Latest Odisha News
Yearly Archives

2025

ଖରିଫ ଧାନକିଣା ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ପ୍ରାୟ ୧୨ ଲକ୍ଷ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର…

ଜଣେ ଲୋକ କେତେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ, କ’ଣ ରହିଛି ନିୟମ

ଭୁବନେଶ୍ୱର: ଆପଣ ବ୍ୟାଙ୍କରେ କେତେ ଆକାଉଣ୍ଟ ଖୋଲି ପାରିବେ ? ଅନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ଥାଆନ୍ତି ।ଆଧୁନିକ ଡିଜିଟାଲ୍ କାରବାରର ଏକ ମୁଖ୍ୟ ସୋର୍ସ ହେଉଛି ଏକ ବ୍ୟାଙ୍କ ଆକାଉଣ୍ଟ । ତେଣୁ ବ୍ୟାକିଂ ବ୍ୟବସ୍ଥା ବାବଦରେ ସମସ୍ୟକ ଧାରଣା ରହିବା ଆବଶ୍ୟକ, ନଚେତ ଆଗକୁ ବଡ଼ ସମସ୍ୟା ହୋଇପାରେ…

ପ୍ରାୟ ୨୦ ହଜାର ସରକାରୀ ଅଧିକାରୀ ଫେରାଇଲେ ରାସନ କାର୍ଡ଼

ଭୁବନେଶ୍ୱର: ପିଡିଏସ୍ ସାମଗ୍ରୀ ନେଉଥିବା ଅଯୋଗ୍ୟ ହିତାଧିକାରୀ ଭାବେ ପ୍ରାୟ ୨୦,୦୦୦ରୁ ଅଧିକ କର୍ମଚାରୀ ସେମାନଙ୍କର ରାସନ କାର୍ଡ ଫେରସ୍ତ କରିଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ…

ଅଧିକ ହସୁଥିଲେ ସାବଧନ, କେତେବେଳେ ବି ଜୀବନ ଯାଇପାରେ !

ନୂଆଦିଲ୍ଲୀ: ହସିବା ହେଉଛି ଜୀବନର ସବୁଠାରୁ ଶ୍ରେଷ୍ଠ ମୂଲ୍ୟ । ଆଉ ଏହି କଥା ଅନେକଙ୍କ ମୁହଁରୁ ମଧ୍ୟ ଶୁଣିଥିଲେ। ସେଥିପାଇଁତ ଡାକ୍ତର କହିଥାନ୍ତି ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହି ହସିବା ଯେ ବେଳେ ଜୀବନ ବି ନେଇ ପାରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା…

ଜାତୀୟ କ୍ରୀଡା: ରୀମା ଭୋଇ, ମହିଳା ରଗବୀ ଟିମ ଓଡିଶା ପାଇଁ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡାରେ ଶୁକ୍ରବାର ଓଡିଶାର ମହିଳା ରଗବୀ ଟିମ ଓ ୱେଟଲିଫ୍ଟର ରୀମା ଗୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ରଗବୀ ଫାଇନାଲରେ ଓଡିଶା ୨୯-୫ରେ ବିହାରକୁ ପରାସ୍ତ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ପୂର୍ବରୁ ସେମିଫାଇନାଲରେ ଓଡିଶା ୩୧-୫ରେ…

ବିଶ୍ବର ସବୁଠୁ ବଡ ଡିଫେନ୍ସ ସେଣ୍ଟର ତିଆରି କରୁଛି ଚୀନ

ବେଜିଂ: ଭାରତର ପଡୋଶୀ ଦେଶ ଚୀନ ତିଆରି କରୁଛି ଆମେରିକାକୁ ପଛରେ ପକାଇବା ପରି ପ୍ରତିରକ୍ଷା କେନ୍ଦ୍ର। ବିଜିଙ୍ଗରୁ ୩୦ କିମି ଦୂରରେ ନିର୍ମାଣ ହେଉଛି ଏହି ଡିଫେନ୍ସ ସିଷ୍ଟମ। ଏହା ଆମେରିକା ପ୍ରତିରକ୍ଷା କେନ୍ଦ୍ର ପେଣ୍ଟାଗନ ଠାରୁ ୧୦ ଗୁଣ ବଡ ହେବ ବୋଲି ସୂଚନା ଦେଇଛି ଆମେରିକା ଗୁଇନ୍ଦା…

ପୁଣି ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ, ବ୍ରିକ୍ସ ସମୂହରେ ପଡ଼ିଲା ଚହଳ

ନୂଆଦିଲ୍ଲୀ: ପୁଣି ବ୍ରିକ୍ସ ଦେଶ ସମୂହଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଧମକ । ଡଲାରର ବିକଳ୍ପ ଚିନ୍ତା କଲେ, କିମ୍ବା ବିକଳ୍ପ ଆପଣାଇଲେ, ଶହେ ପ୍ରତିଶତ କର ଲାଗୁ ପାଇଁ ପ୍ରସ୍ତୁତ ରହିବାକୁ ଚେତାଇ ଦେଇଛନ୍ତି ଟ୍ରମ୍ପ । ବ୍ରିକ୍ସ ଦେଶ ସମୂହଙ୍କ ଉପରେ ନଜର ରଖାଯାଇଛି । ଯଦି…

ତୃତୀୟ ଥର ପାଇଁ ପ୍ରେମରେ ପଡିଛନ୍ତି କି ଅମୀର

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାଁ ତୃତୀୟ ଥର ପାଇଁ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୯୦ ଦଶକର ଏହି ଚକୋଲେଟ ବୟଙ୍କ ଚାହିଦା ଏବେ ବି କମି ନାହିଁ । ଫିଲ୍ମଫେୟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅମୀରଙ୍କୁ ନୂଆ ପ୍ରେମ ମିଳି ସାରିଛି । ସେ ତାଙ୍କ ବାନ୍ଧବୀଙ୍କ…

ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ ହେଲେ ସତ୍ୟବ୍ରତ ରାଉତ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ସଚିବ ଭାବରେ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ…

ଭାରତୀୟ ଖେଳାଳିଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ନ କରିବାକୁ କହିଲେ ପାକିସ୍ତାନର ଏହି କୋଚ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଓ କୋଚ ମୋଇନ ଖାଁ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଆମ ଖେଳାଳିମାନେ ଭାରତୀୟଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ଉଚିତ ନୁହେଁ । ବିପକ୍ଷ…