Latest Odisha News

BREAKING NEWS

Yearly Archives

2025

ଖାନ୍‌ନଗର ବ୍ରିଜ ଅଘଟଣ: ୧୫ ଦିନ ଭିତରେ ରିପୋର୍ଟ ଦେବ ୩ ଜଣିଆ କମିଟି

କଟକ: ଖାନ୍‌ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଗତକାଲି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଘଟଣାରେ ୩ ଜଣିଆ…

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି: ପାକ୍ ରାଷ୍ଟ୍ରଦୂତଙ୍କ ପରମାଣୁ ଧମକ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ରୁଷିଆରେ ନିଯୁକ୍ତ ପାକିସ୍ତାନ ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜାମାଲି ରୁଷିଆର ଆରଟି ଚ୍ୟାନେଲକୁ ଦେଇଥିବା ଏକ…

ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ଘୋଷଣା, ଓଡ଼ିଶା ସରକାରଙ୍କ ଆପତ୍ତିକୁ ସମର୍ଥନ କଲା ବେଙ୍ଗଲ ବିଜେପି

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ନିର୍ମିତ ନୂଆ ଜଗନ୍ନାଥ ମନ୍ଦିର, ଯାହାକୁ ଆନୁଷ୍ଠାନିକ ଭାବେ ‘ଶ୍ରୀ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ନାମେ ଅଭିହିତ କରାଯାଇଛି, ସେହି ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ନେଇ ଓଡ଼ିଶା ସରକାରଙ୍କ ଆପତ୍ତିକୁ…

ପହଲଗାମ ଘଟଣା ପୂର୍ବରୁ ଗୁଇନ୍ଦା କରାଇଥିଲା ସତର୍କ, କିନ୍ତୁ ଟାର୍ଗେଟ ଥିଲା ଏଠି!

ଶ୍ରୀନଗର: ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଆଭାସ ପାଇଥିଲା ଗୁଇନ୍ଦା । କିଛି ଦିନ ପୂର୍ବରୁ ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଶ୍ରୀନଗରର ଉପକଣ୍ଠରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ସତର୍କ କରାଇଥିଲେ। ଅଧିକାରୀଙ୍କ କହିବା…

ପହଲଗାମ ଆତଙ୍କବାଦୀ ଘଟଣା ବେଳେ ସରକାର କାହିଁକି ଜାତିଗତ ଜନଗଣନା ନିଷ୍ପତ୍ତି ନେଲେ?

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଛନ୍ତି । ଯାହା ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏପ୍ରିଲ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅନ ପୋଲିଟିକାଲ ଆଫେୟାର୍ସର ବୈଠକ ପରେ…

ମୋଦିଙ୍କୁ ଭେଟିଲେ ନୌସେନା ମୁଖ୍ୟ, କିଛି ବଡ଼ ଯୋଜନା କରୁଛି କି ଭାରତ?

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି। ତିନି ସେନାମୁଖ୍ୟଙ୍କ ସହ ବୈଠକର ଗୋଟିଏ ଦିନ ପରେ ପୁଣିଥରେ ନୌସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ…

ଆରସିବି ପ୍ରଥମ ଥର ପାଇଁ ସିଏସକେ ବିପକ୍ଷରେ ଡବଲ ବିଜୟୀ ହୋଇ ପ୍ଲେ-ଅଫ ମୁହାଁ

ବେଙ୍ଗାଲୁରୁ: ଆଇପିଏଲ ୨୦୨୫ର ଅନ୍ୟତମ ରୋମାଞ୍ଚକର ତଥା ହାଇସ୍କୋରିଂ ମ୍ୟାଚ ଶନିବାର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ୨ ରନରେ ବିଜୟ ହାସଲ କରି ଆଇପିଏଲ ୨୦୨୫ରେ ପ୍ରଥମ ଥର ପାଇଁ ସିଏସକେ ବିପକ୍ଷରେ ଲିଗ ପର୍ଯ୍ୟାୟରେ ଦୁଇଟି ଯାକ ମ୍ୟାଚ ଜିତିବାରେ ସଫଳ ହୋଇଛି ଆରସିବି। ଏହି ବିଜୟ ସହିତ…

ଆରବ ସାଗରରେ ଭାରତୀୟ ନୌସେନାର ଲାଇଭ୍ ଫାୟାରିଂ ଡ୍ରିଲ୍, ଜାରି ହେଲା ନାଭିଗେସନାଲ୍ ଚେତାବନୀ

ନୂଆଦିଲ୍ଲୀ: ଆରବ ସାଗରରେ ଲାଇଭ୍ ଫାୟାରିଂ ଡ୍ରିଲ୍ ଆରମ୍ଭ କରିଛି ଭାରତୀୟ ନୌସେନା। ମେ ୩ ରୁ ୭ ତାରିଖ ଯାଏ ଏକ ଗୁରୁତ୍ୱପୂର୍ଣ୍ଣ ଲାଇଭ୍ ଫାୟାରିଂ ଡ୍ରିଲ୍ କରିବାକୁ ଯୋଜନା କରିଛି। ଏହି ଅଭ୍ୟାସ ଗୁଜରାଟର ପୋରବନ୍ଦର ଉପକୂଳ ନିକଟରେ ଭାରତର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ମଧ୍ୟରେ…

ଆଇଏମଏଫ ବୋର୍ଡରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳକୁ ୬ ମାସ ପୂର୍ବରୁ କାହିଁକି ଶେଷ କଲେ ସରକାର?

ନୂଆଦିଲ୍ଲୀ: ଭାରତ ସରକାର ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରେ ଭାରତର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏକ୍ସିକ୍ୟୁଟିଭ ଡାଇରେକ୍ଟର) ଭାବେ ଡକ୍ଟର କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ ସେବାକୁ ତୁରନ୍ତ ପ୍ରଭାବରେ ଶେଷ କରିଛନ୍ତି। ଏପ୍ରିଲ ୩୦, ୨୦୨୫ ତାରିଖରେ ଜାରି ହୋଇଥିବା ନିଯୁକ୍ତି…

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା, ଆଜି ୫ ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଟ୍ୱିନ ସିଟିରେ କାଳବୈଶାଖୀ ତାଣ୍ଡବ। ବିଜୁଳି ଘଡଘଡି, ଧୂଳିଝଡ଼ ସହ ପ୍ରବଳ ବର୍ଷା ହୋଇଛି। ୬୦ରୁ ୯୦ କିମି ବେଗରେ ଝଡପବନ। ମୟୂରଭଞ୍ଜ ଉଦଳାରେ ସାଙ୍ଘାତିକ କ୍ଷୟକ୍ଷତି ହୋଇଛି। ଆଜି ୫ ଜିଲ୍ଲାକୁ କାଳବୈଶାଖୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି…