Latest Odisha News

BREAKING NEWS

Yearly Archives

2026

ଜାପାନରେ ଭାରତୀୟ ଆଥଲେଟ୍‌ଙ୍କ ରହିବା ପାଇଁ ୨,୦୦୦ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କଲା କ୍ରୀଡ଼ା ମନ୍ତ୍ରାଳୟ

ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେଉଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ଆଥଲେଟ୍‌ମାନଙ୍କ ରହିବା, ସୁବିଧା ସୁଯୋଗ ଓ ଖାଦ୍ୟପେୟକୁ ନେଇ ଗମ୍ଭୀର ସମସ୍ୟା ଦେଖାଦେଇଛି। ଏହି ଆନ୍ତର୍ଜାତୀୟ ସଙ୍କଟର ତୁରନ୍ତ ସମାଧାନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସାଇ ଓ ଭାରତୀୟ ଅଲିମ୍ପିକ୍…

ଏସୀୟ କ୍ରୀଡ଼ା ୨୦୨୬: ଜାପାନକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କ୍ରିକେଟ ଟିମ୍ ନିଜର ଦମଦାର ପ୍ରଦର୍ଶନ ଜାରି ରଖି  ସେମିଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର କୋରୋଗୀ ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାଟର ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ଜାପାନକୁ ୮ ୱିକେଟରେ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, କରାଯିବ କି ପୁନଃ ପରୀକ୍ଷା ?

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି (+3) ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଏବଂ ହ୍ଵାଟ୍ସଆପ୍ ମାଧ୍ୟମରେ ଏହି ପ୍ରଶ୍ନପତ୍ର ଘୁରି ବୁଲୁଥିବା ଜଣାପଡ଼ିଛି।କିପରି ହେଲା ଉତ୍କଳ ବିଶ୍ବବିଦ୍ୟାଳୟ…

LIVER TRANSPLANT ପରେ କାମ କରୁନି ଫୁସଫୁସ୍‌ !

ଡେନମାର୍କ : ଲିଭର ଟ୍ରାନ୍ସପ୍ଲାଂଟ ନେଇ ଆସିଛି ବଡ ଖବରା  ଅଧ୍ୟୟନରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏକ ସଫଳ ଯକୃତ ପ୍ରତିରୋପଣ ଜୀବନକୁ ଏକ ନୂଆ ଦିଗ ଦେଇପାରେ, ହେଲେ ଗବେଷକମାନେ ଦେଖିଛନ୍ତି ନୂଆ ସମସ୍ୟ।। ହ୍ରାସ ପାଇପାରେ ଫୁସଫୁସ୍ କାୟ୍ୟ ର୍ କ୍ଷମତ।। ୟାହା ଆରୋଗ୍ୟ ପ୍ରକ୍ରିୟାକୁ…

ଦୁଇ ଭାଗ ହେଲା ଟିଏମସି: ଜାଣନ୍ତୁ ମମତାଙ୍କ ପାର୍ଟିକୁ ମିଳିଲା କେଉଁ ଚିହ୍ନ ଓ ନାଁ

କୋଲକାତା: ଭାଗ ଭାଗ ହୋଇଗଲା ଦଳ। TMCର ବଦଳିଗଲା ପରିଚୟ। ନିର୍ବାଚନ କମିଶନ ଟିଏମସିର ଉଭୟ ଗୋଷ୍ଠୀ ପାଇଁ ନାମ ଏବଂ ନିର୍ବାଚନ ପ୍ରତୀକ ଚୂଡ଼ାନ୍ତ କରିଛନ୍ତି। ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏହି ଚିହ୍ନଗୁଡ଼ିକ ଅସ୍ଥାୟୀ ଏବଂ କେବଳ ଆଗାମୀ ଉପନିର୍ବାଚନ ପାଇଁ ଲାଗୁ ହେବ। ପଶ୍ଚିମବଙ୍ଗର…

FILMY FRIDAY: ବକ୍ସ ଅଫିସରେ ‘ଦାୟରା’ VS ‘ଭାଇବ୍’

ମୁମ୍ବାଇ/ଭୁବନେଶ୍ୱର: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ୨ ଦୁଇଟି ବଲିଉଡ ଫିଲ୍ମ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଦାୟରା ରିଲିଜ୍ ହୋଇଛି । କ୍ରାଇମ ଇନଭେଷ୍ଟିଗେସନ ବେସଡ୍ ଏହି ଫିଲ୍ମ ଦୁଇଜଣ ପୋଲିସ ଅଧିକାରୀଙ୍କ କାହାଣୀ ଉପରେ ଆଧାରିତ । ମୁଖ୍ୟ…

Jaundice Outbreak: ସରକାରୀ ଆବାସିକ ବିଦ୍ୟାଳୟରେ ଜଣ୍ଡିସ୍‌ ଆତଙ୍କ; ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ

ରାୟଗଡ଼ା: ହୋଷ୍ଟେଲରେ ପୁଣି ଜଣ୍ଡିସ୍‌ ଆତଙ୍କ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରବାଡି ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଅଧୀନ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୭୦ରୁ ଅଧିକ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ…

କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା

କଟକ: ଚାଲିଛି ପାର୍ବଣ ଋତୁ। ସରିଲାଣି ଗଣେଶ ପୂଜା, ବିଶ୍ୱକର୍ମା ପୂଜା। ଆଗକୁ ଆସୁଛି ଦୁର୍ଗାପୂଜା। ଏଥିଲାଗି ଆଜିଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା। କଟକ ବାରବାଟୀ ପ୍ୟାଲେସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆବେଦନ। ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ…

Scrub Typhus: ଥମୁନି ସ୍କ୍ରବ୍ ଟାଇଫସ୍‌ ସଂକ୍ରମଣ, ଏହି ଜିଲ୍ଲାରେ ୮୦୦ ପାର୍ ଆକ୍ରାନ୍ତ

ସୁନ୍ଦରଗଡ: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଣେ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ରହିଛି । ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ରୋଗ ନିୟନ୍ତ୍ରଣ ସହ ଲୋକଙ୍କ ମଧ୍ୟରେ…

ଭୟଭୀତ ହେଲେଣି ବ୍ୟବସାୟୀ! ଟଙ୍କା ଦେବାକୁ ପଡ଼ିବ ବୋଲି UPI ପେମେଣ୍ଟକୁ ନା! ଲାଗିଲାଣି ‘No UPI, Only Cash’ ବୋର୍ଡ!

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଢ଼ିଲା ବ୍ୟବସାୟୀଙ୍କ ଚିନ୍ତା। ଚାର୍ଜ ଦେବାକୁ ପଡ଼ିବ ବୋଲି ଆଶଙ୍କା କରି ଅନେକ ସ୍ଥାନରେ UPI ପେମେଣ୍ଟକୁ ନା କହିବା ଆରମ୍ଭ କରିଛନ୍ତି ବ୍ୟବସାୟୀ। ପେଟ୍ରୋଲ ପମ୍ପଠାରୁ ବଜାର ପର୍ଯ୍ୟନ୍ତ ଲାଗିଲାଣି ‘No UPI, Only Cash’ ବୋର୍ଡ। ଗ୍ରାହକଙ୍କୁ ଏବେ ନଗଦ…