ହାତୀ ଆକ୍ରମଣରେ ଚାଲିଗଲା ଗଜସାଥୀଙ୍କ ଜୀବନ
ଅନୁଗୁଳ:ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣ ଫଳରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଯୁଗଳ ନାୟକ, ବୟସ ୪୦ ବର୍ଷ ।
ସୂଚନାନୁସାରେ,…