Latest Odisha News

BREAKING NEWS

Yearly Archives

2026

ପଂଜାବର ଔଷଧ ଦୋକାନରେ ବେଆଇନ ନିଶା କାରବାର, ବଚସାରୁ ସାମାଜିକ କର୍ମୀକୁ ଗୁଳି

ଚଣ୍ଡିଗଡ: ନିଶାଦ୍ରବ୍ୟ ବିକୁଥିବା ଔଷଧ ଦୋକାନୀକୁ ଧରିବା ବେଳେ ଦୋକାନରେ ଫୁଟିଲା ଗୁଳିା ସମାଜିକ କର୍ମୀ ପରଭିନ୍ଦର ସିଂଙ୍କ ମୃତ୍ୟୁ ହୋଇଛି । ପଂଜାବ ମନସାର ଔଷଧ ଦୋକାନ ଗୁଡିକରେ ନିଶାଯୁକ୍ତ ଔଷଧର ବେଆଇନ ବିକ୍ରିକୁ ପଦାରେ ପକାଇଥିଲେ ପରଭିନ୍ଦର ସିଂ ଝୋଟା । ଦୋକାନ ଭିତରେ ହୋଇଥିଲା…

Father’s Property: କ’ଣ ବାପାଙ୍କ ଅନ୍ତେ ବଡ ପୁଅ ଭାଗକୁ ଯିବ ଅଧିକ ସମ୍ପତ୍ତି? କ’ଣ କହୁଛି ନିୟମ…

ନୂଆଦିଲ୍ଲୀ: ପରିବାରରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଅନେକ ସମୟରେ ବିବାଦ ଦେଖିବାକୁ ମିଳେ। ବିଶେଷକରି ବାପାଙ୍କ ଘର, ଜମି କିମ୍ବା ଅନ୍ୟ ସମ୍ପତ୍ତିରେ ବଡ଼ ପୁଅର ଅଧିକ ଅଧିକାର ରହିଛି ବୋଲି ଅନେକ ଭାବନ୍ତି। ଆଉ ଗାଁଗାଉଁଲି ମାନଙ୍କରେ ସେହି ହିସାବରେ ଭାଗବଣ୍ଟା ବି କରାଯାଏ । କିନ୍ତୁ ଭାରତୀୟ…

ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି, ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି ରହିଛି। ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଲା…

NPCIର ବଡ଼ ନିଷ୍ପତ୍ତି, ଦୀପାବଳି ପରଠୁ ଲାଗୁ ହେବ ୟୁପିଆଇ ଚାର୍ଜ…

ନୂଆଦିଲ୍ଲୀ: NPCI UPI ଶୁଳ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ ନେଇ ନୂଆ ନିଷ୍ପତ୍ତି ନେଇଛି। ଭାରତୀୟ ଜାତୀୟ ପେମେଣ୍ଟ ପରିଷଦ (NPCI) କହିଛି ଯେ ଏହା ଏବେ ଦୀପାବଳି ପରେ…

VIROSH: ଭିଡ଼ ଭିତରେ ପତ୍ନୀଙ୍କୁ ଏମିତି ବାଟ କଢେଇଲେ ବିଜୟ, ଲାଜେଇ ଗଲେ ରଶ୍ମିକା…ତିରୁମାଲା ମନ୍ଦିରରୁ ଭାଇରାଲ୍ ହେଲା…

ତିରୁମାଲା: ଭିଡ଼ ଭିତରେ ପତ୍ନୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଲେ ଅଭିନେତା ବିଜୟ ଦେବରକୋଣ୍ଡା। ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା ମଙ୍ଗଳବାର ସକାଳେ ତିରୁମାଲା ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦର୍ଶନ ସାରି ମନ୍ଦିରରୁ…

ଭିଜିଲାନ୍ସ ଜାଲରେ ସଇଁତଲା ଆର.ଆଇ, ତଦନ୍ତ ଜାରି

ବଲାଙ୍ଗୀର: ଲାଂଚ ନେଇ ଧରାପଡିଲେ ଆରଆଇ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଲା ରାଜସ୍ୱ ନିରୀକ୍ଷକ । କୃଷି ଜମିକୁ ବାସଗୃହ ଜମିରେ ବଦଳାଇବାକୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ପଂଝାରେ ଆରଆଇ ଆଲନ ବେହେରା । ମଙ୍ଗଳବାର ୩ହଜାର ଟଙ୍କା ଲାଂଚ ମାଗିବା ଓ ନେବା ସମୟରେ ଭିଜିଲାନ୍ସ…

ଦିଲ୍ଲୀର ନୂଆ ପ୍ରତିବାଦ ସ୍ଥାନ ରାମଲୀଳା ମୈଦାନ; ଦିନକୁ ଭଡ଼ା ୧.୨୧ ଲକ୍ଷ..

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ଆଉ ଆନ୍ଦୋଳନ କରି ହେବ ନାହିଁ। କେନ୍ଦ୍ର ସରକାର ଏହାକୁ ନିର୍ଦ୍ଧାରିତ ଆନ୍ଦୋଳନସ୍ଥଳ ତାଲିକାରୁ ହଟାଇ ଦେଇଛନ୍ତି । ଏହା ବଦଳରେ ଦିଲ୍ଲୀରେ ଅନ୍ୟ ୩ଟି ସ୍ଥାନର ନାମ ଘୋଷଣା କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ଦ୍ୱାରା ଅକ୍ଟୋବର ୧୧…

MKCG ମେଡିକାଲରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ 

ଭୁବନେଶ୍ୱର: ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଯୋଡ଼ା ମୁଣ୍ଡ ଶିଶୁକୁ ଜନ୍ମ ଦେଇଛନ୍ତି। ଉକ୍ତ ମହିଳା କନ୍ଧମାଳ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ନବଜାତ ଶିଶୁଟିର ଗୋଟିଏ ଶରୀର ଓ ଗୋଟିଏ ହୃଦୟ ଥିବାବେଳେ ଦୁଇଟି ମୁଣ୍ଡ ରହିଛି। ବର୍ତ୍ତମାନ…

PM’s New Development Vision: ବ୍ଲୁମ୍‌ବର୍ଗ ଫୋରମ୍‌ରେ ମୋଦୀଙ୍କ ବଡ଼ ବାର୍ତ୍ତା, ବିଶ୍ୱକୁ ଦେଖାଇଲେ ବିକାଶର ନୂଆ…

ନୂଆଦିଲ୍ଲୀ: ବିକାଶର ଅର୍ଥ କେବଳ ଆର୍ଥିକ ଶକ୍ତି ବଢ଼ାଇବା ନୁହେଁ, ବରଂ ସେହି ଶକ୍ତିକୁ ସାଧାରଣ ଲୋକଙ୍କ ଜୀବନ ବଦଳାଇବାରେ ବ୍ୟବହାର କରିବା। ଟେକ୍ନୋଲୋଜି, ଡାଟା ଓ କୃତ୍ରିମ ବୁଦ୍ଧିମତ୍ତା (AI)ର ଏହି ଯୁଗରେ ବିଶ୍ୱକୁ ବିକାଶର ନୂଆ ଦିଗ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଦ୍ୟୁତ୍ ଆଘାତରେ ଚାଷୀ ମୃତ, ବାରାହ ଶିକାର ପାଇଁ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ପ୍ରତାପଗିରି ଗ୍ରାମରେ ଜଣେ ୪୨ ବର୍ଷୀୟ ଚାଷୀଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଶିକାରୀମାନେ ବାରାହ ଶିକାର କରିବା ପାଇଁ ଏକ ଚାଷ ଜମିରେ ବିଦ୍ୟୁତ୍ ତାର ବିଛାଇଥିଲେ ଏବଂ ସେହି ତାର ଉପରେ ପାଦ ପଡ଼ିଯିବାରୁ ଜଣେ ଚାଷୀ…