PM’s New Development Vision: ବ୍ଲୁମ୍ବର୍ଗ ଫୋରମ୍ରେ ମୋଦୀଙ୍କ ବଡ଼ ବାର୍ତ୍ତା, ବିଶ୍ୱକୁ ଦେଖାଇଲେ ବିକାଶର ନୂଆ…
ନୂଆଦିଲ୍ଲୀ: ବିକାଶର ଅର୍ଥ କେବଳ ଆର୍ଥିକ ଶକ୍ତି ବଢ଼ାଇବା ନୁହେଁ, ବରଂ ସେହି ଶକ୍ତିକୁ ସାଧାରଣ ଲୋକଙ୍କ ଜୀବନ ବଦଳାଇବାରେ ବ୍ୟବହାର କରିବା। ଟେକ୍ନୋଲୋଜି, ଡାଟା ଓ କୃତ୍ରିମ ବୁଦ୍ଧିମତ୍ତା (AI)ର ଏହି ଯୁଗରେ ବିଶ୍ୱକୁ ବିକାଶର ନୂଆ ଦିଗ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…