Latest Odisha News

BREAKING NEWS

Yearly Archives

2025

ଏପରି ଜାଣନ୍ତୁ କ୍ୟୁଆର କୋଡ୍ ଅସଲି ନା ନକଲି..

ଭୁବନେଶ୍ବର:  କୋରୋନା ପର ଠାରୁ ଡିଜିଟାଲ ମାଧ୍ୟମରେ ପେମେଣ୍ଟ ପ୍ରକ୍ରିୟା ଭାରତରେ ବଢିଚାଲିଛି। ପ୍ରତ୍ୟେକ ଛୋଟ ଏବଂ ବଡ ଦୋକାନରେ ପେମେଣ୍ଟ ପାଇଁ କ୍ୟୁଆର (QR) କୋଡ୍ ବ୍ୟବହାର କରାଯାଉଛି । ଏହା ଏକ ଅତି ସହଜ ପ୍ରକ୍ରିୟା । ଯେଉଁଥିରେ ଫୋନ୍ ପେ, ଗୁଗଲ୍ ପେ ଏବଂ ପେଟିଏମ୍ ପରି କୌଣସି…

ଗୁଣି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ମାମଲା, ଫାଶୀ ବଦଳରେ ଭୋଗିବେ ଆଜୀବନ କାରାଦଣ୍ଡ

ରାୟଗଡା: ଗୁଣି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ (ମାଆ, ବାପା ଓ ଝିଅ) ହତ୍ୟା ମାମଲାରେ ରାୟଗଡା ଜିଲ୍ଲା ପୁଟାସିଂ ଥାନା କିତୁଙ୍ଗ ଗାଁ ର ୯ ଜଣଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ଏବେ ସେହି ଫାଶି ଦଣ୍ଡାଦେଶକୁ କୋହଳ କରିଛନ୍ତି ହାଇକୋର୍ଟ । ଫାଶୀ ଦଣ୍ଡାଦେଶକୁ କୋହଳ କରି…

ଫୁଟବଲ ବିଶ୍ୱକପ ପାଇଁ ମରକ୍କୋରେ ମରାଯିବେ ୩୦ ଲକ୍ଷ କୁକୁର, ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ୨୦୩୦ ଫିଫା ବିଶ୍ୱକପ ମରକ୍କୋ, ସ୍ପେନ ଓ ପର୍ତୁଗାଲ ମିଳିତ ଭାବେ ଆୟୋଜନ କରୁଛନ୍ତି । ଏହି ମେଗା କ୍ରୀଡା ଇଭେଂଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଛି । ତେବେ ମରକ୍କୋ ସରକାରର ଏକ ପଦକ୍ଷେପ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ରିପୋର୍ଟ…

ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ବର: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ରାଜ୍ୟରେ ସର୍ବାଧିକ ସକ୍ଷମ ହେବ ଅଙ୍ଗନବାଡି କେନ୍ଦ୍ର । ଏନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ଖୁବଶୀଘ୍ର ଅଙ୍ଗନବାଡି କର୍ମୀଙ୍କ ଦରମା ବଢାଯିବ ବୋଲି କହିଛନ୍ତି…

ବ୍ୟାଙ୍କ ଅଫ୍ ବାରୋଦାର ନୂଆ ଏଫଡି ଯୋଜନା; ଖାତା ବନ୍ଦ ନକରି ଆଂଶିକ ଧନ ଉଠେଇପାରିବେ

ନୂଆଦିଲ୍ଲୀ: ପବ୍ଲିକ ସେକ୍ଟର ବ୍ୟାଙ୍କ ଅଫ୍ ବରୋଦା ଏକ ସ୍ୱତନ୍ତ୍ର ଏଫଡି ଯୋଜନା ଆରମ୍ଭ କରିଛି। ଏହି ଯୋଜନାର ନାମ ହେଉଛି ବବ୍ ଲିକ୍ୱିଡ୍ ଏଫଡି । ଏହା ଗ୍ରାହକମାନଙ୍କୁ ପୂରା ଏଫଡି ବନ୍ଦ ନକରି ଆଂଶିକ ଟଙ୍କା ଉଠେଇବାର ଅନୁମତି ଦିଏ, ଯାହା ନିଶ୍ଚିତ କରେ ଯେ, ଗ୍ରାହକ ତୁରନ୍ତ ଆର୍ଥିକ…

ଜାତୀୟ ଶିକ୍ଷା ନୀତି ୨୦୨୦: ଜାନୁୟାରୀ ୨୧ରୁ ୨୩ ଯାଏଁ ହେବ ଜାତୀୟ ଶିକ୍ଷା ନୀତି କର୍ମଶାଳା

ଭୁବନେଶ୍ଵର: ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ । ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ନେଇ ବିଦ୍ୟାଳୟ ଓ ଗଣଣିକ୍ଷା ମନ୍ତ୍ରୀଙ୍କ ସୂଚନା । ଜାନୁୟାରୀ ୨୧ରୁ ୨୩ ଯାଏଁ ହେବ ଜାତୀୟ ଶିକ୍ଷା ନୀତି କର୍ମଶାଳା । ଜାତୀୟ ଶିକ୍ଷା ନୀତି ହେଲେ ଜିରୋ ଡ୍ରପ୍‌ ଆଉଟ ସହ…

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ: ଦୀପାଳିଙ୍କ ଦାବିର ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ପୁଣି ତେଜିଛି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ବିଜେପିର ସମାଲୋଚନା ପରେ ଦୀପାଳି ସରକାରଙ୍କୁ ସିବିଆଇ ତଦନ୍ତ ଉପରେ ପ୍ରଶ୍ନ କରିବାକୁ ନେଇ, ଏବେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଲିଖିତ ଭାବେ ମୁଖ୍ରମନ୍ତ୍ରୀଙ୍କୁ ଏଥିପାଇଁ ଅପିଲ୍ କଲେ, ସରକାର…

ବିସିସିଆଇର ୟୁ ଟର୍ଣ୍ଣ, ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଗୌତମ ଗମ୍ଭୀର କୋଚ ହେବା ପରଠାରୁ ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏବେ ବିସିସିଆଇ କେତେକ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟରେ ୟୋ ୟୋ ଫିଟନେସ ବ୍ୟବହାର କରାଯାଇଥିଲା । ଏହା ମାଧ୍ୟମରେ ଖେଳାଳିଙ୍କ…

ମେଳା ବୁଲିବାକୁ ଯାଇ ଫେରିଲାନି ପୁଅ, ରାସ୍ତା ମଝିରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

କଟକ: ଦୁଃଖ ଦେଇଗଲା ମକର ମେଳା । ମକର ମେଳା ବୁଲିବାକୁ ଯାଇ ଆଉ ଫେରିଲାନି ପୁଅ । ବାହୁନି ବାହୁନି କାନ୍ଦୁଛି ମା । ରାସ୍ତା ଉପରେ ପିଟି ପିଟି ମାରିଦେଲେ ବଢିଲା ପୁଅକୁ । କଟକ ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ଼ ଗାଁରେ ଘଟିଛି ଏହି ଘଟଣା । ମୃତକ ହେଉଛନ୍ତି ରତାଗଡ ଗାଁର ସୁମନ୍ତ କୁମାର ସାହୁ ।…

ମହାପ୍ରଭୁ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ, ନୀତିକାନ୍ତି ନେଇ ଗଠନ ହେବ ସ୍ବତନ୍ତ୍ର କମିଟି

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜ ଗତ ୩ ଦିନ ଧରି ଉପାସ ରହିବା ପ୍ରସଙ୍ଗକୁ ଏବେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଖୁବ୍ ଶୀଘ୍ର ଲିଙ୍ଗରାଜ ପାଇଁ ଏକ ସ୍ବତନ୍ତ୍ର ଆଇନ କରାଯିବ । ଏଥିସହିତ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ନେଇ ସ୍ବତନ୍ତ୍ର କମିଟି ଗଠନ ହେବ । ଏନେଇ ସୂଚନା ଦେଇଛନ୍ତି…