Latest Odisha News
Yearly Archives

2025

କେନ୍ଦ୍ର ବଜେଟ ୨୦୨୫ :ବଢିଲା କିଷାନ କ୍ରେଡିଟ କାର୍ଡ ଲିମିଟ୍, ୩ଲକ୍ଷରୁ ହେଲା ୫ଲକ୍ଷ

ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ବଜେଟରେ ଚାଷୀଙ୍କ ପାଇଁ ବଡ ଘୋଷଣା କରାଯାଇଛି । କିଷାନ କ୍ରେଡିଟ୍ କାର୍ଡର ଲିମିଟ ୩ ଲକ୍ଷ ଟଙ୍କା ରହିଥିଲା, ଯାହା ଏବେ ୫ ଲକ୍ଷ ଟଙ୍କା…

୨୦୨୫-୨୬ ବଜେଟ୍ ରଣନୀତି ପ୍ରସ୍ତୁତ କରିବାରେ ଅର୍ଥମନ୍ତ୍ରୀଙ୍କ ସହ ଅଛନ୍ତି ଏହି ନୂଆ ଟିମ୍

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ଅଷ୍ଟମ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ ରେ ମଧ୍ୟବିତ୍ତ, ମହିଳା ଏବଂ ଗରିବଙ୍କୁ ସର୍ବାଧିକ…

ହକି ଇଣ୍ଡିଆ ଲିଗ୍: ଆଜି ଟାଇଗର୍ସ- ତୁଫାନ୍ସ ଫାଇନାଲ ଫାଇଟ୍

ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଫାଇନାଲ ଲଢେଇ । ଶ୍ରାଚୀ ରା'ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ରାତି ୮ଟା୧୫ ମିନିଟରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଅପରାହ୍ନ ୫ଟା୪୫ରେ ୩ୟ…

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ: ମଧ୍ୟବିତ୍ତ, ମହିଳା ଓ ଗରିବଙ୍କୁ ଅଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଗତ ହେଲା ୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟ୍। ଲୋକସଭାରେ ବଜେଟ୍ ଅଭିଭାଷଣ ରଖିଲେ ଅର୍ଥମନ୍ତ୍ରୀ। ଏଥର ଡିଜିଟାଲ ବଜେଟ୍ ଦେଖାଇଲେ ନିର୍ମଳା ସୀତାରମଣ। ଏହି…

ଧର୍ମଗଡରୁ ୮ ଅଭିଯୁକ୍ତ ଗିରଫ, ୩ କୋଟି ୫୧ଲକ୍ଷ ଟଙ୍କା ଜବତ

କଳାହାଣ୍ଡି: ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ପୋଲିସ । ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ…

ଦୁଲାରୀ ଦେବୀ କିଏ? ଚର୍ଚ୍ଚାରେ ନିର୍ମଳାଙ୍କୁ ଉପହାରରେ ମିଳିଥିବା ମଧୁବନୀ ଶାଢ଼ି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।…

ଆଉ ଏକ ଭୟଙ୍କର ବିମାନ ଦୁର୍ଘଟଣା: ଏକାଧିକ କୋଠାରେ ଲାଗିଲା ନିଆଁ, ୬ ମୃତ

ନୂଆଦିଲ୍ଲୀ: ଆମେରିକାରେ ପୁଣି ଏକ ବିମାନ ଦୁର୍ଘଟଣା ଘଟିଛି। ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ଏହି ଦୁର୍ଘଟଣାରେ ଏକାଧିକ କୋଠାରେ ନିଆଁ ମଧ୍ୟ ଲାଗିଥିବା…

ଏଥରର ବଜେଟକୁ ନେଇ ଦେଶବାସୀଙ୍କର ରହିଛି ଅନେକ ଆଶା; ଓଡିଶାକୁ କଣ ମିଳିବ ଲାଭ?

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆଜି କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏହା ତାଙ୍କର ବଜେଟ ଉପସ୍ଥାପନ କରିବାର ୮ମ ଥର ହେବ ଯାହା ରେକର୍ଡ ସୃଷ୍ଟି କରିବ । ତେବେ ଏଥରର କେନ୍ଦ୍ରୀୟ ବଜେଟକୁ ନେଇ ଅନେକ ଆଶା କରାଯାଉଛି । ବ୍ୟକ୍ତିଗତ ଆୟକର ଛାଡ ସୀମା ୧୦ ଲକ୍ଷ ଟଙ୍କାକୁ…

ଷ୍ଟକ୍ ବଜାରକୁ ଏହିପରି ପ୍ରଭାବିତ କରେ ସାଧାରଣ ବଜେଟ୍, ଏଥିରେ ଲାଭଦାୟକ ହୁଏ ନିବେଶ

ନୂଆଦିଲ୍ଲୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆସିବ କେନ୍ଦ୍ର ସାଧାରଣ ବଜେଟ୍। ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିବେ। ସାଧାରଣତଃ ସପ୍ତାହର ଶନିବାର ଓ ରବିବାର ଷ୍ଟକ୍…

ପୂର୍ବରୁ ଇଂରାଜୀରେ ହେଉଥିଲା ବଜେଟ୍ ଉପସ୍ଥାପିତ, ହିନ୍ଦୀରେ କିଏ ଓ କେବେଠୁ କଲେ ଆରମ୍ଭ?

ନୂଆଦିଲ୍ଲୀ: ଔପନିବେଶିକ ଯୁଗରୁ ଭାରତରେ ବଜେଟ୍ ଉପସ୍ଥାପିତ ହୋଇଆସୁଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଚଳିତ ବର୍ଷ ଫେବୃଆରୀ ୧ ତାରିଖରେ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଯେଉଁଥିରେ ଆଗାମୀ ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ଅର୍ଥନୈତିକ ହିସାବ ରହିବ।…