Latest Odisha News

BREAKING NEWS

Yearly Archives

2026

PM Modi speaks to UAE: ୟୁଏଇର ରାଷ୍ଟ୍ରପତିଙ୍କ ସହ ହେଲେ କଥା ମୋଦୀ ; କ୍ଷେପଣାସ୍ତ୍ର ଆକ୍ରମଣ ଉପରେ ଚିନ୍ତା ପ୍ରକାଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତିରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କ ସହ କଥା ହୋଇଥିଲେ ଏବଂ ଉପସାଗରୀୟ ଦେଶ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି…

Ayatollah Alireza Arafi: ଇରାନରେ ଖାମେନିଙ୍କ ସ୍ଥାନ ନେଉଥିବା ଅରାଫି କିଏ ?

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ, ବରିଷ୍ଠ ଧର୍ମଗୁରୁ ଅୟାତୁଲ୍ଲା ଅଲିରେଜା ଅରାଫିଙ୍କୁ ଅନ୍ତରୀଣ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି । ଅରାଫି ବର୍ତ୍ତମାନ ଅସ୍ଥାୟୀ ନେତୃତ୍ୱ ପରିଷଦର ଅଂଶ ଏବଂ ନୂତନ ସର୍ବୋଚ୍ଚ ନେତା ନିର୍ବାଚିତ ନହେବା…

‘Naxal-Free’ Districts: ଏବେ ବଲାଙ୍ଗୀର ଓ ବରଗଡ଼ ‘ନକ୍ସଲ ମୁକ୍ତ’

ଭୁବନେଶ୍ବର:ଓଡିଶା ପୋଲିସକୁ ଆଜି ଐତିହାସିକ ସଫଳତା ମିଳିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଆଜି ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ…

ବିଜୟୀ ସ୍କ୍ରିପ୍ଟ ଲେଖିଲେ ସଞ୍ଜୁ ସାମସନ: ଭାରତ-ଇଂଲଣ୍ଡ ସେମିଫାଇନାଲ

କୋଲକାତା: ସଞ୍ଜୁ ସାମସନଙ୍କ ସ୍ମରଣୀୟ ଇନିଂସ ବଳରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୫ ରନ କରିଥିଲା । ରୋଷ୍ଠନ ଚେଜ ୪୦ ଓ ଜାସନ ହୋଲ୍ଡର ଅପରାଜିତ ୩୭ ରନ କରିଥିଲେ । ଯଶପ୍ରୀତ…

Protests over Khamenei’s killing: ଖାମେନିଙ୍କ ମୃତ୍ୟୁକୁ ନେଇ ତୀବ୍ର ପ୍ରତିବାଦ; ସ୍କୁଲ -କଲେଜ ୨ଦିନ ପାଇଁ…

ଶ୍ରୀନଗର: ଆମେରିକା ଏବଂ ଇସ୍ରାଏଲୀ ସେନାର ମିଳିତ ଆକ୍ରମଣରେ ଖାମେନିଙ୍କ ମୃତ୍ୟୁ ହୋଇଛି । ଏହି ଖବର ସିଆ ମୁସଲମାନମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି, ଯାହା ଫଳରେ ଶ୍ରୀନଗର ସମେତ ଜମ୍ମୁ ଏବଂ କାଶ୍ମୀରର ଅନେକ ଅଞ୍ଚଳରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଏହାପରେ ଜମ୍ମୁ ଏବଂ…

ଗଞ୍ଜେଇ ମାଫିଆଙ୍କୁ ପିଛା କଲାବେଳେ ଦୁଇ ପୋଲିସ କର୍ମଚାରୀ ଗୁରୁତର

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ପିଛା କଲାବେଳେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁଇ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ପୋଲିସ କର୍ମଚାରୀଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସୂଚନାଥାଉକି, ରାମଗିରି ଫାଣ୍ଡି ଦେଇ ତିନି ଜଣ ଗଞ୍ଜେଇ ମାଫିଆ ଗୋଟିଏ…

Nagpur factory blast: ବିସ୍ଫୋରକ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୭ ମୃତ; ଅନେକ ଆହତ

ମହାରାଷ୍ଟ୍ର: ରବିବାର ଦିନ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଏକ ଶିଳ୍ପାଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ନାଗପୁରର ଶିଳ୍ପାଞ୍ଚଳରେ ଥିବା ଏକ ବିସ୍ଫୋରକ ପ୍ରସ୍ତୁତ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ଘଟଣାଟି ଆଜି ସକାଳେ ଘଟିଥିଲା। ବିସ୍ଫୋରଣରେ ଅତି କମରେ ୧୭ଜଣଙ୍କର…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି: ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା ସିବିଏସଇ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ୍ ଓ ଆମେରିକା ଇରାନ ଉପରେ ଯେତେକି ଆକ୍ରମଣ କରୁଛନ୍ତି ଇରାନ ବି ଆମେରିକାକୁ ଟାର୍ଗେଟ୍ କରି ଏହାର ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି । ଫଳରେ ଇରାନ ସହିତ କତାର, ୟୁଏଇ, ବାହାରିନ, ସାଇପ୍ରସ, ଇରାକ ଲେବାନନ ଭଳି ଦେଶ ଯୁଦ୍ଧର…

Indian Flights Cancelled: ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ୩୫୦ଟି ଭାରତୀୟ ବିମାନ ବାତିଲ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଯାହା ଏବେ ଭାରତୀୟ ଯାତ୍ରୀଙ୍କ ପକେଟ ଏବଂ ଯାତ୍ରା ଯୋଜନାକୁ ସିଧାସଳଖ ପ୍ରଭାବିତ କରୁଛି । ରବିବାର, ୧ ମାର୍ଚ୍ଚରେ, ଭାରତୀୟ ବିମାନ କମ୍ପାନୀଗୁଡ଼ିକର ୩୫୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…

ୱେଷ୍ଟଇଣ୍ଡିଜର ଆକର୍ଷଣୀୟ ବ୍ୟାଟିଂ

କୋଲକାତା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ଏଇଟ ମୁକାବିଲରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୬ ରନର ଲକ୍ଷ୍ୟ ରଖିଛି । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ୱେଷ୍ଟଇଣ୍ଡିଜର ଟପ ଅର୍ଡର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅଧିନାୟକ…