Latest Odisha News

BREAKING NEWS

Yearly Archives

2025

ଇରାନ ଉପରେ ଆମେରିକାର ଅପରେସନ ‘ମିଡନାଇଟ୍ ହାମର’: ପ୍ରାୟ ୩୭ ଘଣ୍ଟା ପରେ ଫେରିଥିଲା ବି-୨ ବୋମାବର୍ଷୀ…

ନୂଆଦିଲ୍ଲୀ: ଏବେ ରୋଚକ ମୋଡ଼ ନେଇଛି ମଧ୍ଯପ୍ରାଚ୍ୟ ସଂଘର୍ଷ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏବେ ଆମେରିକା ମଧ୍ୟ ଡେଇଁ ପଡ଼ିଛି। ରବିବାର ସକାଳେ (ଭାରତୀୟ ସମୟ ୪.୧୦ ସକାଳ) ଆମେରିକା ଇରାନର ୩ଟି ପରମାଣୁ ସ୍ଥଳ ଉପରେ ଏକ ମାରାତ୍ମକ ଆକ୍ରମଣ କରିଥିଲା। ଇରାନର ଏହି ୩ଟି ଘାଟି…

ଲୋକପ୍ରିୟ ଟିଭି ଶୋ’ ଅନୁପମା ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ…

ମୁମ୍ବାଇ: ଆଜି ସକାଳେ ମୁମ୍ବାଇର ଗୋରେଗାଓଁ ସ୍ଥିତ ଫିଲ୍ମ ସିଟିରେ ଅଗ୍ନିକାଣ୍ଡ ଘଟିଛି । ଲୋକପ୍ରିୟ ଟିଭି ଶୋ 'ଅନୁପମା' ସେଟରେ ହଠାତ୍ ନିଆଁ ଲାଗିଯିବାରୁ ସେଟ୍ ଟି ସମ୍ପୂର୍ଣ୍ଣ ଡଳିପୋଡି ପାଇଁଶ ହୋଇଯାଇଛି । ଘଟଣାଟି ସକାଳ ପ୍ରାୟ ୫ଟା ସମୟରେ ଘଟିଥିଲା, ଯେତେବେଳେ ସେଟରେ ଉପସ୍ଥିତ କିଛି…

ଡାଇରିଆ ପରେ ଏବେ ଅଣାୟତ୍ତ ଜଣ୍ଡିସ୍‌: ଦୁଇ ଗାଁରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ମୟୂରଭଞ୍ଜ: ଡାଇରିଆ ପରେ ଏବେ ଡରାଉଛି ଜଣ୍ଡିସ୍। ଦୁଇ ଗାଁରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍। ୧୫ ଦିନ ଭିତରେ ୧୯ ଜଣ ଆକ୍ରାନ୍ତ ହେଲେଣି। ଗୋପବନ୍ଧୁନଗର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍।…

ଆସନ୍ତା ୨ଦିନ ପ୍ରବଳ ବର୍ଷିବ: ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଅଧିକାଂଶ ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ରହିଛି । ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି କିଛି ସ୍ଥାନରେ ୩୦ରୁ ୪୦…

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ; ଦଳିତ ସମାଜର ଦୁଇ ଜଣକୁ ଅକଥନୀୟ ଅତ୍ୟାଚାର

ଗଞ୍ଜାମ: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ଦୁଇ ଦଳିତଙ୍କୁ ଗାଁ ଦାଣ୍ଡରେ ଅକଥନୀୟ ଅତ୍ୟାଚାର ଦେଲେ ଲୋକେ । ଅଧା ଲଣ୍ଡା କରିବା ସହ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲେଇବା ସହ ନର୍ଦ୍ଦମାର ମଇଳା ପାଣି ପିଆଇଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା…

ଇରାନ-ଇସ୍ରାଏଲ ଯୁଦ୍ଧକୁ ଦେଖି ଭାରତର ବଡ଼ ପଦକ୍ଷେପ; ଋଷରୁ ତୈଳ ଆମଦାନୀ କଲା ବୃଦ୍ଧି

ନୂଆଦିଲ୍ଲୀ:ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ତୈଳ ବଜାରରେ ଟେନସନ ସୃଷ୍ଟି କରିଛି । କିନ୍ତୁ ଭାରତ ଏହି ଅବସରରେ ଋଷରୁ ତୈଳ ଆମଦାନୀ ବୃଦ୍ଧି କରି ମଧ୍ୟପ୍ରାଚ୍ୟର ଅନେକ ବଡ଼ ଦେଶକୁ ପଛରେ ପକାଇଛି । ଭାରତ ଜୁନ୍ ମାସରେ ଋଷଠାରୁ ସର୍ବାଧିକ ଅଶୋଧିତ ତେଲ କିଣିଥିଲା।…

ଶ୍ରୀ ଭାଗବତ ସାର ୭୬: ଭାଗବତ ଖ୍ରୀଷ୍ଟ ପର ଯୁଗରେ ସଂକଳିତ ହୋଇଛି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବୁଦ୍ଧ ଅବତାର ପ୍ରସଙ୍ଗର ଆଲୋଚନାକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଏହି "ବୁଦ୍ଧ" ଯେ କପିଳବାସ୍ତୁର ରାଜକୁମାର ଓ ରାଜା ଶୁଦ୍ଧୋଦନଙ୍କ ପୁତ୍ର ସିଦ୍ଧାର୍ଥ ଅବା ଗୌତମ ଯିଏକି ସଂସାର ତ୍ୟାଗ କରି ବୌଧି ପ୍ରାପ୍ତି ପରେ…

ଚର୍ଚ୍ଚ ଭିତରେ ବିସ୍ଫୋରଣରେ ନିଜକୁ ଉଡ଼ାଇଲା ଆତ୍ମଘାତୀ; ୧୫ ମୃତ, ଅନେକ ଆହତ

ନୂଆଦିଲ୍ଲୀ:ରବିବାର ସିରିଆର ରାଜଧାନୀ ଡାମାସ୍କସ୍‌ ର ଏକ ଚର୍ଚ୍ଚରେ ପ୍ରାର୍ଥନା ସଭା ସମୟରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୩ ଜଣ ଗୁରୁତର ହୋଇଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ମୃତାହତଙ୍କ ମଧ୍ୟରେ ପିଲାମାନେ…

୭୮ତମ ସିନିୟର ନ୍ୟାସନାଲ ଆକ୍ଵାଟିକ୍ ଚାମ୍ପିୟନସିପ୍: ପ୍ରଥମ ଦିନରେ ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ସୃଷ୍ଟି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍ବିମିଙ୍ଗ ଫେଡ଼େରେସନ୍‌ ଅଫ୍…

ବର୍ଷାଋତୁରେ ନକ୍ସଲଙ୍କୁ ମିଳିବନି ଆରାମ,ଜାରି ରହିବ ନକ୍ସଲ ବିରୋଧୀ ଅଭିଯାନ : ଶାହ

ଛତିଶଗଡ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ନକ୍ସଲବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଘୋଷଣା କରିଛନ୍ତି। ରବିବାର ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏବେ ନକ୍ସଲମାନେ ବର୍ଷାରେ ମଧ୍ୟ ଆରାମ ପାଇବେ ନାହିଁ, କାରଣ ସମଗ୍ର ମୌସୁମୀ ଋତୁରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିବ।…