ରାଜ୍ୟର ପ୍ରତି ଜିଲ୍ଲାରେ ସ୍ଥାପନ ହେବ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍
ଭୁବନେଶ୍ୱର: ରାଜ୍ୟର ପ୍ରତି ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍ ସ୍ଥାପନ କରାଯିବ। ଏହି ପ୍ରସ୍ତାବକୁ ଗୃହୀତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍ଥ କେୟାର ସର୍ଭିସେସ୍ ପକ୍ଷରୁ ଏହି ଯୋଜନା ହାତକୁ…