କୁ ଟିପିଏସ୍ଓଡିଏଲର ନୋଟିସ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଓଭରହେଡ ବିଜୁଳି ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଜଣ ଉପଭୋକ୍ତା ଏବଂ ପ୍ରତିଷ୍ଠାନକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଦ୍ୟୁତ ଭିତ୍ତିଭୂମି ଏବଂ…

ଓଡ଼ିଶାରେ ବାଜିଲା ସାଇରନ୍, ୧୨ ଜିଲ୍ଲାରେ ମକଡ୍ରିଲ୍ 

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏସବୁ ପରିସ୍ଥିତି ମଧ୍ୟରେ ଗୃହ ମନ୍ତ୍ରଣାଳୟ ଦ୍ଵାରା ଦେଶବ୍ୟାପୀ ନାଗରିକ ମାନଙ୍କ ସୁରକ୍ଷା ପାଇଁ ବୁଧବାର ଦିନ ମକ୍…

ପାକିସ୍ତାନ ପୂନର୍ବାର ଭୁଲ କଲେ ୧୦ଗୁଣା ଅଧିକ ହେବ ଭାରତର ଆକ୍ରମଣ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ନିରୀହ ଭାରତୀୟଙ୍କ ଜୀବନ ଯାଇଥିଲା । ଏବେ ଏହାର କଡା ଜବାବ ଭାରତୀୟ ସେନା ଦେଇଛନ୍ତି । ଅପରେଶନ ସିନ୍ଦୂରରେ ପିଓକେ ମଧ୍ୟରେ ପ୍ରବେଶ କରି ଭାରତୀୟ ସେନା ଅନେକ ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଛି । ଏହି ରାତିଅଧିଆ ମିଶନରେ ପିଓକେରେ ଥିବା…

କେମିତି ଥିଲା ‘ଅପରେସନ ସିନ୍ଦୂର’, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ୨୬ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିଲା। ସେହି ଆକ୍ରମଣରେ ଧର୍ମ ପଚାରି ହତ୍ୟା କରାଯାଇଥିଲା ଯାହାର ଫଳସ୍ଵରୁପ ଅନେକ ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ଲିଭି ଯାଇଥିଲା। ଯାହା ପରେ ଭାରତ ପାକିସ୍ତାନ ବିରୋଧରେ କଡା…

ସେନାଙ୍କ ପାଇଁ ୭୦ କିଲୋ ଚାଉଳ ନେଇ ଡିଏମ୍ ଅଫିସରେ ପହଞ୍ଚିଲେ ଚାଷୀ; ତାଙ୍କର ଦେଶପ୍ରୀତି ଶୁଣିଲେ କରିବେ ସଲାମ..

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ମିଶାଇଲ ଆଟାକ କରିଛି ଭାରତ। ଏହି ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦିଆଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ହୋଇଛି ଅପରେସନ ସିନ୍ଦୂର । ଯାହାକୁ ନେଇ ସାରା ଦେଶ ଗର୍ବିତ । ଏଥିମଧ୍ୟରେ ପୂର୍ବତନ…

ରାଜ୍ୟ ସରକାର ୩ ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ଯୋଗ ଦେଇ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିବା ସହିତ କଲେଜ୍‌ରେ ଏକ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ…

ଅପରେଶନ ସିନ୍ଦୁର: ପ୍ରଭାବିତ ହେବ ଆଇପିଏଲର କେତେକ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ ସେନା ପିଓକେର ୯ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରଛି । ଏହା ପରେ ଉଭୟ ଦେଶ ମଧ୍ୟରେ ଉତେଜନା ଚରମ ସୀମାରେ ପଂହଚିଛି । ଏହାର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିଛି । ଧର୍ମଶାଳରେ ମେ ୧୧ରେ ମୁମ୍ବାଇ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ମୁମ୍ବାଇ…

‘ଆମେ ହନୁମାନଜୀଙ୍କ ଆଦର୍ଶକୁ ଅନୁସରଣ କରିଲୁ’ ଅପରେସନ ସିନ୍ଦୂରକୁ ନେଇ କାହିଁକି ଏପରି କହିଲେ ରାଜନାଥ…

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ହୋଇଥିବା ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୟାନ ଆସିଛି। ସେ କହିଛନ୍ତି ଯେ, ଆମେ କେବଳ ସେମାନଙ୍କୁ ହତ୍ୟା କରିଛୁ ଯେଉଁମାନେ ଆମର ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରିଥିଲେ। ବିଆରଓ…

ଭାରତ ଉପରେ ପ୍ରତି ଆକ୍ରମଣ କରିପାରେ ପାକ୍, ଏଭଳି ନିର୍ଦ୍ଦେଶ ଦେଲେ ଶହବାଜ୍ ଶରିଫ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା। ଯାହାପରେ ବୁଧବାର  ପାକିସ୍ତାନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଆଲୋଚନା…

ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା

ଭୁବନେଶ୍ୱର: ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପାଇଁ 'ଧାମ' ଟ୍ୟାଗ୍ ବ୍ୟବହାରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ବୁଧବାର ଇସ୍କନର ହସ୍ତକ୍ଷେପ ଲୋଡ଼ିଛନ୍ତି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି…