ପାକିସ୍ତାନରେ ଆତଙ୍କବାଦର ତାଣ୍ଡବ: ମାତ୍ର ୯ ମାସରେ ଟଳିଲେଣି ୧୦୦୦ରୁ ଅଧିକ ସୈନ୍ୟ
ଇସଲାମାବାଦ: ଯେଉଁ ଦେଶ ଦଶନ୍ଧି ଦଶନ୍ଧି ଧରି ଆତଙ୍କବାଦକୁ ନିଜର ସରକାରୀ ନୀତି ଭାବେ ବ୍ୟବହାର କରିଆସୁଥିଲା, ଆଜି ସେହି ଦେଶ ନିଜେ ଆତଙ୍କବାଦର ନିଆଁରେ ଜଳୁଛି । ପାକିସ୍ତାନ ନିଜେ ସୃଷ୍ଟି କରିଥିବା 'ଭସ୍ମାସୁର' ଏବେ ତା' ନିଜ ପାଇଁ କାଳ ସାଜିଛି । ସାମ୍ନାକୁ ଆସିଥିବା ଏକ ସଦ୍ୟତମ ତଥା…