ରାଜ୍ୟକୁ ଫେରିଛି ଶୀତ, ପ୍ରବଳ ଜାଡରେ ଅସ୍ତବ୍ୟସ୍ତ ଜୀବନ
ଭୁବନେଶ୍ଵର: କିଛି ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଛି ଶୀତ । ପ୍ରବଳ ଜାଡରେ ଥରୁଛି ଓଡିଶା । ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିଛି । ପ୍ରଭାବରେ ରାତିର ତାପମାତ୍ରା କମିଛି । ପାଖାପାଖି ୩ରୁ ୫ ଡିଗ୍ରୀ…