Latest Odisha News

BREAKING NEWS

Yearly Archives

2025

କାହା ବୟକଟ ଓ ନାଲି ଆଖି ପୁରୀରେ କାମ ଦେବନି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଜୋର ଧରିଛି। ଏ ନେଇ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯିଏ ଯିଏ ବୟକଟ ପୁରୀ କଥା କହିଛନ୍ତି ତା ଦ୍ୱାରା ପୁରୀ ଆଉଥରେ ଫୋକସକୁ ଆସିଛି। ପୁରୀ ପର୍ଯ୍ୟଟନ ଏହା ଦ୍ୱାରା ବିଲକୁଲ ବି…

୧୦ କିମ୍ବା ୧୧ରେ ପାକିସ୍ତାନ ଉପରେ ହମଲା !

ନୂଆଦିଲ୍ଲୀ: କେବେ ଆକ୍ରମଣ କରିବ ଭାରତ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭୟରେ ପାକିସ୍ତାନ । ଭାରତର ଜବାବୀ ଆକ୍ରମଣ ନେଇ ପାକିସ୍ତାନୀ ନେତା, ଡିପ୍ଲୋମାଟ ଓ ପତ୍ରକାର ଭିନ୍ନ ଭିନ୍ନ ତାରିଖ ଦେଉଛନ୍ତି । ଦିଲ୍ଲୀରେ ଉଚ୍ଚାୟୁକ୍ତ ରହିଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବ୍ଦୁଲ ବାସିତ୍…

ସିଭିଲ ଡିଫେନ୍ସ ମକ୍ ଡ୍ରିଲରେ ଏହି ଜିନିଷଗୁଡ଼ିକ ପ୍ରତି ଧ୍ୟାନ ରଖିବେ..

ନୂଆଦିଲ୍ଲୀ:ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ବୁଧବାର ଦେଶର ୨୪୪ଜିଲ୍ଲାରେ ଏକ ମକ୍ ଡ୍ରିଲ୍ କରାଯିବ। ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ମକ୍ ଡ୍ରିଲ୍ ସମୟରେ, ନାଗରିକମାନଙ୍କୁ…

ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ସଦ୍ୟ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଘଟଣା ଏବେ ବିବାଦର ମୋଡ ନେଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ…

ପହଲଗାମ୍ ଆକ୍ରମଣ ପଛରେ ଲସ୍କର, UNରେ କାମ ଦେଲାନି ପାକିସ୍ତାନ ଚାଲ୍ 

ନୂଆଦିଲ୍ଲୀ: ଭାରତ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ହୋଇଥିଲା। କିନ୍ତୁ ସେଠାରେ ବି କାମ ଦେଲାନି ପାକିସ୍ତାନ ଚାଲ୍। ମେ ୫ରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ସଦସ୍ୟ ଦେଶମାନେ ପାକିସ୍ତାନକୁ କଡ଼ା ପ୍ରଶ୍ନ…

ଆସନ୍ତାକାଲି ୪ଟାରେ ବାଜିବ ମକ୍‌ ଡ୍ରିଲ୍‌ ପାଇଁ ସାଇରନ୍‌, ସପ୍ତାହେ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ। ଆସନ୍ତାକାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ। ଉପକୂଳ ଜିଲ୍ଲା ଓ ସହରାଞ୍ଚଳରେ ହେବ ମକଡ୍ରିଲ।…

ପୁରୀରେ ଏନଏସଜି ଟିମ୍‌; ଶ୍ରୀମନ୍ଦିର ସୁରକ୍ଷା ନେଇ ଏସପିଙ୍କ ସହ ଆଲୋଚନା

ପୁରୀ: ପୁରୀରେ ଏନଏସଜି ଟିମ୍ । ପହଲଗାଓଁ ଆକ୍ରମଣ ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲା ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଏହା ପୂର୍ବରୁ ଜିଲ୍ଲା ପୋଲିସ ସହ କଥା ହୋଇଥିବାବେଳେ, ସୁରକ୍ଷା ନେଇ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ…

ପାକିସ୍ତାନକୁ ମାତ ଦେବ ଇଜରାଏଲ ଯୁଦ୍ଧାସ୍ତ୍ର, ଛାନିଆରେ ଚୀନକୁ ସାହାଯ୍ୟ ମାଗୁଛି ପାକ

ନୂଆଦିଲ୍ଲୀ: ଇଜରାଏଲ ଓ ଫିଲିସ୍ତିନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ନିଜକୁ ନିରପେକ୍ଷ ରଖିଥିଲେ ମଧ୍ୟ, ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ବେଳେ ଇଜରାଏଲ ସର୍ବଦା ଭାରତକୁ ଖୋଲାଖୋଲି ସମର୍ଥନ କରିଆସିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ୧୯୭୧ ମସିହାରେ ଭାରତ ଓ…

ଓଡ଼ିଶାରେ ବାଜିବ ଯୁଦ୍ଧ ସାଇରନ, ଜାଣନ୍ତୁ ଏହି ସମୟରେ କ’ଣ କରିବେ ଆପଣ

ଭୁବନେଶ୍ୱର: ଓଡ଼ିଶାରେ ବି ବାଜିବ ଯୁଦ୍ଧ ସାଇରନ। ପହଲଗାମ ଆକ୍ରମଣ ପରେ ଭାରତ ଏବେ କଡ଼ ଆଭିମୁଖ୍ୟ ଗ୍ରହଣ କରୁଛି। ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନକୁ ପାନେ ଦେବାକୁ ଭାରତ ସବୁ ଦିଗରୁ ଘେରୁଛି। ଏହିକ୍ରମରେ ଯୁଦ୍ଧ ବେଳେ କେମିତି ସାଧାରଣ ଲୋକ ପ୍ରସ୍ତୁତ ରହିବେ, ଏନେଇ ଭାରତ ସରକାର…

ହଠାତ୍ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ!୩ ଘଣ୍ଟା ପରେ ଆହତ ଅବସ୍ଥାରେ ଉଦ୍ଧାର

ଜବଲପୁର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନ୍‌ରୁ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ଶନିବାର ରାତିରେ ଘଟିଥିଲା। ରବିବାର ସକାଳେ ସେ ଦମୋହରେ ତାଙ୍କ ସ୍ଥାନରେ ନଥିଲେ। ଏହା ଦେଖି ରେଳବାଇ ପକ୍ଷରୁ ତୁରନ୍ତ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ୩…