Latest Odisha News

BREAKING NEWS

Yearly Archives

2025

ହେବ ମାନସମନ୍ଥନ, କଂଗ୍ରେସ ନେତାଙ୍କୁ ଭେଟିବେ ରାଜ୍ୟ ପ୍ରଭାରୀ ଅଜୟ ଲଲୁ

ଭୁବନେଶ୍ଵର: କଂଗ୍ରେସର ବରିଷ୍ଠ ନେତାଙ୍କ ସହ ବିଧାୟକଙ୍କୁ ଭେଟିବେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ଅଜୟ ଲଲୁ । ପିସିସି ସଭାପତିଙ୍କ ଉପସ୍ଥିତିରେ ସବୁ ନେତାଙ୍କୁ ଭେଟିବେ ଅଜୟ । ରାଜ୍ୟ କଂଗ୍ରେସର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । କାହିଁକି କଂଗ୍ରେସ କ୍ଷମତାକୁ ଆସୁନି, କ'ଣ କଲେ…

ପୁଣି ବିବାଦରେ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ: ସ୍ତ୍ରୀ କହିଲେ, ସ୍ବାମୀଙ୍କ ପାଖରେ ରହିବାକୁ ମିଳୁନି ଅନୁମତି

ମୁମ୍ବାଇ: ପୁଣି ବିବାଦରେ ବଲିଉଡ୍‌ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ। ସ୍ତ୍ରୀ ଆଣିଥିବା ଅଭିଯୋଗ ଲାଗି ତାଙ୍କୁ ଫ୍ୟାମିଲି କୋର୍ଟରେ ହାଜର ହେବାକୁ ପଡ଼ିଛି। କିନ୍ତୁ କାହିଁକି ସେ ଅଭିଯୋଗ ଆଣିଲେ ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ଦିନ ପ୍ରସିଦ୍ଧ…

ଖୁବଶୀଘ୍ର ମଞ୍ଚସ୍ଥ ହେବ ନାଟକ ‘କାଞ୍ଚି ବିଜୟ କଥା’

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ପ୍ରଡକ୍ସନ୍ ହାଉସ୍, ଅକ୍ଷୟ ପରିଜା ପ୍ରଡକ୍ସନ୍ ପକ୍ଷରୁ ଜୁନ ମାସ ୧୯ ଓ ୨୦ ତାରିଖରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ମହାନ ନାଟକ 'କାଞ୍ଚି ବିଜୟ କଥା' ମଞ୍ଚସ୍ଥ ହେବାକୁ ଯାଉଛି। ଏହି ମନମୋହକ କାହାଣୀ ପୁରୀ ଗଜପତି ମହାରାଜ ଏବଂ କାଞ୍ଚିର ରାଜକୁମାରୀଙ୍କ…

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକକୁ ପଛରୁ ପିଟିଲା କାର୍, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ୱର: ଖୋର୍ଦ୍ଧା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା। କାର୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। ଇନଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍‌ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ…

ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣା: ୫ ସୁପାରୀ କିଲର ଗିରଫ

ଅନୁଗୁଳ: ବନ୍ତଳା ଥାନା କହ୍ନେଇ ନଗରରେ ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣାରେ ୫ ସୁପାରୀ କିଲର ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ରିଭରଭର, ଗୁଳି,ବାଇକ ଓ ଏଟିଏମ କାର୍ଡ ଜବତ କରିଛି ପୋଲିସ। ରାଜକିଶୋର ସାହୁ ସହ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁଗୁଳ ଏସପି ସୂଚନା…

ଏପରି ଜାଣନ୍ତୁ ମସଲା ଅସଲି ନା ନକଲି..

ଭୁବନେଶ୍ବର:ଆମ ରୋଷେଇଘରେ ବିଭିନ୍ନ ପ୍ରକାରର ମସଲା ବ୍ୟବହାର ହୋଇଥାଏ । କିନ୍ତୁ ଆଜିକାଲି ଅପମିଶ୍ରଣ ମସଲାକୁ ନେଇ ଖବର ଆସୁଛି । ଯାହାକୁ ନେଇ ସାଧାରଣ ଲୋକ ଚିନ୍ତାରେ । ତେବେ କିଛି ଉପାୟ ରହିଛି ଯାହାଦ୍ବାରା ଘରକୁ ଯେଉଁ ମସଲା କିଣିକି ଆଣୁଛୁ ତାହା ଅସଲି ନା ନକଲି ଜାଣି ପାରିବେ ।…

ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଓଲଟିଲା ଓଏସଆରଟିସି ବସ୍‌: ୨୦ ଆହତ

ବଣାଇ: ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଓଲଟିଲା ଓଏସଆରସିଟି ବସ୍‌। ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଓଏସଆରଟି ଜଗନ୍ନାଥ ନାମକ ବସଟି ସୁନ୍ଦରଗଡ଼ରୁ ପୁରୀ…

ଅଦରକାରୀ ଜିନିଷ ଏହି ଦିଗରେ ରଖୁଥିଲେ ସାବଧାନ!

ଭୁବନେଶ୍ବର: ବାସ୍ତୁ ଅନୁସାରେ ଘରେ ଜିନିଷ ନରଖିଲେ ରହୁଥିବା ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଘରେ ବାସ୍ତୁ ଦୋଷ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଘରେ କେଉଁ ସ୍ଥାନରେ ରଖିବେ; ଯାହାଦ୍ବାରା ଘରେ ସକରାତ୍ମକ ପ୍ରଭାବ ପଡେ । - ଘରର ଉତ୍ତର-ପୂର୍ବ ଦିଗରେ…

ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ, ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅଦିନିଆ ବର୍ଷା ଲାଗିରହିଛି। ବିଶେଷକରି ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ହେବାରୁ ବ୍ୟାପକ ଫସଲ ନଷ୍ଟ ସହ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ…

ମହିଳାଙ୍କ କୁମ୍ଭ ସ୍ନାନ ଭିଡିଓ ବିକ୍ରି ମାମଲା: ୩ ଗିରଫ

ଅହମଦାବାଦ: ମହିଳାଙ୍କ କୁମ୍ଭ ସ୍ନାନ ଭିଡିଓ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହେଲେ ୩ ଅଭିଯୁକ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ପ୍ରୟାଗରାଜରୁ । ବର୍ତ୍ତମାନ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ ସ୍ନାନ କରିଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିଲେ ଏହି ଅଭିଯୁକ୍ତ ।…