Latest Odisha News

BREAKING NEWS

Yearly Archives

2025

ଲକ୍ଷେ ଛୁଇଁଲା ସୁନା ଦର !

ଭୁବନେଶ୍ୱର: ସୁନା ଏବଂ ରୁପା ଦର ଦିନକୁ ଦିନ ନୂଆ ରେକର୍ଡ ଛୁଇଁବାରେ ଲାଗିଛି। ଦିନକୁ ଦିନ ବଢିଚାଲିଛି ସୁନା ଦର। ଏଣିକି ଲକ୍ଷେ ଛୁଇଁଲା ସୁନା। ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି। ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି। ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର…

ବାଇକ ଧକ୍କା ପରେ ମାଡ଼ିଗଲା ଟ୍ରକ: ୩ ମୃତ, ୩ ଗୁରୁତର

କେନ୍ଦୁଝର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟ ଫ୍ଲାଏ ଓଭରରେ ଏହି ଦୁର୍ଘଟଣା ଘଟିଛି। ୨ଟି ବାଇକ୍ ମୁହାଁମୁହିଁ ଧକ୍କା ପରେ ଏହି ସମୟରେ ଏକ ଅଜଣା ଗାଡି ମାଡିଯାଇଥିଲା। ଏଥିରେ ୩ ଜଣଙ୍କ…

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ

ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡି)ର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି । ଏପ୍ରିଲ ୨୮ ତାରିଖ ଦିନ ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଠିକ୍ ସମୟରେ…

ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅଟକ

ରାୟଗଡା: ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ। ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ କିଛି ବ୍ୟକ୍ତି। ପଦ୍ମପୁର ହାଟପଦା ସାହିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଆଧୁନିକ ସମାଜରେ ଅନ୍ଧବିଶ୍ବାସର ଛିଟା ପଡିଛି। ଗୁଣିଗାରେଡ଼ି ସନ୍ଦେହରେ ଗଲା ଆଉ ଏକ ଜୀବନ। ଏଭଳି ଘଟଣା ଘଟିଛି…

ଓଡ଼ିଶା ଇତିହାସରେ ପ୍ରଥମ, ମୁଖ୍ୟମନ୍ତ୍ରୀ ଶୁଣିଲେ ୨୪୦୦ ଗୁହାରି

ସମ୍ବଲପୁର: ଓଡ଼ିଶା ଇତିହାସରେ ପ୍ରଥମଥର ରାଜଧାନୀ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଛି। ପଶ୍ଚିମ ଓଡିଶାରେ ହୋଇଛି ଜନ ଶୁଣାସି। ସମ୍ବଲପୁରରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଅନ୍‌ଲାଇନ ଓ ଅଫ୍‌ଲାଇନକୁ ମିଶାଇ ପ୍ରାୟ ୨୪୦୦ ଅଭିଯୋଗ ପଞ୍ଜୀକରଣ ସହ ଶୁଣାଣି ହୋଇଛି। ପ୍ରାୟ…

ରାଜ୍ୟରେ ୪୫ ଡିଗ୍ରୀ ଟପିଲା ତାପମାତ୍ରା, ଆଜି ୪ ଜିଲ୍ଲାକୁ ହିଟ୍‌ୱେଭ୍‌ ଆଲର୍ଟ

ଭୁବନେଶ୍ୱର: ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ବର୍ଷୁଛି ନିଆଁ। ୪୫ ଡିଗ୍ରୀ ଡେଇଁଲା ପାରଦ। ଆଜିଠୁ ଗ୍ରୀଷ୍ମ ଲହରୀ ଆରମ୍ଭ। ୨୩ରୁ ସାଂଘାତିକ ହେବ ତାତି। ଝାରସୁଗୁଡ଼ା ତାପମାତ୍ରା ୪୫.୪ ଡିଗ୍ରୀ ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର। ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି। ସେଥିରୁ…

ପିସିଆର୍ ଭ୍ୟାନ ଉପରେ ମାଡିଗଲା ହାଇୱା, ୨ ପୋଲିସ ମୃତ

କଟକ: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା। ପିସିଆର୍ ଭ୍ୟାନ ଉପରେ ଚଢ଼ିଗଲା ହାଇୱା। ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଓ ଅନ୍ୟଜଣେ କନେଷ୍ଟବଳ ଥିବା…

ଶ୍ରୀ ଭାଗବତ ସାର ୧୪: ମଣିଷ ଯଦି ହରିଙ୍କ ପାଖରେ ଭକ୍ତି କରିବା ଶଖିଯିବ ତେବେ ସେ ମଧ୍ୟ ଭକ୍ତ ପ୍ରହ୍ଲାଦ ପାଲଟିଯିବ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଭକ୍ତି ଓ ପ୍ରେମ ପ୍ରଧାନ ଅଟେ। କାରଣ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଭକ୍ତର ଅଧୀନ ଓ ଭକ୍ତ ପ୍ରେମରେ ବନ୍ଧା। ଏଇଠି ମନରେ ପ୍ରଶ୍ନ ଆସେ ଆମ ଭଳି ସାଧାରଣ ମଣିଷଟିଏ କଣ ଭଗବାନଙ୍କ ପ୍ରକୃତ ଭକ୍ତ ହୋଇ ପାରିବା? ଏହି…

ମୁର୍ଶିଦାବାଦ ହିଂସାକାଣ୍ଡ ଘଟଣାରେ ଓଡିଶାର ଲିଙ୍କ୍; ଝାରସୁଗୁଡାରୁ ୨ ଅପରାଧୀ ଗିରଫ, ୬ ଅଟକ

ଝାରସୁଗୁଡ଼ା: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ଓଡିଶାର ଲିଙ୍କ ଥିବା ଅଭିଯୋଗ । ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ କରିବା ସହ ଆଉ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୁର୍ଶିଦାବାଦରେ ଦଙ୍ଗା ପରେ ଝାରସୁଗୁଡ଼ା ଆସି ଆତ୍ମଗୋପନ…

ଫିଲ୍ମ ‘ସ୍ତ୍ରୀ ୨’ ଏବଂ ‘ପୁଷ୍ପା ୨’ ପରେ ୬୦୦ କୋଟି କ୍ଲବରେ ସାମିଲ ହେଲା…

ମୁମ୍ବାଇ: 'ଛାଭା' ପ୍ରଥମେ ୧୪ ଫେବୃଆରୀ ୨୦୨୫ରେ ଦେଶର ସମସ୍ତ ସିନେମା ହଲ୍ ରେ ରିଲିଜ ରିଲିଜ ହୋଇଥିଲା, ଏହାପରେ ୧୧ ଏପ୍ରିଲରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇସାରିଛି । ଏଥିରେ, ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଉତ୍କୃଷ୍ଟ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ ।…