୬ ମାସ ପରେ ଖୋଲିଲା ବଦ୍ରିନାଥ ଧାମ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
ନୂଆଦିଲ୍ଲୀ: ଭକ୍ତମାନଙ୍କ ପାଇଁ ଦୀର୍ଘ ୬ ମାସ ପରେ ବଦ୍ରିନାଥ ଧାମର ଦ୍ୱାର ଖୋଲିଛି। ସାରାଦେଶରୁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଏଥିପାଇଁ ଖୁବ ସୁନ୍ଦର ଭାବେ ବଦ୍ରିନାଥ ଧାମକୁ ଫୁଲରେ ସଜା ଯାଇଥିଲା। ମନ୍ଦିର ଉପରେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଫୁଲ…