ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
ଭୁବନେଶ୍ୱର: ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରେ ମାଞ୍ଜା ସଂସ୍ପର୍ଶରେ ଆସି ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି।
ଭୁବନେଶ୍ୱରର କଳ୍ପନା ଅଞ୍ଚଳର କମଳ କାନ୍ତ ନାମକ ଜଣେ ବ୍ୟକ୍ତି ପୋଖରିପୁଟ ରେଳ ଓଭରବ୍ରିଜ୍ ଉପରେ ବାଇକରେ ଯାଉଥିବା ବେଳେ ଏକ ଗୁଡ଼ି ସୂତା ତାଙ୍କ ଗଳାରେ ଲାଗି କଟି…