Latest Odisha News

BREAKING NEWS

Yearly Archives

2025

ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ, ସୃଷ୍ଟି ହେବ ୮୪୦ ପଦବୀ

ଭୁବନେଶ୍ବର: ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ରହିଛି । ଏହି ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷୀ, ଶୁଳିଆପଦା, ଖୁଣ୍ଟା, ଗୋପବନ୍ଧୁ ନଗର, ରାଇରଙ୍ଗପୁର କପ୍ତିପଦା, ସୁକ୍ରୁଲି, ଜାମଦା, ବିଜାତୋଳା, ତିରିଙ୍ଗ ଓ…

ବିମୋହିତ କରିଛନ୍ତି ଆହାନ-ଅନୀତ: ୫୦ ବର୍ଷ ମଧ୍ୟରେ ନମ୍ବର ୧ ବନିଲା ‘ସୈୟାରା’….

ମୁମ୍ବାଇ: ସୈୟାରା ଏବେ ପୂରା ଦେଶକୁ ବିଭୋର କରିଛି । ସୈୟାରା ଗୀତରେ ଛୁମୁଛି ସାରା ବିଶ୍ବ । ମୋହିତ ସୁରିଙ୍କ ଫିଲ୍ମ 'ସୈୟାରା' ୫ମ ଦିନରେ ୧୩୨ କୋଟି ପାର୍ କରିଛି । ଯାହା ବୋଧେ ବଲିଉଡରେ କୌଣସି ଡେବ୍ୟୁଡାଣ୍ଟ ଫିଲ୍ଣରେ ପ୍ରଥମ । ଆଉ ପ୍ରଥମ ସପ୍ତାହର ୪ ଦିନରେ ହିଁ ୧୦୦ କୋଟି…

ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଛଅ ମାସ ପାଇଁ ବୃଦ୍ଧି

ଭୁବନେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ଛଅ ମାସ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟୟ କୁଳାଧିପତି ଡକ୍ଟର ହରିବାବୁ କମ୍ଭମପାଟି। ଜୁଲାଇ ୨୧ ତାରିଖରୁ ଆଗାମୀ ଛଅ ମାସ ଯାଏ ସେ…

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ

ଭୁବନେଶ୍ୱର: ରଦ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ। ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ୍ ଜେନେରାଲ୍। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ VC ନିଯୁକ୍ତ…

ସୁଧୁରୁଛି ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା; କଢାଗଲା ଅକ୍ସିଜେନ ସପୋର୍ଟ ସିଷ୍ଟମ

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୁତ୍ତ କିରୋସିନି ଢାଳି ପୋଡିଦେଇଥିବାବେଳେ, ପୀଡିତା ଜଣକ ଅଧିକ ଉନ୍ନତ ଚିକିତ୍ସା ପାଇଁ ଏବେ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଚିକିତ୍ସାଧୀନ ଅଛନ୍ତି । ତେବେ…

ଅଗଷ୍ଟ ୧୫ରେ ଜାତୀୟ ପତାକା ଗାଡ଼ିରେ ଲଗାଇଲେ ହେବ ଜେଲ୍ ! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ:  ସ୍ଵାଧୀନତା ଦିବସ (୧୫ ଅଗଷ୍ଟ) ହେଉ କିମ୍ବା ଗଣତନ୍ତ୍ର ଦିବସ (୨୬ ଜାନୁଆରୀ), ଏହି ଅବସରରେ ଲୋକେ ନିଜ ଘର, ଅଫିସ ଓ ଗାଡ଼ିରେ ଜାତୀୟ ପତାକା ଝଣ୍ଡା ଲଗାଇ ଦେଶଭକ୍ତିର ଉତ୍ସାହ ପ୍ରଦର୍ଶନ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଝଣ୍ଡା ଫେରାଇବା କିମ୍ବା ଲଗାଇବା ପାଇଁ କିଛି…

ଧନଖଡ଼ଙ୍କ ଇସ୍ତଫା ପରେ କେମିତି ହେବ ନିର୍ବାଚନ? ଜାଣନ୍ତୁ କାହାର ପଲା ଭାରି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଦେବା ପରେ ଏହି ପଦ ଖାଲି ହୋଇଛି। ଏହି ପଦକୁ ଖାଲି ରଖାଯାଇ ପାରିବ ନାହିଁ, ତେଣୁ ଆଗାମୀ ୬ ମାସ ମଧ୍ୟରେ ଏହା ପାଇଁ ନିର୍ବାଚନ କରାଯିବ। ଏହି ପଦ ପାଇଁ ଅନେକ ନାମ ସାମ୍ନାକୁ ଆସୁଛି। ସଂଖ୍ୟାବଳ ଓ ରାଜନୈତିକ ସମୀକରଣ ଦୃଷ୍ଟିରୁ ସଂସଦର ଉଭୟ…

୪୫ କଏଦୀଙ୍କ ଜେଲ୍‌ ଜୀବନରେ ପଡିଲା ପୂର୍ଣ୍ଣଛେଦ, ଚାରିକାନ୍ଥ ଭିତରୁ ବାହାରି ମୁକ୍ତିର ଆନନ୍ଦ ଚାଖିଲେ

ଭୁବନେଶ୍ବର: କାଲି ଶେଷ ହୋଇଛି ୪୫ କଏଦୀଙ୍କ ଜେଲ ଦଣ୍ଡ । ବିଭିନ୍ନ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାଜ୍ୟର ୨୬ ଜେଲ୍‌ ରୁ ୪୫ଜଣ କଏଦୀଙ୍କୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଛି । ସୋମବାର ରାତି ଥିଲା ସେମାନଙ୍କ ପାଇଁ ‌ଜେଲ୍‌ ରେ ଶେଷ ରାତି । ମଙ୍ଗଳବାର ଜେଲ୍‌ ର ଚାରିକାନ୍ଥ ଭିତରୁ ବାହାରି…

ଅଚାନକ ଧୀମା ହୋଇଯାଉଛି ଇଣ୍ଟରନେଟ ସ୍ପିଡ ? ଏମିତି କରନ୍ତୁ ଚୁଟିକରେ ସମାଧାନ ହୋଇଯିବ

ନୂଆଦିଲ୍ଲୀ: ଅନେକ ସମୟରେ ଏମିତି ହୁଏ ଯେ ଆପଣ ଫିଲ୍ମ ଷ୍ଟ୍ରିମ କରୁଛନ୍ତି, ଜୁମ କଲରେ ଯୋଗ ଦେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଏକ ଓ୍ଵେବସାଇଟ ଖୋଲୁଛନ୍ତି, କିନ୍ତୁ ହଠାତ୍‌ ଇଣ୍ଟରନେଟର ସ୍ପିଡ ଧୀମା ହୋଇଯାଏ। ଏପରି ସମୟରେ କାହାକୁ ଦୋଷ ଦେବା କିମ୍ବା ରାଗରେ ସର୍ଭିସ ପ୍ରୋଭାଇଡରଙ୍କୁ ଫୋନ…