Latest Odisha News

BREAKING NEWS

Yearly Archives

2026

ଦୀର୍ଘ ୧୬ ବର୍ଷ ପରେ ଭାରତ ଫେରିବେ IPLର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦି

ନୂଆଦିଲ୍ଲୀ: IPLର ପ୍ରତିଷ୍ଠାତା ତଥା ପ୍ରଥମ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୬ ବର୍ଷ ପରେ ଭାରତ ଫେରିବେ IPLର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦି। ୨୦୦୯ IPL ସମ୍ପର୍କିତ FEMA ମାମଲାରେ SAFEMA ଅପିଲେଟ୍ ଟ୍ରିବ୍ୟୁନାଲରୁ ଆଶ୍ୱସ୍ତି ମିଳିବା ପରେ…

ଗୋଟିଏ ଜାହାଜ ଉପରେ ଆକ୍ରମଣ ହେବ ଯଦି…ଇରାନକୁ ଟ୍ରମ୍ପଙ୍କ ଧମକ, ବିପଦରେ ତେହେରାନର ପୁଲ ଓ ପାଓ୍ବାରପ୍ଲାଣ୍ଟ

ଓ୍ବାଶିଂଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ବିନାଶକାରୀ ପରିଣାମର ସିଧାସଳଖ ଏବଂ କଠୋର ଚେତାବନୀ ଦେଇଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜକୁ ଟାର୍ଗେଟ କରେ, ତେବେ ଆମେରିକା…

ସ୍ପଷ୍ଟ ଭାବେ କହିଲେ ଶ୍ରେୟାଶ, ପରାଜୟ ଭୟ ଛାଡିବାକୁ ହେବ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ସିରିଜ ଟିମ ଇଣ୍ଡିଆ ଅଧିନାୟକ ଶ୍ରେୟାଶ ଆୟାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ଏହି ଗସ୍ତରେ ଭଲ ପ୍ରଦର୍ଶନ ତାଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଇତି ମଧ୍ୟରେ ଜିମ୍ବାୱେ ଗସ୍ତ ପୂର୍ବରୁ ସେ ସାଥୀ ଖେଳାଳିଙ୍କୁ ସ୍ପଷ୍ଟ ମେସେଜ ଦେଇଛନ୍ତି । ବିଫଳତା…

ମଣିପୁରରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ୪୬ ଉଗ୍ରବାଦୀ

ଇମ୍ଫାଲ୍: ମଣିପୁରରେ ଆତ୍ମସମର୍ପଣ କରିଛନ୍ତି ୪୬ ଜଣ ଉଗ୍ରବାଦୀ । ଇମ୍ଫାଲର ମନ୍ତ୍ରୀ ପୁଖରୀସ୍ଥିତ ଆସାମ ରାଇଫଲ୍ସ ମୁଖ୍ୟାଳୟରେ ମଣିପୁର ଗୃହ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର "ହୋମକମିଂ" କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମସ୍ତ ଉଗ୍ରବାଦୀ ମୁଖ୍ୟମନ୍ତ୍ରୀ ଯୁମ୍ନାମ ଖେମଚାନ୍ଦ…

CMOରୁ ଫାଇଲ୍‌ ଗାୟବ ମାମଲା; ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ହଜିଯିବାର ହାଇପ୍ରୋଫାଇଲ୍ ମାମଲା ସହିତ ଜଡିତ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ ବୁଧବାର ଦିନ କ୍ୟାପିଟାଲ୍‌ ପୋଲିସ ଷ୍ଟେସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଜୁନ୍ ୧୦…

ଥାନାରୁ ହ୍ୟାଣ୍ଡକପ୍‌ ସହ ଅଭିଯୁକ୍ତ ନାବାଳକ ଚମ୍ପଟ

କୋଡିଙ୍ଗା:ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ପରିସରରୁ ଫେରାର ହେଲା ଜଣେ ଗିରଫ ନାବାଳକ।ରୁଟି ଦୋକାନରୁ ଚୋରି କରିଥିବା ମାମଲାରେ ନାବାଳକ ଗିରଫ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ନାବାଳକ ଅଭିଯୁକ୍ତ ମିଳିନଥିବା କୋଡିଙ୍ଗା ଥାନା ପକ୍ଷରୁ ସୂଚନା ରହିଛି । ସୂଚନାନୁସାରେ,…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ମାମଲା: କେନ୍ଦ୍ର ଓ ପୋଲିସକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ଏହି ମାମଲାରେ ଚାରି ସପ୍ତାହ ମଧ୍ୟରେ ଏକ…

ଫୋନ ହ୍ୟାକ କରି ହ୍ୟାକର ସାଜିଲା ଏଆଇ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସ ଏବେ ହ୍ୟାକର ସାଜିଛି । ଏ ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଓପନଏଆଇ ପକ୍ଷରୁ କୁହାଯାଇଛି ଇଂଟରନାଲ ଟେଷ୍ଟିଙ୍ଗ ଅବସରରେ ଏକ ଅତ୍ୟାଧୂନିକ ଏଆଇ ମଡେଲ ଅନ୍ୟ ଏକ ଏଆଇ କମ୍ପାନୀର ହଗିଙ୍ଗ ଫେସର ସିଷ୍ଟମରେ ପ୍ରବେଶ କରିପାରିଛି । ଏଆଇ…

ଇଷ୍ଟକୋଷ୍ଟ ରେଲୱେରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା ‘ଡିଏସସି ଅର୍ଜୁନ’

ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେରେ ରେଳ ଷ୍ଟେସନ ଓ ଯାତ୍ରୀଙ୍କୁ ସୁରକ୍ଷା ଦେବ ଏଆଇ ସଞ୍ଚାଳିତ ରୋବୋଟ୍‌ । ଏହାର ନାମ 'ଡିଏସସି ଅର୍ଜୁନ' ରଖାଯାଇଛି । ଏହା ଅପରାଧୀଙ୍କୁ ଚିହ୍ନଟ କରିବ ୨୪ଘଣ୍ଟିଆ ଷ୍ଟେସନରେ ପାଟ୍ରୋଲିଂ କରିବ । AI ଦ୍ୱାରା ଭିଡ଼ ଉପରେ ନଜର ରଖାଯିବ । ଆଜି ମହାପ୍ରବନ୍ଧକ…

ଆଘାତ ସମସ୍ୟାରେ ଟିମ ଇଣ୍ଡିଆ, ସିଓଇରେ ଲାଗି ରହିଛି ଭୀଡ

ନୂଆଦିଲ୍ଲୀ: ବାରମ୍ବାର ବିଶ୍ରାମ ଦେବା ସତ୍ୱେ ଏବେ ଭାରତୀୟ କ୍ରିକେଟ ଟିମ ଖେଳାଳିଙ୍କ ଆଘାତ ସମସ୍ୟା ନେଇ ଚିନ୍ତାରେ ପଡିଛି । ରିପୋର୍ଟ ମୁତାବକ ଏବେ ଦଳର ୬ ପ୍ରମୂଖ ଖେଳାଳି ଏହି ସମସ୍ୟାରେ ପଡିଛନ୍ତି । ସେଂଟର ଅଫ ଏକ୍ସିଲେନ୍ସିରେ ଆଘାତ ଖେଳାଳିଙ୍କ ଭୀଡ ବଢ଼ିବାରେ ଲାଗିଛି । ସପ୍ତାହକ…