ଅଙ୍ଗନବାଡି କେନ୍ଦ୍ରରେ ଉପମା ବଦଳରେ ଦରକାର ବିରିୟାନୀ, ବାଳକର ଅପିଲ୍ ପରେ ବଦଳିବ ମେନ୍ୟୁ
ଥିରୁଅନନ୍ତପୁରମ: ଅଙ୍ଗନବାଡି କେନ୍ଦ୍ରରେ ମିଳୁଥିବା ଉପମା ବଦଳରେ ବିରିୟାନି ଏବଂ ଚିକେନ୍ ଫ୍ରାଏ ଦରକାର। ଏକ ଶିଶୁ ଏଭଳି ଅପିଲ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଖାସ କଥା ହେଉଛି କେରଳ ସରକାର ମଧ୍ୟ ଏହି ଭିଡିଓରେ ରେସପନ୍ସ କରିଛନ୍ତି। ଏପରିକି ଶିଶୁ ଯତ୍ନ…