Latest Odisha News

BREAKING NEWS

Yearly Archives

2025

ବିଗିଡ଼ିଲା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୁଣି ବିଗିଡିଲା ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) କୁ ନିଆଯାଇଥିଲା।…

ସୁନା ହେବ ସୁବର୍ଣ୍ଣପୁର ଜିଲ୍ଲା;ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୮୦ କୋଟି…

ଏଥର ଲୁଣରେ ଚାଲିବ ସ୍କୁଟର

ପେଟ୍ରାଲ, ଡିଜେଲ ଓ ଲିଥିୟମ ବ୍ୟାଟେରୀରେ ସ୍କୁଟର ଚାଲୁଥିବା ଆମେ ଜାଣିଛେ । ଏବେ ଚୀନ ଏହାଠାରୁ ଆଉ ପାଦେ ଆଗେଇ ଯାଇଛି । ରିପୋର୍ଟ ମୁତାବକ ଚୀନ ଲୁଣରେ ଚାଲୁଥିବା ସ୍କୁଟର ପ୍ରସ୍ତୁତ କରିଛି । ବିଶ୍ୱାସ ହେଉ ନ ଥିଲେ ଏହା ସତ । ଅଧିକାଂଶ ଇଲେକ୍ଟ୍ରିକ ସ୍କୁଟର ଏବେ ଲିଥିୟମ-ଆୟନ ବ୍ୟାଟେରୀରୁ…

ବ୍ରହ୍ମପୁରରେ ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲା, ଏସ୍ପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ପୋଲିସ ଥାନା ଅନ୍ତର୍ଗତ ଗତ ୩ ତାରିଖରେ ଘଟିଥିବା ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବ୍ରହ୍ମପୁର ଏସପିଙ୍କୁ ଭେଟି ଉଦବେଗ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି…

ବିଶ୍ବ ବ୍ୟାଙ୍କ୍ ରିପୋର୍ଟ: ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ହାର,ଗତ ୧୧ ବର୍ଷ…

ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ହାର ୫.୩ ପ୍ରତିଶତ ହୋଇଛି ,ଯାହା ୨୦୧୧-୧୨ରେ ୨୭.୧ ପ୍ରତିଶତ ଥିଲା । ବିଶ୍ୱ ବ୍ୟାଙ୍କ ନୂତନ ରିପୋର୍ଟରେ ଏହା ପ୍ରକାଶ କରିଛି । ଦେଶରେ ଅତ୍ୟନ୍ତ ଦାରିଦ୍ର୍ୟ ହାର ୨୦୧୧-୧୨ ରେ ୨୭.୧ ପ୍ରତିଶତରୁ ୨୦୨୨-୨୩ ରେ ୫.୩ ପ୍ରତିଶତକୁ…

ବିଦେଶରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧୀ ବାର୍ତ୍ତା ପହଞ୍ଚାଇ ସ୍ୱଦେଶ ଫେରିଲେ ଅପରାଜିତା

ଭୁବନେଶ୍ୱର: ବିଦେଶରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧୀ ବାର୍ତ୍ତା ପହଞ୍ଚାଇ ସ୍ୱଦେଶ ଫେରିଲେ ଅପରାଜିତା। ଭୁବନେଶ୍ୱରରେ ସାଂସଦଙ୍କୁ ଦିଆଗଲା ସମ୍ୱର୍ଦ୍ଧନା। ଅପରେସନ ସିନ୍ଦୂରର ସଫଳତା ଗାଥା ଏବଂ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇ ଲାଗି ସମର୍ଥନ ଗୋଟାଇବାକୁ ବିଦେଶ ଗସ୍ତରେ ଯାଇଥିବା…

୨୪୦୦ ଟଙ୍କାରେ ପହଞ୍ଚିଲା ପାର୍ଲେ ଜି ବିସ୍କୁଟ ଦାମ୍, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ: ପାର୍ଲେ ଜି ବିସ୍କୁଟ ବହୁ ପୁରୁଣା ସମୟରୁ  ଲୋକମାନଙ୍କ ଘରେ ଏକ ପରିଚିତ ନାମ ହୋଇରହିଛି। ଏହା କେବଳ ଏକ ବିସ୍କୁଟ ନୁହେଁ, ବରଂ ଏହା ସହିତ ବହୁ ପୁରୁଣା ସ୍ମୃତି ମଧ୍ୟ ଯୋଡି ହୋଇ ରହିଛି। ତେବେ ଭାରତରେ ୫ ଟଙ୍କା ମୂଲ୍ୟରେ ମିଳୁଥିବା ଏହି ସାଧାରଣ ବିସ୍କୁଟ ଗାଜାରେ ଆକାଶ ଛୁଆଁ…

ଅଟଲୀଙ୍କ ଆଗାମୀ ଫିଲ୍ମରେ ଅଲ୍ଲୁଙ୍କ ସହ ଅଭିନୟ କରିବେ ଦୀପିକା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଅଲ୍ଲୁ ଅର୍ଜୁନ ଓ ଦୀପିକା ପାଦୁକୋନଙ୍କୁ ନେଇ ଏହି ଫିଲ୍ମ କରିବେ । ପୂର୍ବରୁ ସ୍ପିରିଟ ଓ କଲକୀ ୨ଫିଲ୍ମରୁ ଦୀପିକା ବାଦ ପଡିବା ଖବର ପ୍ରକାଶ ପାଇଥିଲା । ରିପୋର୍ଟ…

ବିଜାପୁର ନ୍ୟାସନାଲ୍‌ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ଛତିଶଗଡ଼:ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜାରି ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବଳ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ବିଜାପୁର ନ୍ୟାସନାଲ୍ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ୫, ୬, ୭ ତାରିଖ ସର୍ଚ୍ଚ ଅପରେସନ୍ ଓ ଏନକାଉଣ୍ଟରରେ ଟଳିଥିଲେ। ବସ୍ତର ପୁଲିସ ଆଇଜି…

ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମକ୍‌ଡ୍ରିଲ୍

ପୁରୀ: ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଆରମ୍ଭ ହୋଇଛି ମକଡ୍ରିଲ। ଆଜି ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ମକଡ୍ରିଲ୍ କରାଯାଇଛି। ଟାଉନ୍ ଥାନା ପରିସରର ସମନ୍ଵିତ ନିୟନ୍ତ୍ରଣ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ…