Latest Odisha News

BREAKING NEWS

Yearly Archives

2025

ଘୋର ଅନ୍ଧକାର ମଧ୍ୟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ କଲା ପୋଲିସ

ସିଓଲ୍: ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ୟୁନ୍ ସୁକ୍-ୟୋଲ୍‌ଙ୍କ ଘରେ  ଶହ ଶହ ପୋଲିସ ଅଧିକାରୀ ଚଢାଉ କରି ତାଙ୍କୁ ଗିରଫ କରିଛି।ସେଠାରେ ପୋଲିସ ପହଞ୍ଚିବା ପରେ ୟୋଲଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଗଣ୍ଡଗୋଳ ଚାଲି ରହିଥିଲା। ବୁଧବାର ଭୋରୁ ଭ୍ରଷ୍ଟାଚାର ଯାଞ୍ଚ କାର୍ଯ୍ୟାଳୟର…

ବଢିଲା ନୌସେନାର ଶକ୍ତି: ମୋଦି କହିଲେ, ‘ଭାରତ ବିସ୍ତାରବାଦ ନୁହେଁ ବିକାଶବାଦର ଭାବନାରେ କାମ କରେ’

ମୁମ୍ବାଇ: ଆହୁରି ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । ଭାରତୀୟ ନୌସେନାରେ ସାମିଲ ହୋଇଛି ୩ ଯୁଦ୍ଧ ଜାହାଜ, ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ବୁଡ଼ାଜାହାଜ । ଯାହା ଭାରତୀୟ ନୌସେନାରେ ସାମିଲ ହେବା ପରେ ସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ସବୁଠୁ ବଡ କଥା ହେଉଛି…

ଘନ କୁହୁଡି ଯୋଗୁ ବିଳମ୍ୱରେ ପହଞ୍ଚିଲା 300 ବିମାନ, ରେଳ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ : ଘନ କୁହୁଡ଼ି ଯୋଗୁ ତିନି ଶହରୁ ଅଧିକ ବିମାନ ଯାତ୍ରା ବିଳମ୍ୱ ହୋଇଥିବା ବେଳେ ରେଲୱେ ସେବା ବାଧାପ୍ରାପ୍ତ ହୋଇଛି। ବୁଧବାର ସକାଳେ ଦିଲ୍ଲୀର ତାପମାତ୍ରା 6 ଡିଗ୍ରୀ ତଳକୁ ଖସିଛି। ଏହାସହ ଘନ କୁହୁଡ଼ି ଦେଶର ରାଜଧାରୀରେ ବିମାନ ଓ ରେଲୱେ ସେବାକୁ ଠପ୍ କରିଦେଇଛି। ଦିଲ୍ଲୀ-ଏନସିଆରର…

କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ

ଭୁବନେଶ୍ୱର: ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଛି।…

କିଏ ଏହି ଆଇଆଇଟି ବାବା? ପଚାରିଲେ କହୁଛନ୍ତି, ‘ବୈରାଗୀ ସର୍ବଶ୍ରେଷ୍ଠ’

ଆହ୍ଲାବାଦ: କୁଆଡେ ବା ଯିବେ? ବୁଲି ବୁଲି ଏହି ଠିକି ହିଁ ଆସିବେ…ଯୁବ ବୟସରେ କିଛି ଏମିତି ଗଭୀର କଥା କହୁଛନ୍ତି, ମୁହଁରେ ଅନର୍ଗଳ ଇଂରାଜୀ ଆଉ ଆଧ୍ୟାତ୍ମିକତାର ପରିଭାଷା..ଯାହା ଏବେ ମହାକୁମ୍ଭ ମେଳାର ଦୃଷ୍ଟି ଟିକେ ତାଙ୍କ ଆଡକୁ ଆକର୍ଷିତ କରିଛି । ତାଙ୍କର ସେ ସରଳ ଏବଂ ସହୃଦୟ କଥା ଏବେ…

ଭାରତର ଏହି ରାଜ୍ୟରେ ଅଛି ସର୍ବାଧିକ ସୁନା, ଜାଣନ୍ତୁ ବିଶ୍ୱର କେଉଁ ଦେଶରେ ଅଛି ସବୁଠାରୁ ଅଧିକ ସୁନା ଭଣ୍ଡାର

ଭାରତୀରେ ମହିଳାମାନେ ଅଧିକ ସୁନାର ଗହଣ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୁନା ଅଛି? ସୁନାରେ ନିବେଶ କରିବା ସବୁଠାରୁ ଭଲ ବିକଳ୍ପ ମଧ୍ୟରୁ ଗୋଟିଏ। କାରଣ ସୁନାର ମୂଲ୍ୟ ପ୍ରତିଦିନ ବୃଦ୍ଧି ପାଉଛି। ଭାରତରେ ପ୍ରାୟ ୮୦% ସୁନା…

କେନ୍ଦ୍ର ଓ ରାଜ୍ୟର ସୁରକ୍ଷା ମଧ୍ୟରେ ପାର୍ଥକ୍ୟ କ’ଣ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ଏବଂ ସାମ୍ବିଧାନିକ ପଦବୀରେ କାର୍ଯ୍ୟରତ ସମସ୍ତ ନେତା ଏବଂ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଭିଭିଆଇପିଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି…

ମହାକୁମ୍ଭରେ ବୁଡ଼ ପକାଇ ୩୦୦୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ପ୍ରୟାଗ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ରୁ ଆରମ୍ଭ ହୋଇଯାଇଛି। ଏଥର ମହାକୁମ୍ଭରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଶୀତର ପ୍ରଭାବ ମଧ୍ଯ ରହିଛି। ସୂଚନା ଅନୁଯାୟୀ, ସାହି ସ୍ନାନ ପରେ ଅତ୍ୟଧିକ ଥଣ୍ଡା ଏବଂ ଶୀତ ଯୋଗୁଁ ତିନି ଜଣ ଲୋକଙ୍କର ମୃତ୍ୟୁ…

ଏଥର ଭତ୍ତା ବାବଦ ଖାତାକୁ ଯିବ ୩୫୦୦ ଟଙ୍କା

ଭୁବନେଶ୍ବର: ଆଜିଠୁ ଭତ୍ତା ବାବଦ ମିଳିବ ୩୫୦୦ ଟଙ୍କା  । ୮୦ ବର୍ଷରୁ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏଣିକି ଭତ୍ତା ୩୫୦୦ ଟଙ୍କା ମିଳିବ । ଏନେଇ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଥିବା…

ବନ୍ଧୁକ ଦେଖାଇ ଦେଢ ଲକ୍ଷ ଟଙ୍କା ଲୁଟ୍, ଜଣେ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ବଡ ଧରଣର ଡ଼କାୟତି l ଧର୍ମଶାଳାରେ ଥିବା ଲେହେଡି ଗାଁର କିଓସ୍କ ବ୍ୟାଙ୍କ୍ ମାଲିକ ନୀଳାମ୍ବର ମହାପାତ୍ରଙ୍କ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି l ମାଲିକଙ୍କୁ ଲହୁଲୁହାଣ କରି ଟଙ୍କା ଲୁଟି…