ପ୍ରବଳ ତାତିରୁ ଆଶ୍ବସ୍ତି, ପ୍ରବଳ ପବନ ସହ ହେଲା ବର୍ଷା
ଭୁବନେଶ୍ୱର: ପ୍ରବଳ ତାତିରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ ଅଂଚଳରେ କାଳବୈଶାଖି ବର୍ଷା ହୋଇଛି । ଆଜି ସନ୍ଧ୍ୟା ସମୟରେ ତରବୋଡ ପଂଚାୟତରେ ଜୋରଦାର ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା । ଗତ ସପ୍ତାହ ଧରି ନୂଆପଡା ଜିଲ୍ଲାରେ ପ୍ରବଳ ଗରମ…