ପ୍ରଶ୍ନପତ୍ର ବାକ୍ସରେ ଲାଗିବ ଡିଜିଟାଲ ଲକର
କଟକ: ମାଟ୍ରିକ୍ ପରୀକ୍ଷାରେ ବାରମ୍ବାର ପ୍ରଶ୍ନ ପତ୍ର ଲିକ୍ ହେବା ଘଟଣା ଗତ କିଛି ବର୍ଷ ଶିକ୍ଷା ବିଭାଗର ଚିନ୍ତା ବଡେଇଥିବା ବେଳେ ଛାତ୍ରଛାତ୍ରଙ୍କ ଜୀବନକୁ ଭବିଷ୍ୟତକୁ ମଧ୍ୟ ବାଜିରେ ଲଗାଇଥିଲା । ଯାହାକୁ ନେଇ ଏବେ ଅଣ୍ଟା ଭିଡିଛି ନୂଆ ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ପ୍ରଶ୍ନ ପତ୍ରକୁ କିପରି…