Latest Odisha News

BREAKING NEWS

Yearly Archives

2025

ରାଜ୍ୟରେ ଆରମ୍ଭ ହେବ ଜନ ପୋଷଣ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଜନ ପୋଷଣ କେନ୍ଦ୍ର। ଏନେଇ ସବସିଡି ହାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଗୁଜରାଟ ଏବଂ ଦିଲ୍ଲୀର ସଫଳ ମଡେଲ ପରି ଜନ ପୋଷଣ କେନ୍ଦ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଜନ ପୋଷଣ କେନ୍ଦ୍ରଗୁଡ଼ିକର ପ୍ରାଥମିକ ଲକ୍ଷ୍ୟ ହେଉଛି…

ଭାଇରାଲ ହେଉଛି ସିଦ୍ଧୁ ମୁସେୱାଲାଙ୍କ କୁନି ଭାଇର ଫଟୋ..

ଚଣ୍ଡିଗଡ: ପଞ୍ଜାବୀ ସଂଗୀତ ଦୁନିଆର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦୁନିଆ ଛାଡିବାର ଦୁଇ ବର୍ଷରୁ ଅଧିକ ସମୟ ବିତିଲାଣି। ଆଜିବି ସେ ତାଙ୍କ ପ୍ରଶଂସକମାନଙ୍କ ମନରେ ଜିବୀତ ରହିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ସାନ ଭାଇ ଶୁଭଦୀପ ସିଂହଙ୍କ ହୋଲି ଫଟୋ  ଭାଇରାଲ…

କଲୋଷ୍ଟ୍ରଲ କମ୍ କରିବ ଏହି ଫଳ! ଜାଣିଲେ କାଲିଠୁ ଖାଇବେ

ପ୍ରତିବର୍ଷ ଭାରତରେ ବହୁ ସଂଖ୍ୟକ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି, ତେଣୁ ଆମେ ସମସ୍ତେ ଏହି ମାରାତ୍ମକ ରୋଗ ବିଷୟରେ ସର୍ବଦା ସତର୍କ ରହିବା ଉଚିତ।ଆମ ଦେଶରେ, ଲୋକମାନେ ପ୍ରାୟତଃ ତେଲଯୁକ୍ତ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତି, ଯାହା ଯଦିଓ ସ୍ୱାଦିଷ୍ଟ ହୋଇପାରେ କିନ୍ତୁ ହାର୍ଟ ପାଇଁ ବହୁତ…

ବ୍ୟାଙ୍କ ମାଟି ବିକୁଛି ଚୀନ, ସର୍ବାଧିକ ମୂଲ୍ଯ ୧୦ ହଜାର…

ବେଜିଂ: ଚୀନର ଅନଲାଇନ୍ ଦୋକାନଗୁଡ଼ିକରେ ବ୍ୟାଙ୍କର ମାଟି ବିକ୍ରୀ କରାଯାଉଛି। କାରଣ ଏହା ଧନ ଏବଂ ସୌଭାଗ୍ୟ ଆଣିପାରେ ବୋଲି ଦାବି କରାଯାଉଛି। ଏହାର ମୂଲ୍ୟ ପ୍ରତି ସେୟାର ୮୮୮ ୟୁଆନ। ଭାରତୀୟ ମୁଦ୍ରାରେ ଯାହାର ଦାମ ରହିଛି ୧୦ ହଜାର ଟଙ୍କା। ଏହି ଉତ୍ପାଦ ଗୁଡିକ ବ୍ୟାଙ୍କ ଲବିରେ ଥିବା…

ଜନ୍ମ ପୂର୍ବରୁ କିପରି ନିଶ୍ଚିତ ହୋଇଥାଏ ଶିଶୁର ରଙ୍ଗ? କଣ କହୁଛନ୍ତି ଏକ୍ସପର୍ଟ…

ନୂଆଦିଲ୍ଲୀ: ପ୍ରତ୍ୟେକ ଗର୍ଭବତୀ ମହିଳା ଚାହାଁନ୍ତି ଯେ ତାଙ୍କ ପିଲା ସୁସ୍ଥ ଏବଂ ସୁନ୍ଦର ହେଉ । ଆମେ ପିଲାଦିନରୁ ଶୁଣି ଆସିଛୁ ଯେ ଗର୍ଭବତୀ ମହିଳାଙ୍କ ଖାଦ୍ୟ ଅଭ୍ୟାସ ପିଲାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ । ଏହା ମଧ୍ୟ କୁହାଯାଏ ଯେ ଗୋରା ରଙ୍ଗ ପାଇଁ, ଗର୍ଭବତୀ ମହିଳାଙ୍କ ପାଇଁ ନଡ଼ିଆ…

ରୋହିତଙ୍କୁ ଆଇପିଏଲରେ ନାକେଦମ କରନ୍ତି ଏହି ବୋଲର

ମୁମ୍ବାଇ: ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ପାଇଁ ରୋହିତ ଶର୍ମା ପ୍ରଶଂସକଙ୍କ ମହଲରେ ହିଟମ୍ୟାନ ଭାବେ ପରିଚିତ । ଆଇପିଏଲରେ ରୋହିତଙ୍କୁ ବ୍ୟାଟିଂକୁ କିଏ ବା ଭୁଲିପାରିବ । ତେବେ ରୋହିତ ଆଇପିଏଲରେ ଜଣେ ବୋଲର ନାକେଦମ କରିଥାନ୍ତି । ଏହି ବୋଲରଙ୍କ ନାମ ହେଲ ସୁନୀଲ ନାରିନ । ୱେଷ୍ଟଇଣ୍ଡିଜ ଏହି…

ଘୋଷଣା ହେଲା ଓଡିଆ ଫିଲ୍ମ ‘ଚକ୍ରାନ୍ତ’ର ଟାଇଟଲ

ଭୁବନେଶ୍ବର: ଲକ୍ଷେଶ୍ୱର ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଓଡିଆ ଫିଲ୍ମ 'ଚକ୍ରାନ୍ତ' ର ଘୋଷଣା ହେଲା ଟାଇଟଲ । ଫିଲ୍ମ ଟିର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ପିନୁ ନାୟକ ଅଛନ୍ତି । ସୌରଭ ପାଢ଼ୀଙ୍କ ପ୍ରଯୋଜିତ ଫିଲ୍ମର କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଓ ସଂଳାପ ରଚନା କରିଛନ୍ତି…

ଭାଙ୍ଗୁଛି ମାଓ ଗଡ; ଆତ୍ମସମର୍ପଣ କଲେ ୬୪ ଜଣ ମାଓବାଦୀ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଲଗାତାର ମାଓ ଅପରେସନ କାରଣରୁ ଚଳିତ ବର୍ଷ ତେଲେଙ୍ଗାନା ପୋଲିସ ନିକଟରେ ୧୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି । ରବିବାର ମଧ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬୪ ଜଣ…

ମହାକାଶରେ ନାଚିଲେ ସୁନୀତା, ଭିଡିଓ ଦେଖିଲେ ଖୁସି ହୋଇଯିବେ

ନୂଆଦିଲ୍ଲୀ: ଏ ସେହି ସମୟ, ଯାହାକୁ ୯ ମାସ ହେଲା ଅପେକ୍ଷା କରିଥିଲେ ସୁନୀତା ୱିଲିୟମସ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଲା ସ୍ପେଶ ଏକ୍ସର ମହାକାଶ ଯାନ ‘ଡ୍ରାଗନ’ । ଯେଉଁଥିରେ ପୃଥିବୀକୁ ଫେରିବେ ସୁନୀତା ଓ ତାଙ୍କ ସାଥି ମହାଶଚାରୀ ବଚ୍‌ ୱିଲ୍‌ମର । ଗତ ବର୍ଷ ଜୁନ୍‌ ୫ ତାରିଖରୁ…

ଅମିତ ରୋହିଦାସଙ୍କୁ ପ୍ରଗତ ସିଂ ଆୱାର୍ଡ

ଭୁବନେଶ୍ୱର: ଅମିତ ରୋହିଦାସ ୨୦୨୪ ମସିହାର ଡିଫେଣ୍ଡର ଅଫ୍ ଦ ଇୟର ପାଇଁ ପ୍ରତିଷ୍ଠିତ ହକି ଇଣ୍ଡିଆ ପ୍ରଗତ ସିଂହ ପୁରସ୍କାର ଜିତିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ୩୧ ବର୍ଷୀୟ ରୋହିଦାସ ଦୁଇଥର ଅଲିମ୍ପିକ୍…