କାଲିଫର୍ଣ୍ଣିଆ ଜଙ୍ଗଲରେ ବ୍ୟାପୁଛି ନିଆଁ: ଗଭର୍ଣ୍ଣର ଏବଂ ବାଇଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ଲସ୍ ଏଞ୍ଜଲିସ ଏବେ ଭୟାବହ ଅଗ୍ନିକାଣ୍ଡର ସାମ୍ନା କରୁଛି । ଜଙ୍ଗଲ ନିଆଁ ଏବେ ଧିରେ ଧିରେ ଜନବସତି ଆଡକୁ ମୁହାଁଇଲାଣି । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ…