କାହିଁକି ଅଟକିଛି ତେଜସ Mk1A ଡେଲିଭରି? HAL କହିଲା ପଛରେ ରହିଛି ଏହି କାରଣ…
ବେଙ୍ଗାଲୁରୁ: ଭାରତୀୟ ବାୟୁସେନାକୁ ସ୍ୱଦେଶୀ ଲଢୁଆ ବିମାନ ତେଜସ Mk1A ହସ୍ତାନ୍ତର ପ୍ରକ୍ରିୟା ଏବେ ସଫ୍ଟୱେର ସମସ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ବିମାନର ପରୀକ୍ଷଣ ସମୟରେ କିଛି ସଫ୍ଟୱେର ସମ୍ପର୍କିତ ସମସ୍ୟା ଚିହ୍ନଟ ହୋଇଥିବାରୁ ଆବଶ୍ୟକ ପରିବର୍ତ୍ତନ କରାଯାଉଛି। HALର CMD ରବି କୁମାର…