ଆକ୍ସନ ସିନ୍ ସୁଟ୍ ବେଳେ ଆହତ ହେଲେ ଗୁରୁ ,ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ:ଗାୟକ ଗୁରୁ ରନ୍ଧାୱାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଗାମୀ ଚଳଚ୍ଚିତ୍ର ‘ଶୌନକି ସର୍ଦ୍ଦାର’ ର ସୁଟିଂ ସମୟରେ ଗୁରୁ ରାନ୍ଧୱା ଆହତ ହୋଇଥିଲେ। ଖବର ମୁତାବକ, ଏକ ଆକ୍ସନ୍ ସିନ୍ ପାଇଁ ସୁଟିଂ କରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଖୋଦ୍ ନିଜେ ଗୁରୁ ରନ୍ଧାୱା…