ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
ଇସ୍ରାଏଲ: ଦୁବାଇରୁ ଇସ୍ରାଏଲ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ପାଇଁ ଜଣେ ଓମାନୀ ସହ-ପାଇଲଟ୍ ଉଦ୍ୟମ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରକାଶ କରିଛନ୍ତି। ଆକାଶମାର୍ଗରେ ଓମାନୀ ସହ-ପାଇଲଟ୍ ଜଣକ ମୁଖ୍ୟ ପାଇଲଟଙ୍କୁ ଆକ୍ରମଣ କରି…