Latest Odisha News

BREAKING NEWS

Yearly Archives

2025

ଡୁଡୁମା ଜଳପ୍ରପାତ ନିକଟରେ ୧୫୦ ଫୁଟ ତଳକୁ ଖସିଲା କାର୍

କୋରାପୁଟ: ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସିଲା କାର୍, ଦୁଇ ଜଣ ଗୁରୁତର । ବାଲେଶ୍ବରରୁ କାର୍ ଯୋଗେ ଡୁଡୁମା ଜଳପ୍ରପାତ ବୁଲିଯିବା ବେଳେ ଡୁଡୁମା ନିକଟରେ ଭାରସାମ୍ୟ ହରାଇ କାରଟି ତଳକୁ ଖସିପଡିଛି । ଦୁଇ ପର୍ଯ୍ୟଟକ ହେଲେ ପରଜିତ ଦାସ ଓ ସୁନେନ୍ଦୁ ସାହୁ। ସ୍ଥାନୀୟ ଲୋକେ ସେମାନଙ୍କୁ…

ପ୍ରଥମ ଥର କୁମ୍ଭ ମେଳାରେ ଏତେ ଲୋକ, ୧୪୪ ବର୍ଷ ପରେ ହେଉଛି ପାଳନ

ଲକ୍ଷ୍ନୌ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ଅମୃତ ବା ସାହି ସ୍ନାନ। ଅପରାହ୍ଣ ସୁଦ୍ଧା ପ୍ରାୟ ଅଢ଼େଇ କୋଟି ସାଧୁସନ୍ଥ କୁମ୍ଭମେଳାରେ ବୁଡ଼ ପକାଇଛନ୍ତି । ଖାଲି ସନାତନୀ ହିନ୍ଦୁ ନୁହନ୍ତି, ବହୁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ।…

ଅଲିମ୍ପିକ୍ସ ପଦକରୁ ରଙ୍ଗ ଛାଡିଲା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଶେଷ ହେବା ବେଶୀ ଦିନ ହୋଇ ନାହିଁ । ଏଥିରେ ପଦକ ହାସଲ କରି ବିଶ୍ୱ ଦରବାରେ ନାମ କମାଇଥିବା ଆଥଲେଟ ଏବେ ନିରାଶ ହୋଇ ପଡିଛନ୍ତି । କେତେକ ପଦକ ରଙ୍ଗ ଛାଡିବା ସହ ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ଆଥଲେଟ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।…

ଦିଲ୍ଲୀ ରାଜନୀତିରେ ନୂଆ ଟ୍ୱିଷ୍ଟ, କଂଗ୍ରେସ ବଦଳରେ ବିଜେପି ଦେଲା ଜବାବ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଥମ ରାଲି କରି କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ କରିଦେଲେ ରାହୁଲ ଗାନ୍ଧି । ଆପ୍ ଏବଂ ବିଜେପି ବିରୋଧରେ ପ୍ରବଳ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଟିଏ ପଲାରେ ତଉଲିଛନ୍ତି ରାହୁଲ। ଏବେ…

ସ୍ମାର୍ଟଫୋନର ବ୍ୟାଟେରୀ ଲାଇଫ ବଢାଇବାର ସହଜ ଉପାୟ..

ଭୁବନେଶ୍ବର: ଆଜିକାଲି ସମସ୍ତଙ୍କ ଜୀବନରେ ସ୍ମାର୍ଟଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ବ୍ୟକ୍ତିଗତ କାମ ହେଉ ଅବା ବୃତ୍ତିଗତ କାର୍ଯ୍ୟ ପାଇଁ, ସବୁବେଳେ ସ୍ମାର୍ଟଫୋନ୍ ସାଥିରେ ରଖନ୍ତି । ତେବେ ସ୍ମାର୍ଟଫୋନ୍ ବ୍ୟାଟେରୀ କେତେ ସମୟ ରହିବ ତାହା ଆପଣ କିପରି ବ୍ୟବହାର କରୁଛନ୍ତି ତାହା ଉପରେ…

ଗୁଡ଼ି ସୂତା ଲାଗି କଟିଲା ବେକ ଓ ମୁହଁ

କଟକ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡା ଏକ ନିଆରା ପରମ୍ପରା । ହେଲେ ଏବେ ଗୁଡ଼ି ଉଡାରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଚାଇନିଜ ମାଞ୍ଜା ସୂତା କାରଣରୁ ଅନେକ ବିପଦ ମୁହଁରେ ପଡୁଛନ୍ତି । ସେହିଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି କଟକରୁ । ଅଘଟଣ । ଗୁଡ଼ି ସୂତା ଲାଗି ଜଣଙ୍କର ବେକ, ହାତ…

ସ୍ରାଏଲ୍ ଓ ହାମାସ୍ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର, ଦୁଇ ଦେଶ ପାଇଁ ଆସିବ ଭଲ ଖବର

ନୂଆଦିଲ୍ଲୀ: ଖୁବ ଶୀଘ୍ର ଇସ୍ରାଏଲ୍ ଓ ହାମାସ୍ ଯୁଦ୍ଧରେ ଲାଗିପାରେ ବିରାମ । ଖୁବ ଶୀଘ୍ର ହୋଇପାରେ ଯୁଦ୍ଧବିରତି ବୁଝାମଣା । ଯେତେଦୂର ଆଶା ଆସନ୍ତା ସପ୍ତାହରେ ଏହି ସଫଳତା ମିଳିପାରେ । ଯଦି ଯୁଦ୍ଧବିରତି ବୁଝାମଣା ହୁଏ, ତେବେ ହାମାସ୍ ବନ୍ଧକ ରଖିଥିବା ୩୩ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ…

ରଣଜୀ ଟ୍ରଫି ସମ୍ଭାବ୍ୟ ଦଳରେ କୋହଲି, ପନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ବିସିସିଆଇ ସିନିୟର ଖେଳାଳିଙ୍କୁ ରଣଜୀ ଟ୍ରଫିରେ ଖେଳି ଫର୍ମକୁ ଫେରିବା ପାଇଁ କହିଛି । କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫିରେ ଦିଲ୍ଲୀର ସମ୍ଭାବ୍ୟ…

କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଠାରେ ଏକ ନବ ନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଭୁବନେଶ୍ୱରରେ ଆଗାମୀ ୨୮-୨୯ ତାରିଖରେ…

ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝା ମକା ଦାମ୍ ୫୦୦, ରାଗିଲେ ୟୁଜର୍ସ

ହାଇଦ୍ରାବାଦ: ବିରାଟ କୋହଲି ଜଣେ କ୍ରିକେଟର ହେବା ସଙ୍ଗେସଙ୍ଗେ ଅନେକ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏହା ସହିତ ସେ ମଧ୍ଯ ଅନେକ କମ୍ପାନୀର ମାଲିକ। ହାଇଦ୍ରାବାଦରେ ବିରାଟଙ୍କ ଏକ ରେଷ୍ଟୁରାଣ୍ଟ ରହିଛି। ସେଠାକୁ ଜଣେ ମହିଳା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ସୋସିଆଲ…