Latest Odisha News

BREAKING NEWS

Yearly Archives

2025

ଭାରତରେ ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଆଇଟି ସେକ୍ଟର କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ କ୍ଲାଉଡ୍ ଏବଂ ଏଆଇ ଭିତ୍ତିଭୂମି ବିସ୍ତାର କରିବାକୁ ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ । ମାଇକ୍ରୋସଫ୍ଟ ଚେୟାରମ୍ୟାନ୍ ତଥା ସିଇଓ ସତ୍ୟ ନଡେଲା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଭାରତରେ ଲୋକମାନେ…

୩୦୦ ଫୁଟ୍ ଗଭୀର କୋଇଲା ଖଣିରେ ଫଶିରହିଛନ୍ତି ୯ ଶ୍ରମିକ

ଦିଶପୁର: ଆସାମର ଦୀମା ହସାଓ ଜିଲ୍ଲାରେ ବଡ଼ ଧରଣର ଅଘଟଣ । ମେଘାଳୟ ସୀମା ନିକଟ ଏଠାରେ ବେଆଇନ ଖଣି ଉମରଙ୍ଗସୋ ସହରରେ ଥିବା ୩୦୦ ଫୁଟ୍ ଗଭୀର ଏକ କୋଇଲା ଖଣିରେ ପାଣି ପଶିଯିବାରୁ ୯ ଜଣ ଶ୍ରମିକ ଏହା ଭିତରେ ଫସିରହିଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ପାଇଁ ଭାରତୀୟ…

ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା: ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ଵସ୍ତି

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ବହୁ ଚର୍ଚ୍ଚିତ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଏମ୍‌ପି/ଏମ୍‌ଏଲ୍‌ଏ ‌କୋର୍ଟରେ ୨ଟି ମାମଲାରେ ଆଶ୍ବସ୍ତି ମିଳିଛି। ଏଥି ସହିତ ଅଭୟ ପାଠକ ଓ ତାଙ୍କର ପୁଅ ଆକାଶ ପାଠକଙ୍କୁ…

ଡବ୍ଲ୍ୟୁପିଏଲ ପାଇଁ ଚୂଡାନ୍ତ ହେଲା ଭେନ୍ୟୁ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ତୃତୀୟ ସିଜନ ପାଇଁ ବିସିସିଆଇ ଭେନ୍ୟୁ ଚୂଡାନ୍ତ କରିଛି । ବରୋଦା ଓ ଲକ୍ଷ୍ନୌରେ ୫ଟି ଟିମ ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟ ୬ କିମ୍ବା ୭ ଫେବୃୟାରୀରୁ ଆରମ୍ଭ ହେବ । ବରୋଦାରେ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଖେଳାଯିବ ।…

ମମତା ବାନାର୍ଜୀଙ୍କୁ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା ଜବାବ: ଯେମିତି ସମ୍ମାନ ଦେବେ, ସେମିତି ପାଇବେ

ଭୁବନେଶ୍ବର: ବାଘୁଣୀ ଜିନତକୁ ନେଇ ଆମ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସହ ଚାଲିଛି ବାକଯୁଦ୍ଧ। ପୁଣି ବାଘକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟାନ ରଖିଥିଲେ। ତାର ଜବାବ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ। ମମତାଙ୍କ ବୟାନ ଉପରେ ସେ କଡ଼ା ପ୍ରତିକ୍ରିୟା…

ସେ ଅପରିଚିତ; ନାତିର କଷ୍ଟଡି ନେଇ ଅତୁଲଙ୍କ ମା’ଙ୍କୁ ଏଭଳି କହିଲେ କୋର୍ଟ

ନୂଆଦିଲ୍ଲୀ: ପତ୍ନୀଙ୍କ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କରିଥିବା ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ୪ ବର୍ଷର ପୁଅର କଷ୍ଟଡି ପାଇଁ ଅତୁଲଙ୍କ ମା ଅଞ୍ଜୁ ଦେବୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି।…

କେଉଁ ବୟସର ଲୋକଙ୍କ ପାଇଁ ବିପଦ HMPV ଭାଇରସ୍‌ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଚାଲିଯିବା ପରେ ସାରା ବିଶ୍ବରେ ଲୋକେ ଏକପ୍ରକାର ଆଶ୍ବସ୍ତ ହୋଇଥିଲେ ଯେ ସବୁଠାରୁ ବଡ଼ ବିପଦ ଟଳିଗଲା । କିନ୍ତୁ ଏବେ ପୁଣି HMPV ଭାଇରସ୍‌ ଚିନ୍ତାର କାରଣ ହେଲାଣି । କୋଭିଡ ଭଳି ଏହି ଭାଇରସ ବି ଚୀନ୍‌ରୁ ଆସିଛି । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଏହି ଭାଇରସ୍‌ ୮…

ଦୁବାଇରେ ଟଲିଉଡ ଅଭିନେତା ଅଜିତ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ

ଦୁବାଇ: ଟଲିଉଡ ଅଭିନେତା ଅଜିତ କୁମାରଙ୍କ କାର ଦୁବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଜିତ ତାଙ୍କ ରେସିଂ କାରରେ ଅଭ୍ୟାସ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେ ୨୪ଏଚ ଦୁବାଇ ୨୦୨୫ କାର ରେସିଂ କମ୍ପିଟେଶନରେ…

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ପାଇଁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଡଃ ମନମୋହନ ସିଂହ ସ୍ମୃତି କମିଟି ପକ୍ଷରୁ ଆବାହକ ମାନସ ଚୌଧୁରୀଙ୍କ ପୌରହିତ୍ୟରେ ମଙ୍ଗଳବାର ଜୟଦେବ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କ ସ୍ମୃତିରେ ଏହି ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା…

ବାଲୁକା କଳାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସର ସ୍ୱାଗତ ଜଣାଇଲେ ମାନସ ସାହୁ

ପୁରୀ: ଜାନୁଆରୀ ୮ରୁ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାଟି ପୁରୀର ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ…