କିଏ ଜିତିବ ଦିଲ୍ଲୀ…ଚମକାଇଲା ସଟ୍ଟାବଜାର ଭବିଷ୍ୟବାଣୀ
ନୂଆଦିଲ୍ଲୀ: କିଏ ଜିତିବ ଦିଲ୍ଲୀ ଦଙ୍ଗଲ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ ? ଚମକାଇଲା ସଟ୍ଟାବଜାର ଭବିଷ୍ୟବାଣୀ । ଫଲୋଦି ସଟ୍ଟା ବଜାର ଭବିଷ୍ୟବାଣୀ ଅନୁସାରେ ଏଥର ଖସିପାରେ ଆପ ସିଟ୍ । ବିଜେପିର ସିଟ୍ ବଢିପାରେ । ତେବେ କଂଗ୍ରେସ ସ୍ଥିତିରେ ସେଭଳି ପରିବର୍ତ୍ତନ ହେବନି । ଦିଲ୍ଲୀରେ…