Latest Odisha News

BREAKING NEWS

Yearly Archives

2025

ଏଲୋନ୍ ମସ୍କ ‘ଗ୍ରୋକ ଆପ’କୁ କଲେ ଲଞ୍ଚ , ଏବେ ଫ୍ରିରେ ଏଆଇ ଇମେଜ ତିଆରି କରିବେ ୟୁଜର

ନୂଆଦିଲ୍ଲୀ: ଏଲୋନ୍ ମସ୍କ ତାଙ୍କର ଏଆଇ ପ୍ଲାଟଫର୍ମ ଗ୍ରୋକ (Grok) ପାଇଁ ଏକ ନୂତନ ଆପ୍ ଲଞ୍ଚ କରିଛନ୍ତି, ଯାହା ଭାରତ ଏବଂ ଆମେରିକା ସମେତ ଅନେକ ଦେଶରେ ଆଇଫୋନ୍ ଏବଂ ଆଇପ୍ୟାଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି। ଆପଲ୍ ଆପ୍ ଷ୍ଟୋର୍‌ରେ ଡାଉନଲୋଡ୍ ପାଇଁ ଗ୍ରୋକ ଏଇ ଆପ୍ ବର୍ତ୍ତମାନ…

ଠକ ଦମ୍ପତିଙ୍କ ଆଉ ଦୁଇଟି ଦାମୀ କାର ଜବତ କଲା ପୋଲିସ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ ତିନି ଦାମୀ କାରକୁ ଜବତ କରିଛି କମିଶନରେଟ ପୋଲିସ। ହଂସିତା ଓ ଅନିଲ ମହାନ୍ତିଙ୍କ ମର୍ସଡିଜ, ପୋର୍ସ ଓ ଜଗୁଆର ଜବତ କରିଛି ପୋଲିସ। ଗତକାଲି ପଦାକୁ ଆସିଥିଲା ଠକ ଯୋଡ଼ିର ଅୟସର କାରନାମା। ହଂସିତା ଅଭିଲିପ୍ସା ଉପହାରରେ ପୋର୍ସ କାର ଦେଇଥିଲେ।…

ବିରାଟଙ୍କୁ ବାଟ ଦେଖାଇଲେ ପ୍ରେମାନନ୍ଦ ମହାରାଜ, କହିଲେ ଅଭ୍ୟାସ….

ବୃନ୍ଦାବନ: ଦିନେ ନାସ୍ତିକ ଥିଲେ । ଭଗବାନଙ୍କ ପ୍ରସଙ୍ଗ ଆସିଲେ ରୋକ୍ ଠୋକ୍ କଥା ଏଡାଇ ଦେଉଥିଲେ । ହେଲେ ଏବେ ଭକ୍ତି ମାର୍ଗରେ ଭାରତୀୟ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି । ସେ ଉଜେନ୍ ହେଉକି, ଲଣ୍ଡନ ସବୁଠି ଭଗବାନଙ୍କ ଶରଣ ନେଉଛନ୍ତି ବିରାଟ । ପରିବାର ସାଙ୍ଗରେ ବିଭିନ୍ନ…

‘ବାଲି ଚୋରି ରୋକିବା ନେଇ ଚାଲିଛି ବ୍ୟବସ୍ଥା, ସଂଶୋଧନ କରାଯିବ ପୁରୁଣା ଆଇନ’

ଭୁବନେଶ୍ବର: ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ବାଲି ଚୋରି ରୋକିବା ନେଇ ରାଜ୍ୟସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ଆଉ ଅଣ ରାଜସ୍ୱ କାମ କରିପାରିବେନି ରାଜସ୍ବ ଅଧିକାରୀ ବା…

ଆଉ ଦିନକ ପାଇଁ ବଢିଲା ବାର୍ଷିକ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର (ଆରପିଆରସି)ରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଏନେଇ ଶନିବାର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ଘୋଷଣା କରିଛନ୍ତି। ଏହି…

ଚାମ୍ପିୟନ୍ସ ଟ୍ରଫି: ଦଳ ଚୟନ ପାଇଁ ଆଇସିସିକୁ ଅଧିକ ସମୟ ମାଗିଲା ବିସିସିଆଇ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକସ୍ତାନରେ ଆସନ୍ତା ମାସ ୧୯ରୁ ଆରମ୍ଭ ହେବ । ଭାରତ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟ ପାଇଁ ଦଳ ଘୋଷଣା କରି ନାହିଁ । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲକୁ ଏ ନେଇ ଅଧିକ ସମୟ ମାଗିଛି ।…

ପୁଣି ବଢିପାରେ ଶୀତ!, ୧୪ ଯାଏଁ ୧୦ ଜିଲ୍ଲାକୁ କୁହୁଡି ଚେତାବନୀ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିପାରେ ଶୀତ । ଶୀତ ସାଙ୍ଗକୁହ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ପରେ ରାଜ୍ୟର ଅନେକ ଜିଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ…

ଅବସର ନେବେ କି ଜାଡେଜା

ନୂଆଦିଲ୍ଲୀ:ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ୩-୧ରେ ପରାଜିତ ହୋଇଛି । ଏହି ସିରିଜ ଅବସରରେ ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଶନିବାର ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି ।…

ଦମଦାର ଫିଚର୍ସ ସହ ଭାରତକୁ ଆସିଲା Xiaomi Pad 7, ଜାଣନ୍ତୁ ଦାମ୍ କେତେ..

ନୂଆଦିଲ୍ଲୀ: ଭାରତରେ ନୂଆ ଟାବଲେଟ୍‌ ଲଞ୍ଚ କରିଛି ସାଓମି । ଏହି Xiaomi Pad 7ରେ ଦମଦାର ଫିଚର୍ସ ରହିଛି । ସାଓମି ପ୍ୟାଡ 7ର ୩ ଟି ମଡେଲ ଅଛି । ୮GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨GB RAM + ୨୫୬GB ରେ ଆସୁଛି । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୨୬,୯୯୯ ଟଙ୍କା ଓ ଅନ୍ୟ…

ଅନାସ୍ଥା ଭୋଟକୁ ଡରିଗଲା ବିଜେପି !

ଭୁବନେଶ୍ବର: ଗଣତନ୍ତ୍ରର କଣ୍ଠରୋଧ ! କିର୍ମିରା ଅନାସ୍ଥା ଭୋଟକୁ ନେଇ ଭୟଭୀତ ସରକାର ! ବେଆଇନ୍ ଭାବେ ବିଶାଳ ଦାସ ଅଟକ ! ବିନା କାରଣରେ ଲୋକପ୍ରତିନିଧି ଅଟକ ! ଛତିଶଗଡ଼ ପୋଲିସ ସହ ଓଡିଶା ପୋଲିସର ଷଡ଼ଯନ୍ତ୍ର ! ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ପଦ ବଞ୍ଚାଇବାକୁ ଶାସକ…