Latest Odisha News

BREAKING NEWS

Yearly Archives

2025

ଚାଞ୍ଚଲ୍ୟକର ବୟାନ ଦେଲେ ମୃତ ଛାତ୍ରୀଙ୍କ ବାପା, କହିଲେ ନେପାଳରୁ ଡାକିଆଣି ଦୁର୍ବ୍ୟବହାର କରୁଛି କଲେଜ୍

ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଚହଳ ପକାଇଛି କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ପରିବାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ଵର ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ଛାତ୍ରୀଙ୍କ ବାପା । ନେପାଳରୁ ଡାକିଆଣି ଛାତ୍ରଛାତ୍ରୀମାନଙ୍କୁ…

କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା: ପହଞ୍ଚିଲେ ପରିବାର ଲୋକେ, ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ

ଭୁବନେଶ୍ଵର: କିଟ୍ କଲେଜରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରବଳ ଉତ୍ତେଜନା । ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ। ଭୁବନେଶ୍ଵର ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ। ଏହାରି ଭିତରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି…

ଲ୍ୟାଣ୍ଡିଂ ବେଳେ ରନ୍‌ୱେରେ ଓଲଟିଲା ଏୟାରଲାଇନ୍ସ ବିମାନ, ଦୁର୍ଘଟଣାରେ ୧୮ ଆହତ

ଟରୋଣ୍ଟୋ: କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ବଡ଼ଧରଣର ଦୁର୍ଘଟଣା। ରନ୍‌ୱେରେ ଓଲଟିଲା ଡେଲ୍ଟା ଏୟାରଲାଇନ୍ସ ବିମାନ। ବିମାନରେ ୭୬ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଟରୋଣ୍ଟୋ ଏୟାରପୋର୍ଟରେ ଡେଲଟା…

ବିଦ୍ୟୁତ ତାରିଫ୍ ଲାଗି ଓଇଆରସି ଶୁଣାଣି

ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ହେବ ବିଦ୍ୟୁତ ତାରିଫ୍। ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିରୂପଣ ନିମନ୍ତେ ଓଇଆରସିରେ ଜନଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆୟୋଗ ପୂର୍ବାହ୍ଣରେ ଓଏଚ୍‌ପିସି ଓ ଅପରାହ୍ଣରେ ଓପିଜିସି ପ୍ରସ୍ତାବ ଉପରେ ଶୁଣାଣି କରିଥିଲେ। ଅଧ୍ୟକ୍ଷ ପଦ…

ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାଶିବରାତ୍ରୀ। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ପାଇଁ ରାତି ୧୦ଟାରେ ଉଠିବ ମହାଦୀପ। ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି। ଏହି ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ମୁତୟନ…

ବାହାଘର ଭୋଜି ଖାଇ ଶତାଧିକ ଅସୁସ୍ଥ

କଟକ: କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ପାଟଣା ସାହିରେ ଏକ ବାହାଘର ଭୋଜିରେ ପ୍ରାୟ ୪ ଶହ ଜଣ ଭୋଜି ଖାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ବୈଦେଶ୍ଵର୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବୈଦେଶ୍ୱର ପାଟଣା ସାହିରେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

ଦେବଗଡ଼: ଥମୁନି ହାତୀ ମୃତ୍ୟୁ। ଦେବଗଡ଼ରେ ପୁଣି ହାତୀ ମୃତ୍ୟୁ ହୋଇଥିବା ସୂଚନା ଆସିଛି। ରିଆମାଳ ରେଂଜ କୁଣ୍ଢେଇଗୋଳା ସେକ୍ସନ୍ ଗରିଆପାଲୀ ଗାଁ ରାସ୍ତାରୁ ହାତୀ ମୃତଦେହ ଠାବ ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଶିକାର ପାଇଁ ବିଛା ଯାଇଥିବା…

ଭିଟାମିନ୍-ଇ କ୍ୟାପସୁଲ ଲଗାଇଲା ବେଳେ କରନ୍ତୁନି ଏହି ଭୁଲ୍!

ଭୁବନେଶ୍ବର: ଚର୍ମ ଏବଂ କେଶ ପାଇଁ ଭିଟାମିନ୍- ଇ କ୍ୟାପସୁଲ ଅତ୍ୟନ୍ତ ଲାଭଦାୟକ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚର୍ମରେ ଚମକ ଆଣିଥାଏ । ଏହା ବ୍ୟତୀତ ଏହା ଆପଣଙ୍କୁ ଚର୍ମ ସମସ୍ୟାରୁ ମଧ୍ୟ ଦୂରେଇ ରଖେ । ଅଧିକାଂଶ ଲୋକ ଏହାକୁ ସ୍କିନରେ ବ୍ୟବହାର କରନ୍ତି । କିନ୍ତୁ ଭିଟାମିନ୍-ଇ କୁ…

ଆଜିଠାରୁ ଯୁକ୍ତ ୨ ବୋର୍ଡ, ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ

ଭୁବନେଶ୍ଵର: ଆଜିଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା। ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ। କଳାରେ ୨,୪୭,୩୯୧ , ବିଜ୍ଞାନରେ ୧,୧୪,୯୮୦, ବାଣିଜ୍ୟରେ ୨୫,୫୨୬ ଏବଂ ଧନ୍ଦାମୂଳକ ବିଷୟରେ ୫୭୨୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୦୫ ହବ୍‌ରେ ମହଜୁଦ ରହିଛି…

ଜ୍ଞାନେଶ କୁମାର ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର(ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବୃଆରୀ ୧୮ ତାରିଖରେ ଶେଷ ହେଉଥିବା ‌ବେଳେ ଫେବୃଆରୀ ୧୭ ତାରିଖରେ ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ ନେବେ। ସେ କେରଳ…