Latest Odisha News

BREAKING NEWS

Yearly Archives

2026

ଗିରଫ ହେବେ କି କଣ୍ଠଶିଳ୍ପୀ ସୌରିନ ଭଟ୍ଟ? ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ

କଟକ: ଲୋକପ୍ରିୟ ଓଡ଼ିଆ ପ୍ଲେବ୍ୟାକ୍ ସିଙ୍ଗର୍ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ପରୱାନା ବା NBW ଉପରେ ପୂର୍ବରୁ ଲାଗୁ ହୋଇଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ନିମ୍ନ ଅଦାଲତରେ ସୌରିନ କିପରି ହାଜର ହେବେ, ସେନେଇ ଦୃଢ଼…

ଆଫଗାନିସ୍ତାନ ବିପକ୍ଷ ସିରିଜରେ ଅଭିଷେକଙ୍କ ଜାଗାରେ ସଞ୍ଜୁ !

ଆଗାମୀ ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି। ସମ୍ଭାବ୍ୟ ଦଳକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ୱିକେଟକିପର-ବ୍ୟାଟର…

ଅନ୍ଧବିଶ୍ୱାସକୁ ବିଶ୍ୱାସ! ଗୁଣିଆର ଔଷଧ ଖାଇ ଚାଲିଗଲା ଦମ୍ପତିଙ୍କ ଜୀବନ

ଫୁଲବାଣୀ: ଅନ୍ଧବିଶ୍ୱାସ ହେଉଛି ଅଜ୍ଞାନତା ଏବଂ ଭୟରୁ ଜନ୍ମ ନେଉଥିବା ଏକ ଅଯୌକ୍ତିକ ଓ ଭୁଲ୍ ଧାରଣା। ଏହା ସମାଜର ବିକାଶ ପାଇଁ ଏକ ବଡ଼ ବାଧା। ଏହା ଜାଣିବା ପରେ ମଧ୍ୟ ଏହି ଆଧୁନିକ ଯୁଗରେ ଲୋକେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି ଏବଂ ପରିଣାମ ଭୟଙ୍କର ବି ହେଉଛି। ଏହାର ଏକ ଉଦାହରଣ କନ୍ଧମାଳ…

Monsoon Session: ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ, ଆସିପାରେ ବଡ଼ ବିଲ୍

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏହି ସମୟ ମଧ୍ୟରେ ବିଭିନ୍ନ ବିଲ୍‌ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଚଳିତ…

ଘାତକ ହେଉଛି ସର୍ପାଘାତ: ଦିନକରେ ସାପ କାମୁଡାରେ ଗଲା ୬ ଜଣଙ୍କର ଜୀବନ

ଭୁବନେଶ୍ୱର: ବର୍ଷା ଦିନେ ସାପ ଆତଙ୍କ। ଘାତକ ହେଉଛି ସର୍ପାଘାତ। ଦିନକରେ ରାଜ୍ୟରେ ସାପ କାମୁଡାରେ ୬ ଜଣଙ୍କର ଗଲା ଜୀବନ। ସୁନ୍ଦରଗଡ଼ରେ ୨ଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଜଳେଶ୍ୱର ଏବଂ ଚାନ୍ଦବାଲିରେ ମଧ୍ୟ ସର୍ପାଘାତରେ ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼…

Kisses Covers Car: ଭାଇରାଲ୍ ନିଶାରେ କାର୍‌କୁ ୩,୪୦୦ କିସ୍‌ କଲେ ଗଲଫ୍ରେଣ୍ଡ୍! ଗଣିଲେ ତଣ୍ଡ…ଶେଷରେ ପୋଲିସ୍‌…

ଗ୍ୱାଲିଅର୍: ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ଜଣେ ଯୁବକ ନିଜ କାର୍‌କୁ ‘କିସିଂ କାର୍’ରେ ପରିଣତ କରି ରିଲ୍‌ ତିଆରି କରିଥିଲେ। କାର୍‌ର ସାରା ଶରୀରରେ ଲାଗିଥିଲା ପ୍ରାୟ ୩,୪୦୦ଟି ଲିପଷ୍ଟିକ୍‌ର ଚୁମ୍ବନ ଚିହ୍ନ।…

ମୁଁ ଆଉ ପାରୁନି; ରାଜନୀତିରୁ ଅବସର ନେବେ କି ନୀତିନ ଗଡକରୀ!

ନାଗପୁର: କେନ୍ଦ୍ର କ୍ୟାବିନେଟର ବିସ୍ତାର ଏବଂ ମନ୍ତ୍ରୀପଦର ପୁନର୍ଗଠନକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଏହି ସମୟରେ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ନାଗପୁରରେ ଏକ କାର୍ଯ୍ୟକ୍ରମରେ ତାଙ୍କ ଅବସରକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ରାଜନୈତିକ…

Ajit Doval in Beijing: ମୋଦିଙ୍କ ବଡ ପ୍ଲାନ୍! ସୀମା ବିବାଦରେ ପଡିବ କି ପୂର୍ଣ୍ଣଚ୍ଛେଦ? ଚୀନ ଉପରାଷ୍ଟ୍ରପତିଙ୍କୁ…

ନୂଆଦିଲ୍ଲୀ: ଭାରତ-ଚୀନ ସମ୍ପର୍କରେ ପୁଣି ଆସିଛି ନୂଆ ମୋଡ଼। ଚୀନ ଗସ୍ତରେ ଥିବା ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ମଙ୍ଗଳବାର ଚୀନ ଉପରାଷ୍ଟ୍ରପତି ହାନ୍ ଜେଙ୍ଗଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରରେ ଭାରତ-ଚୀନ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଦୁଇ ଦେଶର…

One Nation One Election: ୨୦୨୯ରେ ଏକାଠି ହୋଇପାରେ ଲୋକସଭା-ବିଧାନସଭା ନିର୍ବାଚନ! ‘ଏକ ଦେଶ, ଏକ ନିର୍ବାଚନ’କୁ ୯୯%…

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ବ୍ୟବସ୍ଥାକୁ ନେଇ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ‘ଏକ ଦେଶ, ଏକ ନିର୍ବାଚନ’ ବା One Nation, One Election ବ୍ୟବସ୍ଥା ୨୦୨୯ରୁ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହା ଲାଗୁ ହେଲେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାସାଙ୍ଗରେ…

Baba Ram Rahim: ୭ ବର୍ଷରେ ୧୭ ପାରୋଲ୍! ପୁଣି ବାହାରକୁ ଆସିଲେ ରାମ ରହିମ, ଜାଣନ୍ତୁ ପାରୋଲ ଓ ଫରଲୋ ମଧ୍ୟରେ…

ଚଣ୍ଡିଗଡ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ପୁଣି ୨୧ ଦିନର ଫରଲୋ ମିଳିଛି। ରୋହତକର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମ ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ଜେଲରୁ ବାହାରିଛନ୍ତି। ଏହା ତାଙ୍କର ୧୭ତମ ଅସ୍ଥାୟୀ ମୁକ୍ତି। ଏଥର ତାଙ୍କୁ ହରିୟାଣାର ସିର୍ସା ସ୍ଥିତ ଡେରା…