Latest Odisha News

BREAKING NEWS

Yearly Archives

2026

ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ କେବଳ ହଲାଲ ମାଂସକୁ ନିରାମିଷ ଖାଦ୍ୟରେ ପରିବେଷଣ କରୁଥିବା ବିରୋଧରେ ଶିଖ ସଂଗଠନଗୁଡ଼ିକ ଦ୍ୱାରା ଦାୟର ଏକ ଆବେଦନର ଜାତୀୟ ମାନବାଧିକାର କମିଶନ (NHRC) ବିଚାର କରିଛି ଏବଂ ରେଳବାଇ ବୋର୍ଡ, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏବଂ ସଂସ୍କୃତି…

NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ

ନୂଆଦିଲ୍ଲୀ: NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲଙ୍କୁ ନିଯୁକ୍ତି କରାଯାଇଛି। ହିମାଚଳ ପ୍ରଦେଶର ୧୯୯୪ କ୍ୟାଡର ଆଇପିଏସ୍ ଅଫିସର ରାକେଶ। ବରିଷ୍ଠ IPS ଅଧିକାରୀ ରାକେଶ ଅଗ୍ରୱାଲଙ୍କୁ ଜାତୀୟ ତଦନ୍ତ ସଂସ୍ଥା (NIA)ର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଅଗ୍ରୱାଲ ପୂର୍ବରୁ ତଦନ୍ତ ସଂସ୍ଥାର…

Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ

କଟକ: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ "ଜବରଦସ୍ତି' ବୋଲି କୁହାଯିବ ନାହିଁ । ଏହାକୁ ଆଧାର କରି ବଳାତ୍କାର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ଅଭିଯୁକ୍ତ ମହେନ୍ଦ୍ର ପ୍ରଧାନକୁ ବଳାତ୍କାର…

US-Denmark-Greenland Dispute: ଗ୍ରୀନଲ୍ୟାଣ୍ଡକୁ ନେଇ ବିବାଦୀୟ ବିବୃତ୍ତି ଜାରି କଲେ ଟ୍ରମ୍ପ

ୱାଶିଂଟନ: ଗ୍ରୀନଲ୍ୟାଣ୍ଡକୁ ନେଇ ଆନ୍ତର୍ଜାତୀୟ ସଙ୍କଟ ଏପର୍ଯ୍ୟନ୍ତ କମି ନାହିଁ। ହ୍ୱାଇଟ୍ ହାଉସରେ ଆମେରିକାର ନେତୃତ୍ୱ ଏବଂ ଗ୍ରୀନଲ୍ୟାଣ୍ଡ ଏବଂ ଡେନମାର୍କର ଶୀର୍ଷ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୌଣସି ଠୋସ୍ ଫଳାଫଳ ଦେଇପାରିଲା ନାହିଁ। ବୈଠକ ପରେ ଆମେରିକାର…

ଧାନ କିଣା ସମସ୍ୟା: ୨ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ସମ୍ବଲପୁର ଓ ବରଗଡ଼ରେ ହେବ ହାଇଲେଭଲ୍ ସମୀକ୍ଷା। ଚାଷୀଙ୍କ ଅଭିଯୋଗ ଓ ଧାନ କିଣାରେ ଅହେତୁକ ବିଳମ୍ବର ହେବ ସମାଧାନ। ଦୁଇଦିନିଆ ଗସ୍ତରେ ଯାଇ ଧାନକିଣାର ପ୍ରକ୍ରିୟାର ତଦାରଖ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ…

ଅସ୍ଥିର ଇରାନ: ହଠାତ୍ ବନ୍ଦ କଲା ଆକାଶ ମାର୍ଗ, ଯାତ୍ରା ପରାମର୍ଶ ଜାରି କଲେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ

ନୂଆଦିଲ୍ଲୀ: ଇରାନର ଆକାଶ ମାର୍ଗ ହଠାତ୍ ବନ୍ଦ ହେବା ପରେ ଆନ୍ତର୍ଜାତୀୟ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି। ଇଣ୍ଡିଗୋ କହିଛି, ଇରାନର ହଠାତ୍ ଆକାଶ ମାର୍ଗ ବନ୍ଦ ହେବା ଯୋଗୁଁ ଆମର କିଛି ଆନ୍ତର୍ଜାତୀୟ ବିମାନ…

Lingaraj Temple: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ବର: ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବର୍ତ୍ତମାନ୍ ସ୍ଵାଭାବିକ ଭାବେ ଚାଲିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳ ଆଳତି ପରେ ଭକ୍ତମାନେ ଧାଡିରେ ଯାଇ ଦର୍ଶନ କରୁଛନ୍ତି। ଗତକାଲି ମକର ସଂକ୍ରାନ୍ତି ଭଳି ପବିତ୍ର ଦିବସରେ ଦିଅଁଙ୍କୁ ଅପୂଜା ଓ ଉପବାସ ରହିବାକୁ…

ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ ଜର୍ମାନୀ, ଫ୍ରାନ୍ସ : ଆମେରିକା ବିରୁଦ୍ଧରେ ଏକତ୍ରିତ ହେଉଛନ୍ତି ୟୁରୋପୀୟ ଦେଶ

ୱାଶିଂଟନ: ଗ୍ରୀନଲ୍ୟାଣ୍ଡକୁ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ବିରୁଦ୍ଧରେ ୟୁରୋପୀୟ ଦେଶଗୁଡ଼ିକ ଏକତ୍ରିତ ହେଉଛନ୍ତି। ୟୁରୋପ ଗ୍ରୀନଲ୍ୟାଣ୍ଡର ସମ୍ଭାବ୍ୟ ଆମେରିକୀୟ ସାମରିକ ଦଖଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ମଧ୍ୟରେ ଜର୍ମାନୀ…