Latest Odisha News
Yearly Archives

2025

ମାଓବାଦୀ ସଙ୍ଗଠନରେ ବଡ଼ଧରଣର ଅଦଳବଦଳ, ବଡ଼ ପଦବୀରୁ ହଟିଲା ଟପ୍ ମାଓବାଦୀ ହିଡ଼ମା

ମାଲକାନଗିରି: ମାଓ ସଂଗଠନର ବଡ଼ ଆକ୍ସନ୍। ଟପ୍ ମାଓବାଦୀ ହିଡ଼ମାକୁ ବଡ଼ ପଦବୀରୁ ହଟାଇଲା ମାଓ ସଂଗଠନ। ଛତିଶଗଡ଼ରେ ସୁରକ୍ଷା ବାହିନୀର ଘନଘନ ଆକ୍ରମଣ ପରେ ଦୁର୍ବଳ ହୋଇ ପଡ଼ିଛି ନକ୍ସଲ ସଂଗଠନ। ଟପ୍ ମାଓ ନେତା ଚଲପତି ରାଓଙ୍କ ସମେତ ବହୁ ମାଓବାଦୀ ମୃତାହତ ହେବା ପରେ ରଣନୀତିରେ ପରିବର୍ତ୍ତନ କରିଛି…

ମାସ ଆରମ୍ଭରୁ ଖୁସି ଖବର; ବଜେଟ୍ ପୂର୍ବରୁ କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟ୍ କିଛି ଘଣ୍ଟା ପରେ ଉପସ୍ଥାପନ ହେବ ଏବଂ ଏହାର ଠିକ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ଆଶ୍ୱସ୍ତି ମିଳିଛି। ଏହି ହ୍ରାସିତ ମୂଲ୍ୟ ଶନିବାର ମଧ୍ୟରାତ୍ରିରୁ ଲାଗୁ ହୋଇଛି ଏବଂ ଫେବୃଆରୀ ୧ରୁ ଆପଣ କମ ମୂଲ୍ୟରେ ଗ୍ୟାସ ସିଲିଣ୍ଡର ପାଇପାରିବେ।…

ଠିକା ନିଯୁକ୍ତ ସରକାରୀ କର୍ମଚାରୀଙ୍କର କଟିବ ନାହିଁ ରାସନକାର୍ଡ

ଭୁବନେଶ୍ବର: ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେଉଁ କର୍ମଚାରୀଙ୍କର ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କ ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଠିକା ସରକାରୀ କର୍ମଚାରୀମାନେ…

ଆଜିଠୁ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଉଡ଼ିବ ବିମାନ, କାଲିଠୁ ରାୟପୁରକୁ ଷ୍ଟାର୍ ଏୟାର ଉଡ଼ାଣ

ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଉଡ଼ିବ ବିମାନ। ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୫ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ। ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍ ରେ ଅବତରଣ କରିବ। ଏହି ୩ ଦିନ ସନ୍ଧ୍ୟା ୭ଟା…

ଜିଓ କମ୍ପାନୀ ବନ୍ଦ କଲା ଏହି ୨ଶସ୍ତା ପ୍ଲାନ

ନୂଆଦିଲ୍ଲୀ: ୱେବସାଇଟ୍ ଏବଂ ଆପ୍ ରୁ ୨ଟି ଶସ୍ତା ପ୍ଲାନ ହଟାଇ ଦେଇଛି ଜିଓ କମ୍ପାନୀ । ଜିଓ ୧୮୯ ଏବଂ ୪୭୯ ଟଙ୍କା ପ୍ଲାନ ବନ୍ଦ କରି ଦେଇଛି। ୧୮୯ ଟଙ୍କା ପ୍ଲାନର ମୂଲ୍ୟ ଗତବର୍ଷ ଜୁଲାଇ ପୂର୍ବରୁ ୧୫୫ ଟଙ୍କା ଥିଲା। ମୂଲ୍ୟ ବୃଦ୍ଧି ପରେ ମୂଲ୍ୟ ୧୮୯ ଟଙ୍କା ହୋଇଥିଲା ଏବଂ ବର୍ତ୍ତମାନ ଏହାକୁ…

ଜାନୁଆରୀ ଦେଲାଣି ତାଉ ସଙ୍କେତ, ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ

ଭୁନନେଶ୍ୱର: ସରିଗଲା ଶୀତ। ଫେବୃଆରୀ ପହିଲାରୁ ତାଉ ଦେଖାଇଲାଣି। ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକା ରହିବ।…

କଞ୍ଚା ଅମୃତଭଣ୍ଡା ଖାଇଲେ ହାଡ ରହେ ସୁସ୍ଥ

ଭୁବନେଶ୍ବର:ଘର ବଗିଚାରେ ଫଳୁଥିବା ଅମୃତଭଣ୍ଡା ଶରୀରର ପାଇଁ ବେଶ୍ ଉପଯୋଗୀ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତାହାହେଲେ ଆପଣ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ । କଞ୍ଚା…

ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇପାରୁ ନାହିଁ କି ?

ଭୁବନେଶ୍ବର: ଆପଣ କେବେ ନା କେବେ ଅନୁଭବ କରିଥିବେ ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇନଥାଏ । କଥା କହିବାକୁ ଚେଷ୍ଚା କଲେ ବି ମୁହଁ ଖୋଲେ ନାହିଁ । ଏହାପରେ ମନରେ ଡର ଆସେ । ତେବେ ଭୂତ ପ୍ରଭାବରୁ ଏମିତି ହୁଏ ବୋଲି କୁହନ୍ତି । କିନ୍ତୁ ଏହି ଅବସ୍ଥାକୁ 'ନିଦ୍ରା ପକ୍ଷାଘାତ' ବା…

ରାଷ୍ଟ୍ରପତିଙ୍କ ପ୍ରତି ସୋନିଆଙ୍କ ବୟାନ ସାନ୍ତାଳୀ ସମ୍ପ୍ରଦାୟର ଅପମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଶୁକ୍ରବାର କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ କଡ଼ା ନିନ୍ଦା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ସୋନିଆ ଗାନ୍ଧୀ ଏବଂ ରାହୁଲ…

ଜୋରଦାର ହେବ ଗାଡ଼ି ଚେକିଂ, ଏହି ଡକ୍ୟୁମେଣ୍ଟ ନଥିଲେ ୪ ହଜାର ଫାଇନ !

ଭୁବନେଶ୍ୱର : ବୀମା ନଥାଇ ଗାଡି ଚଳାଉଥିଲେ ସାବଧାନ । ଶନିବାର ଠାରୁ ବୀମା ନଥିବା ଗାଡ଼ିଗୁଡ଼ିକ ରାସ୍ତାରେ ଗଡ଼ିଲେ କଟିବ ଚାଲାଣ । ବୀମା ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ ଜରିଆରେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍‌ଗେଟ୍ । ପ୍ରଥମ ଥର ଧରା ପଡ଼ିଲେ ଏକ ହଜାର ଟଙ୍କା ଏବଂ…