ସାରଥୀଙ୍କ ପୂଜା ବେଳେ ଅଣ୍ଡାମାଡ଼, ବନ୍ଦ ହେଲା ବାବାଙ୍କ ପୂଜା
ଭୁବନେଶ୍ୱର: ସାରଥୀଙ୍କ ପୂଜାକୁ ତୀବ୍ର ବିରୋଧ । ସାରଥିଙ୍କ ପୂଜା ଓ ସତସଙ୍ଗ ଚାଲିଥିବା ବେଳେ ହେଲା ଅଣ୍ଡାମାଡ଼ । ଅଧାରୁ ବନ୍ଦ ରହିଲା ପୂଜା। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ତିନି ନମ୍ବର ୱାର୍ଡର ତ୍ରିଲୋଚନ ପାତ୍ରଙ୍କ ଘରେ ସାରଥିଙ୍କ ଫଟୋ ରଖି ପୂଜା କରାଯାଉଥିଲା । ସାରଥୀଙ୍କ…