Latest Odisha News

BREAKING NEWS

Yearly Archives

2025

ଆସିଲା ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ, ଚିଲିକା ଡିଭିଜନ୍‌‌ରେ ରହିଛି ସର୍ବାଧିକ

ଭୁବନେଶ୍ୱର: ଆସିଲା ରାଜ୍ୟର ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ। ରାଜ୍ୟରେ ମୋଟ ୭୧୦ ଡଲଫିନ୍‌‌ ରହିଛି ବୋଲି ସୂଚନା ମିଳିଛି। ଏନେଇ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଓଡ଼ିଶାରେ ଡଲ୍‌‌ଫିନ୍‌‌ ଗଣଣା ରିପୋର୍ଟ ଅନୁଯାୟୀ,…

ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଡିଗ୍ରୀ ଟପିବ ତାପମାତ୍ରା

ଭୁବନେଶ୍ୱର: ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୨ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ୪୦ ଡିଗ୍ରୀ ଟପିବ ତାପମାତ୍ରା। ଆସନ୍ତା ଦୁଇ ଦିନ ହୋଇପାରେ…

ଅଭୟାରଣ୍ୟରେ ଅତର୍କିତ ଚଢ଼ାଉ: ୨ ଶିକାରୀ ଗିରଫ

ନୀଳଗିରୀ: କୁଳଡିହା ବନବିଭାଗ ପକ୍ଷରୁ ବାଘମପଡା ଵିଟ ଅଧିନରେ ଥିବା ଅଭୟାରଣ୍ୟରେ ଅତର୍କିତ ଚଢ଼ାଉ କରାଯାଇଛି। ଏହି ଘଟଣାରେ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କଠାରୁ ୪ଟି ବନ୍ଧୁକ ଓ ବନ୍ୟଜନ୍ତୁ ହାଡ଼ ବନବିଭାଗ ଜବତ କରିଛି। ସୂଚନା ଅନୁସାରେ ହାତୀଖୁଲିଆ ନିକଟ ବାଘମପଡା…

କାରରେ ଲାଗିଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

ପାରାଦୀପ: ପାରାଦୀପ ଲକ୍ ଥାନା କାଠଗଡ଼ା ନିକଟରେ ଅଘଟଣ। କାର୍ ସହ ଜଳିଗଲେ ଆରୋହୀ। ଗାଡ଼ି ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର। କାଠଗଡ଼ା ନିକଟରେ ଜଳିଗଲା କାର୍। ହଠାତ୍ କାରଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ…

ପାକିସ୍ତାନ ସେନା ଜୋରଦାର୍ ଅପରେସନ, ୧୦୪ ପଣବନ୍ଦୀ ଉଦ୍ଧାର, ୧୬ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପାକିସ୍ତାନୀ ସେନାର ଜୋରଦାର୍ ଅପରେସନ । ଟ୍ରେନ୍ ହାଇଜାକ୍ କରିଥିବା ୧୬ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୦୪ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା ମିଳିଛି । ମୁକୁଳିଥିବା ପଣବନ୍ଦୀଙ୍କ ମଧ୍ୟରୁ ୩୧ଜଣ ମହିଳା ଓ ୧୫ ଜଣ ଶିଶୁ ଅଛନ୍ତି । ରାତି ସାରା ବେଲୁଚି ଲିବରେସନ ଆର୍ମି ସହ…

ରାଉରକେଲାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ

ରାଉରକେଲା: ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ । ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ହୋଇଛି ଏହି ଏନ୍‌କାଉଣ୍ଟର । ଆହତ ଅପରାଧୀକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା…

ଏହି ସବୁ ଖାଦ୍ୟ ହାଡକୁ କରେ ଦୁର୍ବଳ …

ଭୁବନେଶ୍ବର: ହାଡକୁ ମଜବୁତ କରିବା ପାଇଁ ଶରୀରକୁ ଅତ୍ୟନ୍ତ ଜରୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି । ଯଦି ଏହି ଦୁଇଟି ତତ୍ତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ଏଥିସହ ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ…

ଲିଭରକୁ ସୁସ୍ଥ ରଖେ ତାଜା ‘ଆଖୁରସ’

ଭୁବନେଶ୍ବର: ଖରାଦିନ ଆସିଲେ ରାସ୍ତାକଡରେ ଆଖୁରସ ବିକ୍ରି ହେବା ଆରମ୍ଭ ହୋଇଯାଏ । ଜାଣିଛନ୍ତି ଏହି ଆଖୁରସ ଶରୀରକୁ ଥଣ୍ଡା ରଖେ । ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ବଢାଇଥାଏ । ଆଖୁ ରସରେ ଫ୍ୟାଟ୍ ବହୁତ କମ୍ ରହିଥାଏ । କେବଳ ଏତିକି ନୁହେଁ ଆଖୁରସ ପିଇଲେ ଅନେକ ଲାଭ ମିଳିଥାଏ…

ଶୁଭଫଳ ପାଇଁ ଏହି ରଙ୍ଗରେ ହୋଲି ଖେଳନ୍ତୁ..

ଭୁବନେଶ୍ବର:ଖୁବ୍‌ ହର୍ଷ ଉଲ୍ଲାସରେ ପାଳନ କରାଯାଏ ହୋଲି ପର୍ବ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହାଦ୍ବାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଓ ଧନ ପ୍ରାପ୍ତି ମଧ୍ୟ ହୁଏ। ତେବେ ଆସନ୍ତୁ ଜାଣିବା କେଉଁ…

୨୪ ରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁସାରେ ୨୪ ତାରିଖ ଅପରାହ୍ନ ୧ଟା ୩୦ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ପୂର୍ବ ଯୋଜନା ଅନୁସାରେ କଣ୍ଟିଲୋ ନିଳମାଧବଙ୍କୁ ଦର୍ଶନ କରିବେ। ଏ ସମ୍ପର୍କରେ ସୂଚନା…