Latest Odisha News

BREAKING NEWS

Yearly Archives

2026

ଏହି ପୂର୍ବତନ କ୍ରିକେଟର କହିଲେ ଟେଷ୍ଟରୁ କୋହଲିଙ୍କ ଅବସର ଚୟନ କମିଟିଙ୍କ ଭୁଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମଦନଲାଲ ବୁଧବାର ଏକ ବଡ ବୟାନ ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି ଟେଷ୍ଟରୁ କୋହଲିଙ୍କ ଅବସର ଚୟନ କମିଟିଙ୍କ ଭୁଲ ନିଷ୍ପତି ଥିଲା । ତାଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିପାରିଥିଲା । ୮ ବର୍ଷ ଧରି ସେ ସଫଳ…

ରେଭେନ୍ସାକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ତାଗିଦ, ୭ ଦିନ ମଧ୍ୟରେ ସରକାରୀ ପ୍ରାପ୍ୟ ଆଦାୟ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପୁଣି ଥରେ କଡ଼ା ତାଗିଦ କରିଛି। ସରକାରୀ କ୍ବାର୍ଟର ଦଖଲ ଓ ବକୟା ଆଦାୟ ତଥ୍ୟ ଦେବାକୁ ରେଭେନ୍‌ସା କର୍ତ୍ତୃପକ୍ଷଙ୍କୁ ଦେଇଛି ନିର୍ଦ୍ଦେଶ। ସରକାରୀ ଆବାସିକ କ୍ୱାର୍ଟରର ସଠିକ୍ ପରିଚାଳନା, ଅନଧିକୃତ ଦଖଲ ରୋକିବା ଏବଂ ବିଦ୍ୟୁତ,…

ଓଡ଼ିଶାରେ ପୁଣି କରୋନା ଚିନ୍ତା: ଏମକେସିଜି ମେଡିକାଲରେ ଜଣେ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ରାଜ୍ୟରେ ପୁଣି କରୋନା ଟେନସନ୍। MKCGରେ ଜଣେ ମହିଳା ରୋଗୀ କୋଭିଡ୍‌ ସଂକ୍ରମିତ ଚିହ୍ନଟ। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ନୂତନ ସଂକ୍ରମଣ ଦେଖିବାକୁ ମିଳିଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ନୂଆ କୋଭିଡ-୧୯…

ବଢୁଛି ସର୍ପାଘାତ: ୩ ବର୍ଷରେ ୯୮୭ ଜଣଙ୍କର ମୃତ୍ୟୁ, କ’ଣ କହୁଛି ସରକାରଙ୍କ ରିପୋର୍ଟ?

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ସାପ କାମୁଡ଼ାର ଶିକାର ହୁଅନ୍ତି। ଏହି ସମସ୍ୟା କେବଳ ଗାଁ କିମ୍ବା ଜଙ୍ଗଲ ପର୍ଯ୍ୟନ୍ତ ସୀମିତ ନୁହେଁ। ସଂସଦରେ ସରକାରଙ୍କ ଦ୍ୱାରା ଉପସ୍ଥାପିତ ସଦ୍ୟତମ ସଂଖ୍ୟା ଦର୍ଶାଉଛି ଯେ ଗତ ତିନି ବର୍ଷ ମଧ୍ୟରେ ସାରା ଦେଶରେ ୩୪୭,୦୦୦ରୁ ଅଧିକ ସାପ…

ପଶ୍ଚିମବଙ୍ଗରୁ ଆସି ଦିନରେ ରାଜମିସ୍ତ୍ରୀ ଆଉ ରାତିରେ କରୁଥିଲେ ଡକାୟତି; ମାଡି ବସିଲା ପୋଲିସ

କରଞ୍ଜିଆ:ଏକ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ । ଏମାନେ ପଶ୍ଚିମବଙ୍ଗରୁ ଆସି ଦିନବେଳା ରାଜମିସ୍ତ୍ରୀ ଓ ରାତିରେ ଡକାୟତି କରୁଥିଲେ । ରାତିରେ ପାଟ୍ରୋଲିଂ ବେଳେ ୪ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ…

ଏହି ସିରିଜ ଉପରେ ନିର୍ଭର କରୁଛି ରିଙ୍କୁଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ଭାରତ ୩ଟି ଟି୨୦ ମ୍ୟାଚ ଖେଳିବ । ଏହି ସିରିଜ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପରେ ରିଙ୍କୁ ଭଲ ପ୍ରଦର୍ଶନ କରି ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ଚାହିଁବେ । ଟି୨୦…

ପ୍ରତିଦିନ ଗୋଟିଏ ପିଜୁଳି ଖାଆନ୍ତୁ, ଏହା ଶରୀରକୁ ଦିଏ ଅନେକ ଫାଇଦା…

ଭୁବନେଶ୍ବର: ପିଜୁଳି ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ଫଳ ମଧ୍ୟରୁ ଗୋଟିଏ । ପୁଷ୍ଟିସାରରେ ଭରପୂର, ପିଜୁଳି ଶରୀରକୁ ଅନେକ ଲାଭ ପ୍ରଦାନ କରେ । ଭିଟାମିନ୍ ସି, ଫାଇବର ଏବଂ ପୋଟାସିୟମ୍ ଭଳି ଗୁଣରେ ପରିପୂର୍ଣ୍ଣ, ଏହା ଖାଇବା ଅନେକ ଲାଭ ପ୍ରଦାନ କରେ । ଏହା ବ୍ୟତୀତ, ଏହାକୁ ଖାଇବା ଦ୍ୱାରା…

ଦୀର୍ଘ ୧୬ ବର୍ଷ ପରେ ଭାରତ ଫେରିବେ IPLର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦି

ନୂଆଦିଲ୍ଲୀ: IPLର ପ୍ରତିଷ୍ଠାତା ତଥା ପ୍ରଥମ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୬ ବର୍ଷ ପରେ ଭାରତ ଫେରିବେ IPLର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦି। ୨୦୦୯ IPL ସମ୍ପର୍କିତ FEMA ମାମଲାରେ SAFEMA ଅପିଲେଟ୍ ଟ୍ରିବ୍ୟୁନାଲରୁ ଆଶ୍ୱସ୍ତି ମିଳିବା ପରେ…

ଗୋଟିଏ ଜାହାଜ ଉପରେ ଆକ୍ରମଣ ହେବ ଯଦି…ଇରାନକୁ ଟ୍ରମ୍ପଙ୍କ ଧମକ, ବିପଦରେ ତେହେରାନର ପୁଲ ଓ ପାଓ୍ବାରପ୍ଲାଣ୍ଟ

ଓ୍ବାଶିଂଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ବିନାଶକାରୀ ପରିଣାମର ସିଧାସଳଖ ଏବଂ କଠୋର ଚେତାବନୀ ଦେଇଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜକୁ ଟାର୍ଗେଟ କରେ, ତେବେ ଆମେରିକା…

ସ୍ପଷ୍ଟ ଭାବେ କହିଲେ ଶ୍ରେୟାଶ, ପରାଜୟ ଭୟ ଛାଡିବାକୁ ହେବ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ସିରିଜ ଟିମ ଇଣ୍ଡିଆ ଅଧିନାୟକ ଶ୍ରେୟାଶ ଆୟାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ଏହି ଗସ୍ତରେ ଭଲ ପ୍ରଦର୍ଶନ ତାଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଇତି ମଧ୍ୟରେ ଜିମ୍ବାୱେ ଗସ୍ତ ପୂର୍ବରୁ ସେ ସାଥୀ ଖେଳାଳିଙ୍କୁ ସ୍ପଷ୍ଟ ମେସେଜ ଦେଇଛନ୍ତି । ବିଫଳତା…