Latest Odisha News

BREAKING NEWS

Yearly Archives

2025

ରିମାଣ୍ଡରେ ଯିବେ ରାଜା ଚକ୍ର, କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ

ଭୁବନେଶ୍ୱର: ରିମାଣ୍ଡରେ ଯିବେ ରାଜା ଚକ୍ର। ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍‌ରେ ଅଛନ୍ତି ବିଜେଡି ନେତା ରାଜା। ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ। ଗନ୍ଧମାର୍ଦ୍ଦନ…

ପିଇବା ପାଣି ପ୍ରକଳ୍ପରେ ବିଳମ୍ବ ହେଲେ ଏଫଆଇଆର

ଭୁବନେଶ୍ବର: ପିଇବା ପାଣି ପ୍ରକଳ୍ପରେ ଡେରି ହେଲେ ସିଧା ମାମଲା ରୁଜୁ ହେବ । ଠିକା କମ୍ପାନୀକୁ ବି ବ୍ଲାକ୍ ଲିଷ୍ଟେଡ୍ କରାଯିବ । ଆଜି ପାନୀୟ ଜଳ ପ୍ରକଳ୍ପ ନେଇ ଗୃହରେ କିଛି ଏପରି କଡା ଚେତାବନୀ ଦେଇଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ତେବେ ଯେତେବେଳେ ବିଜେଡି ବିଧାୟକ ରମେଶ ବେହେରା…

ଏହି ଜିଲ୍ଲାରେ ସାଢେ ୧୧ରୁ ୩୬ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ଜଳୁଛି ସାରା ଓଡିଶା। ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ରାଜ୍ୟର ଅଧିକାଂଶ ଅଞ୍ଚଳ ଡହଡହ ଖରାରେ ସିଝୁଛି। ଆଜି ସାଢେ ସମ୍ବଲପୁରରେ ୧୧ରୁ ୩୬ ଡିଗ୍ରୀ ଟପିଲାଣି ପାରଦ। ସମ୍ବଲପୁରରେ ତାପମାତ୍ରା ୩୬.୮, ହୀରାକୁଦ ୩୬, ଝାରସୁଗୁଡା…

ଆଇପିଏଲ ୨୦୨୫: ଏଥର ବୋଲରଙ୍କ ଭରୋଷାରେ ଏହି ଟିମ

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୫ । ସମସ୍ତ ୧୦ଟି ଯାକ ଟିମ କ୍ରିକେଟର ଏହି ରୋମାଂଚକ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । କୋଚ ଗୌତମ ଗମ୍ଭୀର ଇମ୍ପାକ୍ଟ ପ୍ଲେୟାର ନିୟମକୁ ଭଲ ଭାବେ ବ୍ୟବହାର କରି ଗତ ସଂସ୍କରଣରେ କେକେଆରକୁ ଚାମ୍ପିୟନ କରାଇଥିଲେ । ଗମ୍ଭୀର…

ମାସିକ ଋତୁସ୍ରାବ ସମୟରେ ମହାକାଶରେ କିପରି ପରିଚାଳନା କରନ୍ତି ମହିଳା ମହାକାଶଚାରୀ? ଜାଣନ୍ତୁ…

ନୂଆଦିଲ୍ଲୀ: ମହାକାଶଚାରୀ ସୁନିତା ୱିଲିୟମ୍ସ ଆଜି ବୁଚ୍ ୱିଲମୋରଙ୍କ ସହ ପୃଥିବୀକୁ ଫେରିବେ । ସେ ୯ ମାସ ୧୩ ଦିନ ପାଇଁ ମହାକାଶରେ ରହିଥିଲେ । ଅବେଲେଣ୍ଟିନା ତେରେସକୋଭା ମହାକାଶକୁ ଯାଇଥିବା ପ୍ରଥମ ମହିଳା ଥିଲେ । ସେ ୧୯୬୩ ମସିହାରେ ତାଙ୍କର ପ୍ରଥମ ମିଶନରେ ମହାକାଶକୁ ଯାଇଥିଲେ । ସେବେଠାରୁ,…

ତ୍ରିଶୁଳିଆ ନୁହେଁ, କଟକ ଯାଏଁ ଗଡିବ ମେଟ୍ରୋ

ଭୁବନେଶ୍ବର: ଲୋକେ ତ୍ରିଶୁଳିଆ ଯାଇ କ’ଣ କରିବେ, କଟକ ସହ ସଂଯୋଗ ହେବା ଆବଶ୍ୟକ । ମେଟ୍ରୋ ପ୍ରକଳ୍ପ ନେଇ ଆଜି କିଛି ଏପରି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏଥିସହିତ ଏବେ ତ୍ରିଶୁଳିଆ ଯାଏଁ ନୁହଁ, ସିଧା କଟକକୁ ମେଟ୍ରୋ ଯୋଡିହେବ ବୋଲି କହିଛନ୍ତି ମନ୍ତ୍ରୀ ।…

ରେକର୍ଡ ଭାଙ୍ଗିଲା ସୁନା ଦର: ଟପିଯିବ ଲକ୍ଷେ!

ଭୁବନେଶ୍ୱର: ଆକାଶ ଛୁଆଁ ସୁନା ଦର। ଗତ କିଛି ଦିନ ମଧ୍ୟରେ ସୁନା ଦାମ୍‌ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି। ମାର୍ଚ୍ଚ ୧୮ ଅର୍ଥାତ୍‌ ମଙ୍ଗଳବାର ସୁନା ଦାମ୍‌ ୯୦ ହଜାର ହୋଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି। ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା। ଅର୍ଥାତ୍‌…

ଆଇଏଏସ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ପୁଣି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଦୁଇଜଣ ଅଧିକାରୀଙ୍କୁ ବଦଳି କରି ଆଇଏଏସ୍ କ୍ୟାଡରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପକ୍ରକାଶ ପାଇଛି । ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ କେ.…

ବିସିସିଆଇ ଡକାଇଲା ଆଇପିଏଲର ଏହି ୧୦ ଖେଳାଳିଙ୍କୁ

ମୁମ୍ବାଇ: ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୧୦ଟି ଯାକ ଟିମର ଅଧିନାୟକଙ୍କୁ ଡକାଇଛି । ବିସିସିଆଇ ନୂତନ ନିୟମ ସମ୍ପର୍କରେ ଅବଗତ କରାଇବା ସହ ପ୍ରି ସିଜନ ଇଭେଂଟ ପାଇଁ ଅଧିନାୟକଙ୍କ ଫଟୋଶୁଟ ମଧ୍ୟ କରାଯିବ । ମାର୍ଚ୍ଚ ୨୦ରେ ବିସିସିଆଇ ଅଫିସରେ ଏହା ଆୟୋଜିତ…

ଯୁଦ୍ଧବିରତିକୁ ବି ଖାତିର ନାହିଁ: ଇସ୍ରାଏଲୀ ସେନାଙ୍କ ବୋମାମାଡରେ ପୁଣି ଗଲା ୨୦୦ରୁ ଅଧିକ ଜୀବନ

ନୂଆଦିଲ୍ଲୀ: ବିଶ୍ବରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଗୋଟେ ପଟେ ରୁଷ-ୟୁକ୍ରେନ, ଆଉ ଗୋଟେ ପଟେ ଇସ୍ରାଏଲ-ପାଲେଷ୍ଟାଇନ । ରୁଷ ୟୁକ୍ରେନ ଓ୍ବାର ନେଇ ଆମେରିକା ରାଷ୍ଟ୍ରପତିଙ୍କ ସମେତ ଅନେକ ରାଷ୍ଟ୍ର ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏବେ ଚିନ୍ତା ବଢାଇଲାଣି…