ସ୍କଲପ୍, ହାମର, ରାଫେଲ୍…କାହିଁକି ପାକ୍ ବିରୁଦ୍ଧରେ ଏହି ସବୁ ଅସ୍ତ୍ର ବ୍ୟବହାର କଲା ଭାରତ?
ନୂଆଦିଲ୍ଲୀ: ଜବାବ ଦେଇସାରିଛି ଭାରତ। ୧୫ ଦିନର ପ୍ରସ୍ତୁତି ପରେ ପାକିସ୍ତାନ ଉପରେ କରିଛି ବଡ଼ ଆକ୍ରମଣ। ୨୫ ମିନିଟରେ ୯ଟି ଟାର୍ଗେଟ ସ୍ଥାନ ଉପରେ କରିଛି ୨୪ ଆକ୍ରମଣ। ଧୂଳିସାତ କରିଛି ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦ ଗଡ। ଏହି ପ୍ରତିଆକ୍ରମଣରେ ରାଫେଲ୍ ଜେଟ୍ ସହ ସ୍କେଲପ୍…