ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି
ପୁରୀ: ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟା…