Latest Odisha News

BREAKING NEWS

Yearly Archives

2026

କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ

ମୁମ୍ବାଇ: ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ଏବେ ପ୍ରେମରେ ପଡିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ଗ୍ରୀସର କରୀନା କୁବୁଲିୟୁଟଙ୍କ ସହ କାର୍ତିକଙ୍କ ନାମ ଯୋଡାଯାଇଛି । ୧୮ ବର୍ଷୀୟା କରୀନାଙ୍କ ସହ କାହିଁକି ତାଙ୍କ ନାମ ଯୋଡାଯାଇଛି ତାହା ମଧ୍ୟ ବେଶ ରୋଚକ…

Government new rules ସାବଧାନ!ରାସ୍ତାରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ବିହାର: ରାସ୍ତାଘାଟରେ ଏଣେତେଣେ ପାନ ଛେପ ପକାଉଛନ୍ତି କି ସାବଧାନ! ନହେଲେ ଦେବାକୁ ପଡ଼ିବ ଫାଇନ । ସହରକୁ ସୌନ୍ଦର୍ଯ୍ୟ କରି ରଖିବା ଦିଗରେ ସରକାର ନେଇଛନ୍ତି ପଦକ୍ଷେପ । ପାନ କିମ୍ବା ଗୁଟଖା ଖାଇବା ପରେ ଆପଣ ଖୋଲାରେ ଛେପ ପକାଇଥିବା ଲୋକଙ୍କ ବିରୁଦ୍ଧରେ କଠୋର ହୋଇଛନ୍ତି ବିହାର…

ହୋଟେଲ୍, ଢାବାରେ କାଠ ଓ କୋଇଲା ଜାଳିଲେ ଲାଗିବ ଫାଇନ: ବିଏମସି

ଭୁବନେଶ୍ୱର: ଅନୁଗୁଳ ଏବଂ ବାଲେଶ୍ୱର ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି।ହୋଟେଲ ଏବଂ ଢାବାରେ କୋଇଲା କିମ୍ବା କାଠ ଚୁଲା ବ୍ୟବହାର କରିବା ଉପରେ କଟକଣା ଲଗାଇଛି ବିଏମସି। ଏହି ପ୍ରକାରର…

ଆସନ୍ତାକାଲି ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ: ଆସନ୍ତାକାଲି ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର…

ବାଲି ନେଲା ଜୀବନ; ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ୨ ମୃତ

ଭୁବନେଶ୍ୱର: ପିପିଲି ମଙ୍ଗଳପୁର ଛକ ନିକଟ ଜାତୀୟ ରାଜପଥ-୩୧୬ରେ ମଙ୍ଗଳବାର ଦିନ ସଡ଼କ ଦୁର୍ଘଟଣାରେ ଏକ ସ୍ଥାନୀୟ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶୀଲା ପଟ୍ଟନାୟକ। ସେ ଭୁବନେଶ୍ୱରର ବାସିନ୍ଦା ହୋଇଥିଲା ବେଳେ ତାଙ୍କ ପରିବାରରେ ନାବାଳକ ପୁଅ ଏବଂ…

Demand For Ban Non-Hindus: କୁମ୍ଭମେଳା ଏରିଆରେ ନିଷେଧ ହେବ ଅଣହିନ୍ଦୁଙ୍କ ପ୍ରବେଶ, ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଗରେ…

ଡେରାଡୁନ୍: ହରିଦ୍ୱାରରେ ଅଣହିନ୍ଦୁଙ୍କ ପାଇଁ କୁମ୍ଭମେଳା ନିଷେଧ କରିବା ଦାବି ଉତ୍ତରାଖଣ୍ଡର ରାଜନୈତିକ ଏବଂ ଧାର୍ମିକ ମହଲରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ତୀର୍ଥଯାତ୍ରୀ ଏବଂ ଶ୍ରୀ ଗଙ୍ଗା ସଭା ଏହି ଅଞ୍ଚଳକୁ "ସନାତନ ପବିତ୍ର ସହର" ଘୋଷଣା କରିବାକୁ ସମର୍ଥନ କରୁଥିବା ବେଳେ, ହରିଦ୍ୱାର…

Mysterious temple ରହସ୍ୟମୟ ମନ୍ଦିର: ଆପେ ଆପେ ପରିବର୍ତ୍ତନ ହୁଏ ଶିବ ଲିଙ୍ଗର ରଙ୍ଗ, ଜାଣନ୍ତୁ…

ଉତ୍ତର ପ୍ରଦେଶ: ବିଶ୍ବରେ ଥିବା ପ୍ରତିଟି ମନ୍ଦିରର କିଛି ନା କିଛି ଇତିହାସ ଏବଂ ରହସ୍ୟ ରହିଛି । ସେହିପରି ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲ୍ଲାର ଚୌକ ଅଞ୍ଚଳରେ ରହିଛି ଏକ ରହସ୍ୟ ମୟ ମନ୍ଦିର ।। ଏଠାରେ ଥିବା ଚୌକସି ନାଥ ଶିବ ମନ୍ଦିର ର ରହିଛି ଅନେକ ରହସ୍ୟମୟ କାହାଣୀ। ସବୁ ଶିବ ମନ୍ଦିରରେ…

Srimandir News: ପୁଣି ଶ୍ରୀମନ୍ଦିର ଭିତରେ ମିଳିଲା ବାହାର ଘିଅ, ୨ ସୁଆରଙ୍କୁ ନୋଟିସ ଜାରି

ପୁରୀ: ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର…

ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଖୋର୍ଦ୍ଧା: ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସାମ୍ପୁଲ୍ ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି। ଏହା ଇଣ୍ଡେକ୍ସ କେସ୍‌ ଅନୁମାନ କରାଯାଉଛି। ଏହା ଜଳବାହିତ…

ODISHA VIGILANCE: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ

ବଲାଙ୍ଗୀର: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ। ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ମୁତାବକ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଠାରୁ…