Latest Odisha News

BREAKING NEWS

Yearly Archives

2025

ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ

ଭୁବନେଶ୍ଵର: ରାଜ୍ୟରେ ଭତ୍ତା ଅପେକ୍ଷାରେ ଅଛନ୍ତି ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ । ଗୃହରେ ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ୪,୬୪,୮୪୯ ଜଣ ଆବେଦନକାରୀ । ସେହିପରି…

ବିଶ୍ବବିଦ୍ୟାଳୟରେ ଖାଲିପଡିଛି ୧୩୫୩ଟି ଶିକ୍ଷକ ପଦବୀ

ଭୁବନେଶ୍ବର: ରାଜ୍ୟରେ ସରକାରୀ ପରିଚାଳିତ ବିଶ୍ବବିଦ୍ୟାଳୟରେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲିପଡିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  । ସରକାରୀ ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୩୫୩ଟି ଶିକ୍ଷକ ଏବଂ ୨୦୮୧ଟି ଅଣଶିକ୍ଷକ ପଦବୀ ଖାଲି…

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଭୁବନେଶ୍ବର: ଓଡିଶାର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଛନ୍ତି । କେନ୍ଦ୍ରସରକାରଙ୍କ ମଞ୍ଜୁରୀ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ…

ଶାସକ ଦଳକୁ ଅରୁଣଙ୍କ ନିଶାନା: ‘କାହିଁକି ଚାଲୁନି ବିରୋଧୀଙ୍କ ଭିଜୁଆଲ?’

ଭୁବନେଶ୍ବର: ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ଉପସ୍ଥାପନା ରହିଥିବା ବେଳେ କାହିଁକି କେବଳ ଶାସକ ଦଳର ଭିଡିଓ ପ୍ରସାରିତ ହେଉଛି, ସେନେଇ ଶାସକଙ୍କୁ ପ୍ରଶ୍ନ କରି କଡା ନିଶାନା ସାଧିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏମିତି ସରକାର ବିଧାନସଭାରେ କି କାମ ଚାଲିଛି ଯେ, ଏହାର…

ଫିଲ୍ମ ‘ଛାବା’ ପାଇଁ ଦଙ୍ଗା, କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୌଲାନା

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ 'ଛାବା' । ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗିବାରେ ଲାଗିଛି ଛାବା । ଯେତେ ରେକର୍ଡ ଭାଙ୍ଗୁଛି ଫିଲ୍ମକୁ ନେଇ ବିବାଦ ମଧ୍ୟ ସେତେ ବଢୁଛି । ଫିଲ୍ମ ଛାବାର ପିଛା ଛାଡୁନି ବିବାଦ । ଏବେ ପୁଣି ଫିଲ୍ମକୁ ନେଇ…

ମୁସଲମାନଙ୍କ ପାଇଁ କୋଟା ଆଣିଲେ କର୍ଣ୍ଣାଟକ ସରକାର: ବିଜେପି କହିଲା, ‘ଅସାମ୍ବିଧାନିକ’

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ମୁସଲମାନଙ୍କ ପାଇଁ ସଂରକ୍ଷଣ ବିଲ୍ ପାସ୍ କରାଇଛନ୍ତି ରାଜ୍ୟ କଂଗ୍ରେସ ସରକାର । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ବାଦ୍ ବି ଆଜି କର୍ଣ୍ଣାଟକ ସରକାର ମୁସଲିମମାନଙ୍କୁ ଦେଇଥିବା ପ୍ରତିଶ୍ରୁତିରେ ଦତାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ୪ ପ୍ରତିଶତ…

ବାର୍‌ ଡ୍ୟାନ୍ସ କଟକଣା ମାମଲା: ଅଦାଲତରେ ଜବାବ ରଖିଲେନି ସରକାର

କଟକ: ଓଡ଼ିଶା ଅବକାରୀ ଆଇନ-୨୦୨୪ ଆଧାରରେ ଭୁବନେଶ୍ୱରର ବିଭିନ୍ନ ଠିପିଖୋଲା ବାର୍ ଡ୍ୟାନ୍ସରେ ଲଗାଯାଇଥିବା କଟକଣାକୁ ବିରୋଧ କରି ରୁଜୁ ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କଲେ ନାହିଁ। ଗୁରୁବାର ସଂଧ୍ୟା ସୁଦ୍ଧା ଜବାବ ଦାଖଲ ହୋଇଯିବ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏହି ଜବାବ…

ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ମାରାଥନ ରେଡ୍‌

ଅନୁଗୁଳ: ଅନୁଗୁଳରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଚାଲିଛି ଆୟକର ବିଭାଗର ମାରାଥନ ରେଡ୍‌ । ଦ୍ୱିତୀୟ ଦିନରେ ୧୫ଟି ସ୍ଥାନରେ ଚାଲିଛି ଆୟକର ଚଢ଼ାଉ । ଗୋଟିଏ ସ୍ଥାନରୁ ୭ କୋଟିର ନଗଦ ଟଙ୍କା ଜବତ ହୋଇଥିବା ବେଳେ ପୁରୀରୁ ଦୁଇ ଓ ଅନଗୁଳରୁ ଗୋଟିଏ ହୋଟେଲ୍ ଠାବ କରିଛି ଆୟକର ବିଭାଗ ।…

ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାରେ ଖୋଲିବ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍‍ସ

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାରେ ଖୋଲିବ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍‍ସ। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ବିଭିନ୍ନ…

୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି

ଯାଜପୁର: ନାରୀ ନିର୍ଯାତନାକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ବିଧାନସଭାକୁ ଘେରାଉ କରାଯିବ। ନାରୀ ନିର୍ଯାତନା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ। ଏଭଳି କିଛି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ…